ବଦଳିଗଲା ସ୍ଥାନ ହେଲେ ଜମୁନି ବେପାର ! ସେଇ ଠାଣି, ସେଇ ଅନ୍ଦାଜ ହେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭୁବନେଶ୍ବରର କିଶୋର ହୋଟେଲ ମଟନ ଝୋଳ ପାଇଁ ସବୁଆଡେ ଚର୍ଚାର ପରିସର ଭୁକ୍ତ ଥିଲେ । ଅନେକ ଗ୍ରାହକ କିଶୋର ଭାଇଙ୍କର ମଟନ ତରକାରୀ ସାଙ୍ଗକୁ ଉଷୁନା ଭାତର ମଜା ନେବା ପାଇଁ ଧାଇଁ ଧାଇଁ ଆସୁଥିଲେ । ତେବେ କିଶୋର ଭାଇଙ୍କର ଆଗରୁ ଥିବା ପୁରୁଣା ଦୋକାନ ଉପରେ BMC ଙ୍କର ଚଢାଉ ପରେ କିଶୋର ଭାଇଙ୍କର ଦୋକାନକୁ ସେଠାରୁ ଭାଙ୍ଗି ଦେବା ପାଇଁ ପଡିଥିଲା ।

ତା’ ର କିଛି ମାସ ପରେ କିଶୋର ଭାଇ ପୁଣି ଥରେ ନିଜର ଖାଦ୍ୟ ହୋଟେଲ ବିଜିନେସକୁ ପୁଣି ଥରେ ନୂଆ ରୂପରେ ନୂଆ ଢଙ୍ଗରେ ଖୋଲି କିଶୋର ହୋଟେଲ ଆଣ୍ଡ ଫାଷ୍ଟଫୁଡର ଶୁଭାରମ୍ଭ କରିଲେ । ସେହିପରି ନିଜ ହାତରେ କିଶୋର ଭାଇ ଆଗ ପରି ଗ୍ରାହକଙ୍କ ମନ ପସନ୍ଦର ମଟନ ତରକାରୀ ଓ ଅନ୍ୟାନ୍ୟ ଆଇଟମ ପ୍ରସ୍ତୁତ କରିବାକୁ ଲାଗିଲେ । କିଶୋର ଭାଇଙ୍କର ପୂର୍ବ ମଟନ ଝୋଳର ଚାହିଦା ଆଉ ନାହିଁ ବୋଲି ଗ୍ରାହକଙ୍କର ମତ ରହୁଛି ।

ଆଗ ପରି ମଟନ ଝୋଳର ସ୍ଵାଦ ଆଉ ମିଳିପାରୁନାହିଁ ବୋଲି ଦୋକାନର ପୁରୁଣା ଗ୍ରାହକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ତେବେ ସେହି କିଶୋର ଭାଇଙ୍କର ହାତ ରନ୍ଧା ଖାଇବା ପାଇଁ ଯେପରି ଦୋକାନରେ ଭିଡ ଯମୁଥିଲା । ସେହିପରି ଆଉ ଦୋକାନରେ ଭିଡ ମଧ୍ୟ ଜମୁନହିଁ । ନୂଆ ବର୍ଷରେ ମଧ୍ୟ ଦୋକାନର ମହୋଲ ଆଗ ଭଳି ସେତେ ଭିଡର ସରଗରମ ଦେଖିବାକୁ ମିଳିନାହିଁ ।

ଆଗରୁ କିଶୋର ଭାଇଙ୍କ ଦୋକାନର ମଟନ ଖାଇବା ପାଇଁ ଲୋକ କିଶୋର ଭାଇଙ୍କ ହାତ ରନ୍ଧାକୁ ଚାହିଁ ବସଥିଲେ । ବର୍ତ୍ତମାନ ସମୟରେ କିଶୋର ଭାଇଙ୍କର ଗଢି ଉଠିଥିବା କିଶୋର ହୋଟେଲରେ କିଶୋର ଭାଇ ନିଜେ ଗ୍ରାହକଙ୍କୁ ଅନାଇ ବସୁଛନ୍ତି । କିଶୋର ଭାଇ ହୋଟେଲର ଜଣେ ପୁରୁଣା ଗ୍ରାହକଙ୍କ କହିବା ଅନୁସାରେ ସେହି ମଟନ ଆଇଟମ ସେ ଖାଇଲେ ।

ଆଗ ଭଳି ମଟନ ଝୋଳର ସ୍ଵାଦ ନାହିଁ । ତେବେ ଗ୍ରାହକଙ୍କର କହିବା ଅନୁସାରେ ମଟନ ପ୍ଳେଟର ଦାମ ଆଗରୁ ୧୮୦ ଟଙ୍କା ରହିଥିଲା । ବର୍ତ୍ତମାନ କିନ୍ତୁ ନୂଆ ଦୋକାନର ରେଟ ଅନୁଯାଇ ଦାମ କମିଯାଇ ମଟନ ପ୍ଳେଟ ପିଛା ୩୦ ଟଙ୍କା କମିଯାଇଛି । ତେବେ ଦାମ କମିବା ସହିତ ମଟନ ଝୋଳର ସ୍ଵାଦ ମଧ୍ୟ ଏବେ  ଅପେକ୍ଷା କମିଯାଇଛି ବୋଲି କିଶୋର ଭାଇ ହୋଟେଲକୁ ଆସୁଥିବା ଗ୍ରାହକଙ୍କର ନିଜସ୍ୱ ମତ ରହୁଛି ।

ତେବେ ଭାତ, ମଟନ ସହିତ ଅନ୍ୟାନ୍ୟ ଆଇଟମର ମଧ୍ୟ ବ୍ୟବସ୍ତା କିଶୋର ହୋଟେଲରେ କରାଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଚାହୁଁଥାନ୍ତି । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *