କମାଲ କଲେ BDO ମ୍ୟାଡାମ ! ଏମିତି ଧୁମ୍ ଧଡକ୍ ଡାନ୍ସ କଲେ ଯେ ଏବେ Viral ହେଉଛି Video, ଆପଣ ବି ଦେଖିଲେ ପ୍ରଶଂସା ନ କରି ରହି ପାରିବେନି

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ଆଜି ର ସମୟ ସହିତ ତାଳ ସହ ତାଳ କୁ ମିଶାଇ ଚଳୁଥିବେ । ଅର୍ଥାତ ସୋ-ସି-ଆ-ଲ ମି-ଡ଼ି-ଆ ରେ ନିଶ୍ଚିତ ଆକ୍ଟିଭ ଥିବେ । ସେ ଫେ-ସ-ବୁ-କ ହେଉ କିମ୍ବା ଇଂ-ଷ୍ଟା-ଗ୍ରା-ମ ଯେଉଁଠି ବି ଦେଖିବ ଲୋକମାନଙ୍କ ର ପ୍ରୋ-ଫା-ଇ-ଲ ଥିବ ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଲୋକମାନେ ନିଜର ନୂଆ ନୂଆ ସାଙ୍ଗ ମଧ୍ୟ ବନାନ୍ତି କିମ୍ବା ନିଜର ମନୋରଞ୍ଜନ ମଧ୍ୟ କରନ୍ତି ।

ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭିଡିଓ ମଧ୍ୟ ଭା-ଇ-ରା-ଲ ହୋଇଥାଏ । ଯାହା ଲୋକମାନେ ପସନ୍ଦ କରି ଭା-ଇ-ରା-ଲ କରନ୍ତି ନଚେତ ଟ୍ରୋ-ଲ କରି ଭା-ଇ-ରା-ଲ କରିଥାନ୍ତି । ସେହି ଭଳି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ବ୍ଲକ ର ବିଡ଼ିଓ କବିତା ମଞ୍ଜରୀ ନାୟକ ଙ୍କ ଏକ ନୃତ୍ୟ ର ଭିଡିଓ ଘୁରି ବୁଲୁଛି ।

ତେବେ ସେହି ଭିଡିଓ ରେ ସେ ବିହୁ ନୃତ୍ୟ ଭଳି ନୃତ୍ୟ କରୁଛନ୍ତି ଏବଂ କେତେବେଳେ ନିଜର ଇଚ୍ଛା ଅନୁସାରେ ଅଙ୍ଗ ଭଙ୍ଗୀ ଦେଖାଇ ନୃତ୍ୟ କରି ଭିଡିଓ କରିଛନ୍ତି । ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ମଧ୍ୟ ହେଉଛି ତେବେ କିଛି ଲୋକମାନେ ଏହାର ସପକ୍ଷରେ କମେଣ୍ଟ ଦେଇଥିବା ବେଳେ କିଛି ଲୋକ ଏହାର ବି-ପ-କ୍ଷ-ରେ କମେଣ୍ଟ ଦେଇଛନ୍ତି ।

କିଏ କହିଛି ବିଡ଼ିଓ ହେଲେ କଣ ନାଚିବା ମନା, ଆଉ କିଏ କହିଛନ୍ତି କି ଦୁ-ର୍ନୀ-ତି ରେ ପଇସା କମେଇ ଖୁସି ହୋଇ ନାଚୁଛନ୍ତି । ତେବେ ଆପଣ ଙ୍କ ମତାମତ କଣ ଏହି ବିଷୟ ଉପରେ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *