Manish Anurag ମୃତ୍ୟୁ ମାମଲା ନେଉଛି ନୂଆ ମୋଡ, ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ, ସେଦିନ ରାତିରେ କଣ ହୋଇଥିଲା ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ବଡ଼ ଖବର କି ବରିଷ୍ଠ ସାମ୍ବାଦିକ ନବୀନ ଦାସ ଙ୍କ ବଡ଼ ପୁଅ ମନୀଷ ଙ୍କ ମୃ-ତ୍ୟୁ ର ଖବର ଟି ବହୁତ ଚର୍ଚ୍ଚିତ ହୋଇ ରହିଛି । ତେବେ ମନୀଷ ଅନୁରାଗଙ୍କ ମୃ-ତ୍ୟୁ ଘଟଣାକୁ ନେଇ ପୋଲିସ୍ ଛା-ନ୍‌-ଭି-ନ୍‌ ଜାରି ରଖିଛି । ଏହି ମାମଲାରେ ସମ୍ପୃକ୍ତି ଥିବାନେଇ ସ-ନ୍ଦେ-ହ କରି ଗତକାଲି ପୋଲିସ୍‌ କନ୍ଧମାଳରୁ ଜଣେ ଯୁବକଙ୍କୁ ଉ-ଠା-ଇ ପଚରାଉଚରା ଜାରି ରଖିଥିବା ବେଳେ ଆଉ ୨ ଜଣ ଆ-ତ୍ମ-ସର୍ମ-ପଣ କରିଛନ୍ତି । ଏହି ୩ ଜଣ କନ୍ଧମାଳର ବୋଲି ଜଣାପଡ଼ିଛି ।

ତେବେ ପୂର୍ବରୁ ଏହି ମାମଲାରେ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ୍‌ ଅ-ଟ-କ ରଖି ପଚରାଉଚରା କରୁଛି । ଯେଉଁଦିନ ମନୀଷଙ୍କ ମୃ-ତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଏହି ୨ ଜଣ ଏକ କାର୍‌ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌କୁ ଯାଇଥିଲେ । ସେହିଦିନ ସାଉଥ ସିଟି ବାର୍‌କୁ କନ୍ଧମାଳର କିଛି ଯୁବକ ମଧ୍ୟ ଆସିଥିଲେ ବୋଲି ସୂଚନା ମିଳିଛି ।

ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅ-ଘ-ଟ-ଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ । ଭିଡିଓରେ ଦେଖିବାକୁ ମିଳିଛି, ମନୀଷ ବାର୍‌ରୁ ବାହାରି ଏକୁଟିଆ ଚାଲି ଚାଲି ଯାଉଛନ୍ତି । ସେହି ସମୟରେ ତାଙ୍କ ସାଙ୍ଗରେ କେହି ବି ନଥିଲେ । ଅନ୍ୟପକ୍ଷେ, ମନୀଷଙ୍କ ପୋ-ଷ୍ଟ-ମ-ର୍ଟ-ମ-ର ପ୍ରାଥମିକ ତଥ୍ୟରୁ ଶ୍ୱା-ସ-ରୁ-ଦ୍ଧ ଯୋଗୁ ତାଙ୍କର ମୃ-ତ୍ୟୁ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଡାଇଟମ୍, ଭିସେରା ଇତ୍ୟାଦି ଏକାଧିକ ଟେଷ୍ଟ କରିବା ସହ କିଛି ନମୁନା ହାଇଦ୍ରାବାଦ ପଠାଯାଇଛି ।

ତେବେ ବର୍ତ୍ତମାନ ସେଦିନ କଣ ସବୁ ହୋଇଥିଲା ବର୍ତ୍ତମାନ ବଡ଼ ପ୍ରଶ୍ନ ଉଠୁଛି । କାରଣ ନବୀନ ଦାସଙ୍କ ଅନୁସାରେ ତାଙ୍କ ପାଖକୁ ପଇସା ପାଇଁ ଫୋନ କଲ ଆସିଥିଲା ଏବଂ ତାଙ୍କ ପୁଅ କୁ ତା ସାଂଗ ମାନେ ଅ-ପ-ହ-ର-ଣ କରି ପଇସା ପାଇଁ ମା-ରି ଦେଇଛନ୍ତି । ତେବେ ଏସବୁ ବିଷୟ ରେ ବର୍ତ୍ତମାନ ତ-ଦ-ନ୍ତ ଚାଲିଛି ।

ଗତ ୧୦ ତାରିଖରେ ମନୀଷ ଅନୁରାଗଙ୍କ ମୃ-ତ-ଦେ-ହ ଏକ ପୋଖରୀରୁ ଉ-ଦ୍ଧା-ର ହୋଇଥିଲା । ତେବେ ଏହା ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ଏନେଇ ସ-ସ୍‌-ପେ-ନ୍ସ ଲାଗି ରହିଛି । ଘ-ଟ-ଣା ଦିନ ରାତିରେ ଯେଉଁ କାର୍‌ରେ ମନୀଷଙ୍କୁ ପଟିଆରୁ ପାତ୍ରପଡ଼ା ନିଆଯାଇଥିଲା, ସେହି କାର୍‌କୁ ଜ-ବ-ତ କରିଛି । ସେହି ଦିନ ମନୀଷ ଓ ତାଙ୍କ ସହ କାର୍‌ରେ ସାଉଥ ସିଟି ବାର୍‌କୁ ଯାଇଥିବା ଅନ୍ୟ ୨ ଜଣଙ୍କୁ ଅ-ଟ-କ ରଖି ପୋଲିସ୍‌ ପଚରା ଉଚରା ଚଳାଇଛି ।

ତେବେ ସୂଚନା ଅନୁସାରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର ହୋଇଥିଲା । ଗତ ଶନିବାର ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ମନୀଷ ନି-ଖୋ-ଜ ହୋଇଥିବା ଅ-ଭି-ଯୋ-ଗ ହୋଇଥିଲା । ଏହା ପରଦିନ ଅର୍ଥାତ୍‌ ରବିବାର ପ୍ରାୟ ଦିନ ୧ଟା ବେଳେ ପାତ୍ରପଡ଼ା ଗ୍ରାମବାସୀ ମୃ-ତ-ଦେ-ହ ଉ-ଦ୍ଧା-ର କରିଥିଲେ ।

Leave a Reply

Your email address will not be published. Required fields are marked *