ରାତି 3.29 ରୁ 4.11, ହତ୍ୟା ଷଡ଼ଯନ୍ତ୍ରର ସେହି 42 ମିନିଟ୍ ! ଏମିତି କଣ ହୋଇଥିଲା ସେହି ସମୟରେ ? ଦେଖନ୍ତୁ ଏହି Video

ବନ୍ଧୁଗଣ ମନୀଷ ଦାସ ମୃ-ତ୍ୟୁ ମା-ମ-ଲା-ରେ ପ୍ରତିଦିନ କିଛି ନୂଆ ନୂଆ ର-ହ-ସ୍ୟର ଖୁଲାସା ହେଉଛି । ଗତ କାଲି ଏକ ସିସିଟିଭି ଫୁଟେଜ ବହୁତ ଭା-ଇ-ରା-ଲ ହୋଇଥିଲା । ଏହି ଭିଡିଓ କୁ ନେଇ ବର୍ତ୍ତମାନ ବହୁତ ଚର୍ଚା ଚାଲିଛି । ମନୀଷ ମୃ-ତ୍ୟୁ ମାମଲା ବର୍ତ୍ତମାନ ଏକ ନୂଆ ମୋଡ ନେଇଥିବାର ଜଣା ପଡିଛି । ସାଉଥ ସିଟି ରେଷ୍ଟୁରାଣ୍ଟ ଆଣ୍ଡ ବାର ରାତି ସରା କାହିଁକି ଖୋଲାଥିଲା ।

ସାଉଥ ସିଟି ରେଷ୍ଟୁରେଣ୍ଟ ସବୁଦିନ ଖୋଲା ରୁହେ ନା ସେହି ଦିନ ଖୋଲା ଥିଲା, କରୋନା ଗାଇଡଲାଇନର ଖୋଲାଖୋଲି ଉ-ଲଂ-ଘ-ନ କରୁଥିଲେ କାହିଁକି । କମିସନରେଟ ପୋଲିସ ନଜରରେ କାହିଁକି ଆସି ନଥିଲା, ଜାଣିଶୁଣି ଚୁପ ଥିଲା କି ପୋଲିସ । ଏହି ସାଉଥ ସିଟି ରେଷ୍ଟୁରେଣ୍ଟର ମାଲିକ କିଏ ଓ ମାଲିକଙ୍କୁ କାହିଁକି ଗି-ର-ଫ କରାଯାଉ ନାହିଁ । ମାଲିକଙ୍କ ଉପରେ ବଡବଡିଆଙ୍କ ହାତ ଅଛି କି, ବନ୍ଧୁଗଣ ବର୍ତ୍ତମାନ ଏହି ସାଉଥ ସିଟି ରେଷ୍ଟୁରେଣ୍ଟକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

ଘଟଣା ଦିନ ରାତିରେ ଏହି ରେଷ୍ଟୁରେଣ୍ଟକୁ ମନୀଷ ଆସିଥିଲେ ଓ ମନୀଷଙ୍କ ସହ ଥିଲେ ଦୁଇ ସାଙ୍ଗ । ତେବେ ଆଉ ତିନି ସାଙ୍ଗ ଆସିଲେ କେଉଁଠୁ। ଘ-ଟ-ଣା ଦିନ ହୋଟେଲ ବିଲ ହୋଇଥିଲା ୨୬ ହଜାର ଟଙ୍କା ଏମିତି କଣ ଖାଇଥିଲେ ସେମାନେ । ବନ୍ଧୁଗଣ ପ୍ରିମିୟମ ବ୍ରା-ଣ୍ଡ-ର ଲି-କ-ର ନେଲେ ମଧ୍ୟ ଏତେ ଟଙ୍କା ବିଲ ହେବ ନାହିଁ । ରେଷ୍ଟୁରେଣ୍ଟରେ ଥିବା ବେଳେ ମନୀଷ ନିଜ ମା’ଙ୍କୁ କିଛି ଟଙ୍କା ମାଗିଥିଲେ ।

 

ତାଙ୍କ ମା ୮ ହଜାର ଟଙ୍କା ଦେଇଥିଲେ । ରାତି ସାରା ସେ ସେହି ରେଷ୍ଟୁରେଣ୍ଟ ଭିତରେ ଥିଲେ । ରାତି ୩ଟା ୨୯ରେ ସେ ରେଷ୍ଟୁରେଣ୍ଟରୁ ବାହାରିଥିଲେ । ବାହାରିବା ବେଳେ ତାଙ୍କ ଆଗରେ ଏକ ଯୁବତୀ ଯାଉଥିଲେ ଯାହା ସିସିଟିଭି ଫୁଟେଜରେ ଅଛି । ରାତି ୪ଟା ୧୧ ମିନିଟରେ ବାପା ନବୀନ ପାଇଥିଲେ ପୁଅ ମନୀଷଙ୍କ ଶେଷ କଲ୍ । ତେବେ ରାତି ୩ଟା ୨୯ ମିନିଟ ରୁ ରାତି ୪ଟା ୧୧ ମିନିଟ ମଧ୍ୟରେ କଣ ଘ-ଟି-ଥି-ଲା । ମନୀଷ କଣ ସେହି ସମୟରେ ଅଲଗା କାହା ସହ ଥିଲେ ଯଦି ସେ ଅଲଗା କାହା ସହ ଥିଲେ ତେବେ ଏହି ର-ହ-ସ୍ୟ-ର ପରଦାଫାସ କରିବେ ସେହି ୪ ସାଙ୍ଗ ।

Leave a Reply

Your email address will not be published. Required fields are marked *