ରାତିରେ ତକିଆ ତଳେ ଚୁପ ଚାପ ରଖି ଦିଅନ୍ତୁ ଗୋଟେ ୫ ଟଙ୍କାର Coin ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେ ନାହିଁ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ସବୁ ମଣିଷ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ହେଲେ ଏତେ କଷ୍ଟ କରି ମଧ୍ୟ ସେମାନେ ସଫଳ ହେଇ ପାରୁ ନାହାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଉପାୟ ଆଣିଛୁ ଯାହାକୁ ବ୍ୟବହାର କରିଲେ ଆପଣଙ୍କ ଉପରେ ଟଙ୍କାର ବର୍ଷା ହେବାକୁ ଲାଗିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଦୁନିଆରେ ଦୁଇ ପ୍ରକାରର ସୁଖ ଥାଏ । ପ୍ରଥମଟି ହେଲା ଯଦି ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ଅଛି ଏବଂ ଅନ୍ୟଟି ହେଉଛି ଯଦି ଆପଣଙ୍କ ପାଖରେ ବହୁତ ଟଙ୍କା ଅଛି । ବନ୍ଧୁଗଣ ଏକ ସୁଖମୟ ଜୀବନ ପାଇଁ ଏହି ଦୁଇଟି ଜିନିଷ ନିହାତି ଆବଶ୍ୟକ ହୋଇଥାଏ । ବନ୍ଧୁଗଣ ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି ଯଦି ଆପଣଙ୍କ ପାଖରେ ଅଧିକ ଟଙ୍କା ଥିବ ହେଲେ ଆପଣ ସୁସ୍ଥ ନଥିବେ ତା ହେଲେ, ଆପଣ ସେହି ଟଙ୍କାକୁ ଭୋଗ କରିପାରିବେ ନାହିଁ ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ କିଏ ଅସୁସ୍ଥ ଅଛି ତେବେ ଆପଣ ଏହି ଉପାୟ କରି ବହୁତ ଲାଭବାନ ହୋଇପାରିବେ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରର ସମସ୍ତ ସଦସ୍ୟ ସୁସ୍ଥ ହୋଇଯିବେ ଏବଂ ଆପଣଙ୍କ ଉପରେ ଧନର ବର୍ଷା ହେବାକୁ ଲାଗିବ । ବନ୍ଧୁଗଣ ଏଥିପାଇଁ ଆପଣ ମାନଙ୍କୁ ଏକ ୫ ଟଙ୍କାର ମୁଦ୍ରା ନେବାକୁ ହେବ, ଏହା ପରେ ଅସୁସ୍ଥ ଥିବା ବ୍ୟକ୍ତିଙ୍କ ଉପରେ ଏହି ୫ ଟଙ୍କାର ମୁଦ୍ରାକୁ ୭ ଥର ବୁଲାଇ ଦେବାର ଅଛି । ହେଲେ ଏହି ଉପାୟକୁ କରିବା ସମୟରେ ଆପଣ କାହା ସହ କଥା ହେବେ ନାହିଁ । ଏହାର ସଠିକ ଧ୍ୟାନ ନିଶ୍ଚୟ ରଖିଥିବେ ।

ଏହାପରେ ରାତିରେ ଅସୁସ୍ଥ ବ୍ୟକ୍ତିଙ୍କ ତକିଆ ତଳେ ସେହି ୫ ଟଙ୍କାକୁ ରଖି ଦିଅନ୍ତୁ । ସକାଳ ହେବା ପରେ ସେହି ୫ ଟଙ୍କାକୁ ନେଇ କୌଣସି ଶ୍ମଶାନରେ ନେଇ ଫିଙ୍ଗି ଦିଅନ୍ତୁ । ଯଦି ଆପଣ ଶ୍ମଶାନ ଭିତରକୁ ଯିବା ପାଇଁ ଚାହୁଁ ନାହାନ୍ତି, ତା ହେଲେ ଆପଣ ବାହାରେ ଛିଡା ହୋଇ ମଧ୍ୟ ଶ୍ମଶାନ ଅଧ୍ୟକୁ ପକାଇ ପାରିବେ । ଏହି ଉପାୟ କରିବା ପରେ ଆପଣଙ୍କୁ ସେହି ଅସୁସ୍ଥ ଲୋକଙ୍କ ତକିଆ ତଳେ ଏକ ଅଳେଇଚ ରଖିବାର ଅଛି ।


ସାତ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ରାତିରେ ଆପଣ ସେହି ବେମାର ଲୋକଙ୍କ ତକିଆ ତଳେ ଅଳେଇଚ ରଖନ୍ତୁ ଏବଂ ସକାଳ ହେବା ପରେ ଅଳେଇଚକୁ ବାହାରେ ଫିଙ୍ଗି ଦିଅନ୍ତୁ । ଏହି ଉପାୟ କରିବାର କିଛି ଦିନ ପରେ ଆପଣ ଦେଖିବେ ସେହି ବେମାର ବ୍ୟକ୍ତି ଧୀରେ ଧୀରେ କିପରି ଭାବରେ ଭଲ ହେଇ ଯାଉଛନ୍ତି । ଏହା ଆପଣଙ୍କ ଘରର ସମସ୍ତ ସମସ୍ୟା ଦୂର ହୋଇଯିବ । ଏହା ସହିତ ଆପଣଙ୍କ ଘରେ ଧନର ବର୍ଷା ହେବାକୁ ଲାଗିବ ।

ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *