ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଅଟନ୍ତି ସାଉଥ ଅଭିନେତ୍ରୀ ରକୁଲ ପ୍ରୀତ, କରିବାକୁ ଚାହାଁନ୍ତି ବିବାହ

ଭାରତରେ କ୍ରିକେଟର ଓ କଳାକାର ମାନଙ୍କ ମଧ୍ୟରେ ବହୁତ ଗଭୀର ସମ୍ପର୍କ ହୋଇଥାଏ । କ୍ରିକେଟ ଓ ଫିଲ୍ମ ଜଗତର ସେଲିବ୍ରେଟି ମାନଙ୍କର ବହୁତ ଇତିହାସ ଭାରତରେ ଦେଖିବାକୁ ମିଳିଛି । ଫିଲ୍ମ କଳାକାର ଓ କ୍ରିକେଟର ମାନଙ୍କ ମଧ୍ୟରେ ହେଉଥିବା ବିବାହ ବର୍ତ୍ତମାନ ସାଧାରଣ କଥା ହୋଇ ଯାଇଛି । ଆଜି ଆମେ ଆପଣଙ୍କୁ ସାଉଥର ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଭାରତୀୟ କ୍ରିକେଟରଙ୍କ ପଛରେ ପାଗଳ ଅଛନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ଓ କ୍ରିକେଟର ଜଣକ କିଏ ।

ସାଉଥର ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଇଏ ହେଉଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥର ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ରକୁଲ ଉଭୟ ସାଉଥ ଓ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ।

ରକୁଲ ଉଭୟ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ରକୁଲଙ୍କ ଆକର୍ଷିତ ଲୁକ ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି ।ରକୁଲଙ୍କ ପଛରେ ବହୁତ ସେଲିବ୍ରେଟି ପାଗଳ ଥିଲେ ମଧ୍ୟ ରକୁଲ ଏକ ଭାରତୀୟ କ୍ରିକେଟରଙ୍କ ପଛରେ ପାଗଳ ଅଟନ୍ତି । ସେହି କ୍ରିକେଟରଙ୍କ ସହ ବିବାହ କରିବା ପାଇଁ ରକୁଲ ସ୍ଵପ୍ନ ମଧ୍ୟ ଦେଖିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ମନରେ ଏହା ପ୍ରଶ୍ନ ଉଠୁଥିବ ଯେ ସେହି ଭାରତୀୟ କ୍ରିକେଟର ଜଣକ କିଏ । ସେହି ଭାରତୀୟ କ୍ରିକେଟର ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତର ଦିଗଜ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା । ବନ୍ଧୁଗଣ ପୂର୍ବରୁ ରକୁଲ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ବହୁତ ପସନ୍ଦ କରୁଥିଲେ । ହେଲେ ବର୍ତ୍ତମାନ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରେମ କରି ବସିଛନ୍ତି ।

ସୋସିଆଲ ମିଡିଆରେ ମଧ୍ୟ ଏହି ଦୁଇଜଣ ସେଲିବ୍ରେଟିଙ୍କ ନାମ ବହୁତ ଚର୍ଚାରେ ଅଛି । ରକୁଲ ଏକ ଇଣ୍ଟରଭ୍ୟୁରେ ନିଜେ କହିଛନ୍ତି ଯେ, ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ପସନ୍ଦ କରନ୍ତି । ସେ ଏହା ମଧ୍ୟ କହିଥିଲେ ଯଦି ତାଙ୍କୁ ମଉକା ମିଳିବ ତା ଲେ ସେ ହାର୍ଦିକଙ୍କ ସହ ବିବାହ କରିବେ ।

ବନ୍ଧୁଗଣ ଏହି ଦୁଇଜଣ ସେଲିବ୍ରେଟିଙ୍କ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲା । ହାର୍ଦିକଙ୍କ ଫ୍ୟାନ୍ସ ମାନେ ମଧ୍ୟ ଜାଣିବାକୁ ଚାହୁଁଥିଲେ କି ହାର୍ଦିକଙ୍କ ମନରେ ରକୁଲଙ୍କ ପ୍ରତି କଣ ଫିଲିଙ୍ଗ୍ସ ଅଛି । କିନ୍ତୁ ଏହା ମଧ୍ୟରେ ହାର୍ଦ୍ଧିକ ପାଣ୍ଡ୍ୟା ସାର୍ବିୟାନ ଡ୍ୟାନ୍ସର ନତାଶାଙ୍କୁ ବିବାହ କରି ନେଇଛନ୍ତି ଓ ଜୁଲାଇ ୩୦ ତାରିଖରେ ମଧ୍ୟ ତାଙ୍କର ଏକ ପୁତ୍ର ସନ୍ତାନ ହୋଇଛି ଓ ସେ ନିଜ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *