ସାଧାରଣତଃ ଆମେମାନେ ଜେନେରାଲ ନଲେଜ ପଢିଥାଉ । କାରଣ ଏହି ଜେନେରାଲ ନଲେଜ ଆମ ଜୀବନରେ କେବେବି ଦରକାରୀ ହୋଇପାରେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏହିପରି କିଛି ଜେନେରାଲ ନଲେଜ ପ୍ରଶ୍ନ ଓ ଉତ୍ତର ଆଣିଛୁ । ଏହା ବିଷୟରେ ଆପଣ ଜାଣି ଆପଣଙ୍କ ସାଙ୍ଗ ଓ ପରିବାର ଲୋକଙ୍କ ସହ ମଧ୍ୟ ସେୟାର କରନ୍ତୁ । ଏହା ଆମ ଦୈନନ୍ଦିନ ଜୀବନ ପାଇଁ ବହୁତ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
ପ୍ରଶ୍ନ – ୧
ବିଶ୍ଵର ସବୁଠାରୁ ବଡ ସଂଗ୍ରହାଳୟ କେଉଁଠାରେ ଅବସ୍ଥିତ ?
ଉତ୍ତର – ବିଶ୍ଵର ସବୁଠାରୁ ବଡ ସଂଗ୍ରହାଳୟ ଲଣ୍ଡନ ରେ ଅବସ୍ଥିତ ।
ପ୍ରଶ୍ନ -୨
ପାଚିଲା ଆମ୍ବରେ କେଉଁ ପ୍ରକାରର ଭିଟାମିନ ମିଳେ ?
ଉତ୍ତର – ପାଚିଲା ଆମ୍ବରେ ଭିଟାମିନ A ମିଳେ ।
ପ୍ରଶ୍ନ – ୩
କେଉଁ ଦେଶରେ ଜଣେ ବି ପୁରୁଷ ନାହାଁନ୍ତି ?
ଉତ୍ତର – ସିଲ୍ୟାଣ୍ଡ ରେ ଜଣେ ବି ପୁରୁଷ ନାହାଁନ୍ତି ।
ପ୍ରଶ୍ନ – ୪
କେଉଁ ଦେଶର ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ?
ଉତ୍ତର – କୁଏତ ରେ ମୁଦ୍ରା ସବୁଠାରୁ ମହଙ୍ଗା ଅଟେ ।
ପ୍ରଶ୍ନ – ୫
ଭାରତର ପ୍ରଥମ ରେଳ ଷ୍ଟେସନ ର ନାମ କଣ ?
ଉତ୍ତର – ଭାରତର ପ୍ରଥମ ରେଳ ଷ୍ଟେସନ ର ନାମ ଛତ୍ରପତି ଶିବାଜୀ ଟର୍ମିନାଲ ।
ପ୍ରଶ୍ନ – ୬
କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ଵରେ କେତେ ନମ୍ବର ରେ ଅଛି ?
ଉତ୍ତର – କ୍ଷେତ୍ରଫଳ ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ଵରେ ୭ ନମ୍ବର ରେ ଅଛି ।
ପ୍ରଶ୍ନ – ୭
ଭରାତର ସବୁଠାରୁ ପୁରୁଣା ଖେଳର ନାମ କଣ ?
ଉତ୍ତର – ପୋଲୋ ଭରାତର ସବୁଠାରୁ ପୁରୁଣା ଖେଳ ।
ପ୍ରଶ୍ନ – ୮
ଭାରତର ସବୁଠାରୁ ବଡ ମସଜିଦ କେଉଁଠାରେ ଅବସ୍ଥିତ ?
ଉତ୍ତର – ଭାରତର ସବୁଠାରୁ ବଡ ମସଜିଦ ଦିଲ୍ଲୀ ରେ ଅବସ୍ଥିତ ।
ପ୍ରଶ୍ନ – ୯
ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିଲା ପରେ ଲୋକମାନେ ଗୀତା ଗାଇବା ଆରମ୍ଭ କରନ୍ତି ?
ଉତ୍ତର – Birthday Cake
ପ୍ରଶ୍ନ -୧୦
ସେ କିଏ ଯିଏ ନାକରେ ଚଢିଥାଏ, କିନ୍ତୁ କାନ ଧରି ପଢାଇଥାଏ ?
ଉତ୍ତର – ଚଷମା
ପ୍ରଶ୍ନ – ୧୧
ମନ୍ଦିରକୁ ଯାଏ ହଳଦିଆ ଶାଢୀ ପିନ୍ଧି ବାହାରକୁ ଆସେ ଲଙ୍ଗଳା ହେଇ, କହିଲ ସେ କିଏ ?
ଉତ୍ତର – କଦଳୀ
ପ୍ରଶ୍ନ – ୧୨
ସେ କିଏ ଯିଏ ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ
ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ
ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜେଇ ଥାଏ ?
ଉତ୍ତର – ବସ କଣ୍ଡକ୍ଟର
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଜ୍ଞାନ ବର୍ଦ୍ଧକ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ