ସେ କିଏ ଯିଏ ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜେଇ ଥାଏ ? ଏହା ସହିତ ଆହୁରି ପଢନ୍ତୁ 12 Gk Questions and Answers

ସାଧାରଣତଃ ଆମେମାନେ ଜେନେରାଲ ନଲେଜ ପଢିଥାଉ । କାରଣ ଏହି ଜେନେରାଲ ନଲେଜ ଆମ ଜୀବନରେ କେବେବି ଦରକାରୀ ହୋଇପାରେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏହିପରି କିଛି ଜେନେରାଲ ନଲେଜ ପ୍ରଶ୍ନ ଓ ଉତ୍ତର ଆଣିଛୁ । ଏହା ବିଷୟରେ ଆପଣ ଜାଣି ଆପଣଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସହ ମଧ୍ୟ ସେୟାର କରନ୍ତୁ । ଏହା ଆମ ଦୈନନ୍ଦିନ ଜୀବନ ପାଇଁ ବହୁତ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

ପ୍ରଶ୍ନ – ୧

ବିଶ୍ଵର ସବୁଠାରୁ ବଡ ସଂଗ୍ରହାଳୟ କେଉଁଠାରେ ଅବସ୍ଥିତ ?

ଉତ୍ତର – ବିଶ୍ଵର ସବୁଠାରୁ ବଡ ସଂଗ୍ରହାଳୟ ଲଣ୍ଡନ ରେ ଅବସ୍ଥିତ ।

ପ୍ରଶ୍ନ -୨

ପାଚିଲା ଆମ୍ବରେ କେଉଁ ପ୍ରକାରର ଭିଟାମିନ ମିଳେ ?

ଉତ୍ତର – ପାଚିଲା ଆମ୍ବରେ ଭିଟାମିନ A ମିଳେ ।

ପ୍ରଶ୍ନ – ୩

କେଉଁ ଦେଶରେ ଜଣେ ବି ପୁରୁଷ ନାହାଁନ୍ତି ?

ଉତ୍ତର – ସିଲ୍ୟାଣ୍ଡ ରେ ଜଣେ ବି ପୁରୁଷ ନାହାଁନ୍ତି ।

ପ୍ରଶ୍ନ – ୪

କେଉଁ ଦେଶର ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ?

ଉତ୍ତର – କୁଏତ ରେ ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ।

ପ୍ରଶ୍ନ – ୫

ଭାରତର ପ୍ରଥମ ରେଳ ଷ୍ଟେସନ ର ନାମ କଣ ?

ଉତ୍ତର – ଭାରତର ପ୍ରଥମ ରେଳ ଷ୍ଟେସନ ର ନାମ ଛତ୍ରପତି ଶିବାଜୀ ଟର୍ମିନାଲ ।

ପ୍ରଶ୍ନ – ୬

କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ଵରେ କେତେ ନମ୍ବର ରେ ଅଛି ?

ଉତ୍ତର – କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ଵରେ ୭ ନମ୍ବର ରେ ଅଛି ।

ପ୍ରଶ୍ନ – ୭

ଭରାତର ସବୁଠାରୁ ପୁରୁଣା ଖେଳର ନାମ କଣ ?

ଉତ୍ତର – ପୋଲୋ ଭରାତର ସବୁଠାରୁ ପୁରୁଣା ଖେଳ ।

ପ୍ରଶ୍ନ – ୮

ଭାରତର ସବୁଠାରୁ ବଡ ମସଜିଦ କେଉଁଠାରେ ଅବସ୍ଥିତ ?

ଉତ୍ତର – ଭାରତର ସବୁଠାରୁ ବଡ ମସଜିଦ ଦିଲ୍ଲୀ ରେ ଅବସ୍ଥିତ ।

ପ୍ରଶ୍ନ – ୯

ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିଲା ପରେ ଲୋକମାନେ ଗୀତା ଗାଇବା ଆରମ୍ଭ କରନ୍ତି ?

ଉତ୍ତର – Birthday Cake

ପ୍ରଶ୍ନ -୧୦

ସେ କିଏ ଯିଏ ନାକରେ ଚଢିଥାଏ, କିନ୍ତୁ କାନ ଧରି ପଢାଇଥାଏ ?

ଉତ୍ତର – ଚଷମା

ପ୍ରଶ୍ନ – ୧୧

ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି ବାହାରକୁ ଆସେ ଲଙ୍ଗଳା ହେଇ, କହିଲ ସେ କିଏ ?

ଉତ୍ତର – କଦଳୀ

ପ୍ରଶ୍ନ – ୧୨

ସେ କିଏ ଯିଏ ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ

ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ

ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜେଇ ଥାଏ ?

ଉତ୍ତର – ବସ କଣ୍ଡକ୍ଟର

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଜ୍ଞାନ ବର୍ଦ୍ଧକ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *