‘ପ୍ରକୃତି ମିଶ୍ର ମୋ କ୍ରସ୍, ହେଲେ ସେ ଏମିତି ଗୋଟେ ଝିଅ ଯାହାକୁ କେବେ ବି…’ ଦେଖନ୍ତୁ ପ୍ରକୃତି ମିଶ୍ରଙ୍କୁ ନେଇ କଣ କହିଲେ ଯୁବକ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଯୂଟ୍ଯୂବରେ ଲୋକ ବହୁତ ମାତ୍ରାରେ ଆକ୍ଟିଭ ରହୁଛନ୍ତି । ଯୂଟ୍ଯୂବ ଭିଡିଓ ଦେଖିବା ସହିତ ନିଜେ ମଧ୍ୟ ବହୁତ ସାରା କ୍ରିଏଟିଭ ଆଇଡିଆ ନେଇକି ଭିଡିଓ କନସେପ୍ଟ ତିଆରି କରିକି ୟୁଟୁବ ଚାନେଲ ଖୋଲୁଛନ୍ତି । ସେହିପରି ଏକ ୟୁଟୁବରଙ୍କର ମିଡିଆଙ୍କର ସାମ୍ନାରେ ନିଜର କିଛି ରୋଚକ ପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ୟୁଟୁବର ଭାଇଙ୍କ କହିବା ଅନୁଆରେ ପ୍ରକୃତି ମିଶ୍ରଙ୍କୁ ସେ ଲାଇକ କରନ୍ତି ।

କାରଣ ଭାଇଙ୍କ କହିବା ଅନୁସାରେ ସବୁ ଲୋକଙ୍କ ପାଖରେ ବହୁତ କିଛି ଭଲ ଗୁଣ ଥାଏ । ଏହା ସହିତ ବହୁତ ଖରାପ ଗୁଣ ମଧ୍ୟ ରହିଥାଏ । ଏହା ସହିତ ହିରୋଇନ ପ୍ରକୃତିଙ୍କର ପାଖରେ ମଧ୍ୟ ଭଲ ଗୁଣ ରହିଛି । ତେଣୁ ସେ ମଧ୍ୟ କିଛି ଦିନ ତଳେ ପ୍ରକୃତିଙ୍କୁ ନିଜର କ୍ରସ ବୋଲି ଭାବୁଥିଲେ । ଏବେ ମଧ୍ୟ ସେ ପ୍ରକୃତିଙ୍କୁ ନିଜର କ୍ରସ ବୋଲି କେବଳ ଭାବି ଦେଇଥାନ୍ତି ।

ସେ କିନ୍ତୁ ଜାଣିଥିଲେ ଯେ ହିରୋଇନ ପ୍ରକୃତି ବହୁତ ବଡ ହାଇଫଇ ଲୋକ । ଏହା ସହିତ ସେ ଏତେ ବଡ ହିରୋଇନ ତେଣୁ ସେ ଆମ ଭଳି ପିଲାଙ୍କ ପ୍ରେମରେ ଜମାରୁ ମଧ୍ୟ ପଟିବନି । କିନ୍ତୁ ସେ ଏକ ତରଫା ହିରୋଇନ ପ୍ରକୃତିଙ୍କୁ ମନେ ମନେ ଭଲ ପାଉଥିଲେ । ତାପରେ ସେ ପ୍ରକୃତିଙ୍କ ଉପରେ ମଧ୍ୟ କିଛି ନିଜସ୍ୱ ମତ ରଖିଛନ୍ତି ।

ତାଙ୍କର କହିବା ଅନୁସାରେ ପ୍ରକୃତି ଜଣେ ଏମିତିକା ତାଙ୍କୁ କିଏ କଣ କହିବ । ତାଙ୍କ ଉପରେ ଭଲ ବା ମନ୍ଦ କଣ କିଏ ଆଲୋଚନା କରିବ । ତାଙ୍କୁ କିଛି ମଧ୍ୟ ଫରକ ପଡିନଥାଏ । ପ୍ରକୃତି ମିଶ୍ର କେବଳ ନିଜର କ୍ଯାରିଅର ଉପରେ ଅଧିକ ଫୋକୋଷ କରିଥାନ୍ତି । ସେ ନିଜର ସବୁ ଛୋଟ ବଡ ଚାଲେଞ୍ଜକୁ ପାର କରି ନିଜ ଟାର୍ଗେଟରେ ପହଞ୍ଚିବାକୁ ଚାହିଁଥାନ୍ତି । ସେ ତାଙ୍କ ଦୁନିଆରେ ବିନ୍ଦାସ ହୋଇ ରହିବା ପାଇଁ ଚାହିଁଥାନ୍ତି ।

ବାବୁସାନ ଓ ପ୍ରକୃତିଙ୍କ ଗତ କିଛି ଦିନ ତଳର କେସକୁ ନେଇ ମଧ୍ୟ ସେ ହିରୋଇନ ପ୍ରକୃତିଙ୍କୁ କେବଳ ଦୋଶାରପ କରନ୍ତି ନାହିଁ । କାରଣ ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ । ଯଦି କିଛି କେସ ଉଠିଥିଲା ତେବେ ସେଥିରେ ଉଭୟ ବାବୁସାନ ଓ ପ୍ରକୃତିଙ୍କୁ ନେଇ କିଛି କେସ ହୋଇଥିଲା ।

ତେବେ ଯଦି କାହାକୁ ଦୋଶାରାପ କରିବା କଥା ତେବେ ଉଭୟଙ୍କୁ ହିଁ ଦୋଷ ଦେବା କଥା । କେବଳ ଜଣେ ଝିଅର ସବୁବେଳେ ଭୁଲ ବୋଇ ସେ ବିଶ୍ବାସ କରନ୍ତି ନାହିଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *