17 Interesting Gk Questions- ଏମିତି କେଉଁ ଜିନିଷ ଯାହାକୁ କିଣିଲା ବେଳେ କଳା, ଜଳେଇବା ପରେ ଲାଲ ଓ ଫୋପାଡିବା ବେଳେ ଧଳା ହୋଇଯାଏ, କୁହନ୍ତୁ ତାହା କଣ ?

ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଉତ୍ତରର ଖେଳ ନେଇ ଆସିଛୁ ଯେଉଁଥିରେ ଆପଣ ନିଜର ବୁଦ୍ଧି କୁ ପ୍ରଖର କରିବା ସହ କିଛି ନୂଆ ଜିନିଷ ମଧ୍ୟ ଜାଣି ପାରିବେ। ତେବେ ଏହା ଆପଣ ଙ୍କୁ ଭବିଷ୍ୟତ ରେ କୌଣସି ନା କୌଣସି ପରୀକ୍ଷା ଯେପରି ଆଇଏଏସ ଆଦି ପରୀକ୍ଷା ରେ ମଧ୍ୟ କିଛି ସାହାର୍ୟ୍ଯ କରିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସବୁ ପ୍ରଶ୍ନ ଉତ୍ତର ବିଷୟରେ।

୧. ଓଡ଼ିଶା ର ରାଜ୍ୟ ଫୁଲର ନାମ କଣ?
ଉତ୍ତର-ଅଶୋକ।

୨. ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ କିଏ?
ଉତ୍ତର- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

୩. ମହାତ୍ମା ଗାନ୍ଧୀ ଙ୍କ ସହ ଧର୍ମିଣୀ ଙ୍କ ନାମ କଣ?
ଉତ୍ତର- କସ୍ତୁରବା।

୪. ପଶ୍ଚିମବଙ୍ଗ ର ବେଲପୁର ରେ କାହାର ସମାଧାନ ପୀଠ?
ଉତ୍ତର- ବିବେକାନନ୍ଦ।

୫. ରୁଗ୍ ବେଦର ସମୁଦାୟ ପ୍ରାର୍ଥନା ସଂଖ୍ୟା କେତେ?
ଉତ୍ତର- ୧୦୨୮

୬. ପ୍ରଥମ ଓଡ଼ିଆ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି କିଏ?
ଉତ୍ତର-ରଂଗନାଥ ମିଶ୍ର।

୭. ଦିଲ୍ଲୀ ର ପ୍ରଥମ ମୁସଲମାନ ଶାସକ କିଏ?
ଉତ୍ତର- କୁତବୁଦ୍ଦିନ।

୮. ଆଲକହଲ ପ୍ରସ୍ତୁତି ପାଇଁ କେଉଁ ଅଣୁଜୀବ ଆବଶ୍ୟକ?
ଉତ୍ତର- କବକ।

୯. ସୋମନାଥ ମନ୍ଦିର ର ଲୁଣ୍ଠନ କାହା ସମୟରେ ହୋଇଥିଲା?
ଉତ୍ତର- ସୁଲତାନ ମାମୁଦ ଙ୍କ ସମୟରେ।

୧୦. ଦୈନିକ କେଉଁ ଧାତୁ ସାର ଆମ ଶରୀର ପାଇଁ ତୁଳନାତ୍ମକ ଭାବରେ ଅଧିକ ଦରକାର?
ଉତ୍ତର- ସୋଡିୟମ।

୧୧. “ନଷ୍ଟସ୍ୟ କାନ୍ୟାଗତି” ଏହି ପ୍ରଶ୍ନ ର ଉତ୍ତର କିଏ ଦେଇଥିଲେ?
ଉତ୍ତର- କାଳିଦାସ।

୧୨. କେଉଁ ରାକ୍ଷସ ର ପେଟରେ ତାର ପାଟି ଥିଲା?
ଉତ୍ତର- କବନ୍ଧ।

୧୩. ୧୯୦୩ ମସିହାରେ ଡକା ହୋଇଥିବା ଉତ୍କଳ ସମ୍ମିଳନୀରେ କିଏ ସଭାପତିତ୍ୱ କରିଥିଲେ?
ଉତ୍ତର- ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ

୧୪. ଟିଭି ରେ କ୍ରିକେଟ ମ୍ୟାଚର ସିଧା ପ୍ରସାରଣ ଭାରତରେ କେବେଠାରୁ ଆରମ୍ଭ ହେଲା?
ଉତ୍ତର- ୧୯୬୬ ମସିହା।

୧୫. କେଉଁ କଣିକା ଉଦ୍ଭିଦ କୁ ଅତି ବାଇଗଣୀ ରଶ୍ମି ର କ୍ଷତିକାରକ ପ୍ରଭାବ ରୁ ରକ୍ଷା କରିଥାଏ?
ଉତ୍ତର- କୋରୋଟିନୟଡ଼।

୧୬. ଏମିତି କେଉଁ କାମ ଯାହାକୁ ମଣିଷ ମଲାପରେ ମଧ୍ୟ କରି ପାରିବ?
ଉତ୍ତର- ଅଙ୍ଗଦାନ।

୧୭. ଏମିତି କେଉଁ ଜିନିଷ ଯାହାକୁ କିଣିଲା ବେଳେ କଳା, ଜଳେଇବା ପରେ ଲାଲ ଓ ଫୋପାଡିବା ବେଳେ ଧଳା ହୋଇଯାଏ, କୁହନ୍ତୁ ତାହା କଣ ?

ଉ: କୋଇଲା

Leave a Reply

Your email address will not be published. Required fields are marked *