‘ମୁଁ 9 ମାସର ଗର୍ଭବତୀ, ହେଲେ ମୋ ସ୍ଵାମୀଙ୍କ ମ୍ୟାନେଜର, ତାଙ୍କ ଭାଇ, 4 ଜଣ ଟୋକା ମିଶି ମତେ ଗାଡିରେ ଲକ କରି…’ ଥାନାର ଦ୍ଵାରସ୍ଥ ହେଲେ ଓଡିଆ ଅଭିନେତ୍ରୀ…

ନମସ୍କାର ବନ୍ଧୁଗଣ ତେବେ ଆପଣ ଜାଣିଥିବେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ସବୁ ଅଜବ ଖବର ଶୁଣିବାକୁ ମିଳୁଛି । କେତେବେଳେ ଲିଭ ଇନ ରେ ରହି ପରେ ଛୁଆ କରି ଫିର ଆଉ କାହାକୁ ବାହା ହୋଇ ଯାଉଛନ୍ତି । କେତେବେଳେ ପ୍ରେମିକା ସ୍ତ୍ରୀ ର ଅଧିକାର ପାଇଁ ପ୍ରେମିକ ର ଘର ଆଗରେ ବସୁଛି କେତେବେଳେ ସ୍ତ୍ରୀ ସ୍ଵାମୀ କୁ ଛାଡି ଆଉ କାହା ସହ ଫେରାର ହେଇ ଯାଉଛି ।

ତେବେ ବର୍ତ୍ତମାନ ସମୟରେ ପ୍ରେମ କୁ ଏବଂ ସ୍ୱାମୀ ସ୍ତ୍ରୀ ର ପବିତ୍ର ସମ୍ପର୍କ କୁ ଏକ ପ୍ରକାର କଳଙ୍କିତ କରି ଦେଇଛନ୍ତି । ତେବେ ପୁଣି ସାମ୍ନାକୁ ଆସିଲା ଲଭ-ସେକ୍ସ-ଧୋକ୍କା । ଆଜିକାଲି ପ୍ରେମ କରିବା ଆଉ ମନ ଭରିଗଲେ ଛାଡ଼ିଦେବା ଏକ ସାଧାରଣ କଥା ହୋଇଗଲାଣି । ଉଭୟ ପୁଅ ଓ ଝିଅ ଏ କ୍ଷେତ୍ରରେ କେହି କାହାଠାରୁ କମ୍ ନୁହନ୍ତି ।

ତେବେ ଏପରି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି ଓଡିଶା ରେ । ସ୍ୱାମୀଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ତେବେ ମହିଳା ଜଣଙ୍କ କହିଛନ୍ତି ମୋ ସ୍ୱାମୀଙ୍କର ମୋର ବହୁତ ଭଲ ସଂପର୍କ ଥିଲା ମୁଁ ବହୁତ ଖୁସିରେ ଥିଲି ମୋ ସ୍ୱାମୀ ମୋ ସହ ଆଠ ବର୍ଷ ପର୍ଯ୍ୟନ୍ତ ମୋ ସହ ଥିଲା କିନ୍ତୁ ବର୍ତ୍ତମାନ ସେମାନେ ମୋ ସ୍ୱାମୀ ଙ୍କୁ କଣ କହିଛନ୍ତି ମୁଁ ଜାଣିନି ସେ ମୋତେ ବାଡ଼ଉଛନ୍ତି ।

ସେ ଏବଂ ତାଙ୍କ ଭାଇ ତାଙ୍କ ମ୍ୟାନେଜର ଏବଂ କିଛି ଅଜଣା ଲୋକ ମାନେ ଆସି ମୋତେ ଟର୍ଚ୍ଚ ର କରୁଛନ୍ତି । ମୁଁ ଆଠ ମାସର ଗର୍ଭବତୀ ଅଛି । ମୋତେ ଏପଟ ସେପଟ ହେବାକୁ ପଡୁଛି । ବହୁତ କଷ୍ଟ ହେଉଛି କିନ୍ତୁ ମୋତେ ପୋଲିସ ବାଲାଙ୍କ ପାଖକୁ ଆସିବାକୁ ପଡୁଛି ।

ଦୌଡ଼ିବାକୁ ପଡୁଛି । ସବୁବେଳେ ଏହି ଅବସ୍ଥାରେ ମୁଁ ଯିବା ଆସିବା କରିବା କରି ପାରୁ ନାହିଁ । ତେବେ ପୋଲିସ ମାନେ ମଧ୍ୟ ମୋ କଥା ଶୁଣୁ ନାହାନ୍ତି କିଛି କଥା ବୁଝୁ ନାହାନ୍ତି ମୋତେ କେବଳ ନ୍ୟାୟ ଦରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *