Mahanga Tragedy: ଶୁଣନ୍ତୁ ସେଦିନ ରାତିର ଘଟଣାକୁ ନେଇ କାନ୍ଦି କାନ୍ଦି କଣ କହୁଛନ୍ତି ଅଭିଯୁକ୍ତର ପତ୍ନୀ, ଆପଣ ବି ହେବେ ତାଯୁବ, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ସାଲେପୁର ମାହଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଓ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ସାନ ଭାଇ ନିଜ ବଡ ଭାଇ ଓ ତାର ପରିବାରକୁ କଟୁରିରେ ହାଣି ମାରିଦେଇଛି । ବନ୍ଧୁଗଣ କୁହାଯାଉଛି ସାନ ଭାଇ ଓ ବଡ ଭାଇ ମଧ୍ୟରେ ଜମି ବାଡିକୁ ନେଇ ଦୀର୍ଘ ବର୍ଷ ହେବ କଳହ ଲାଗି ରହୁଥିଲା । ତେଣୁ ସାନ ଭାଇ ଏପରି ଜଘନ୍ୟ କାଣ୍ଡ କରିଛନ୍ତି ।

ଏପରି ଜଘନ୍ୟ କାଣ୍ଡ କରିବା ପରେ ଅଭିଯୁକ୍ତ ଭିଡିଓ କରି ନିଜ ଭୁଲ ସ୍ଵୀକାର କରିଛନ୍ତି । ବନ୍ଧୁଗଣ ଅଭିଯୁକ୍ତଙ୍କ ନାମ ହେଉଛି ଶିବ ସାହୁ । ତେବେ ଶିବ ହତୟଆ କରିବା ପରେ ଥାନାରେ ସରେଣ୍ଡର କରିଛନ୍ତି । ଏହି ଘଟଣାକୁ ନେଇ ଶିବଙ୍କ ପତ୍ନୀ ନିଜର ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବର୍ତ୍ତମାନ ଏହି ଘଟଣାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଶିବଙ୍କ ପତ୍ନୀ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ରାତି 2ଟା 3ଟାରେ ସେ ଝାଡା ଯିବା ପାଇଁ ବାହାରିଥିଲେ । ହେଲେ ସେମାନେ ଗେଟ ଚାବି ପକାଇ ଦେଇଥିଲେ । ଚାବି ମାଗିବାରୁ ସେମାନେ ଆଙ୍କୁ ମାରପିଟ କରିଥିଲେ । ସେମାନେ ସମସ୍ତେ ମିଶି ଆଙ୍କୁ ବାଡେଇ ଛନ୍ତି’ ।

ଆଗକୁ ସେ କହିଛନ୍ତି-‘ମୁଁ ଯାହା ଯାଇଥାନ୍ତି ମୋତେ ବାହାର ପଟୁ କବାଟ ଦେଇ ଦେଲେ । ମୁଁ କହୁଥିଲି ମାରପିଟ ନକରିବା ପାଇଁ ହେଲେ କେହି ବି ମୋ ଡାକ ଶୁଣିଲେ ନାହିଁ । ମୁଁ କିଛି ବି ଦେଖିନି ମୁଁ ଖାଲି ହୋ ହାଲା ଶୁଣିଛି । ସେ କବାଟ ଖୋଲି ମୋତେ କହିଲେ ତୁ ଏଠୁ ଶୀଘ୍ର ଯା ନହଲେ ତୋତେ ମୁଁ ମାରିଦେବି । ମୁଁ ସେମାନଙ୍କୁ ଦେଖିନି ଆଉ ସେମାନଙ୍କର କଣ ହୋଇଛି ବି ମୁଁ ଠିକ ସେହି ଜାଣି ନାହିଁ’ ।

ତା ହେଲେ ବନ୍ଧୁଗଣ ଶିବ ସାହୁଙ୍କ ପତ୍ନୀ କାନ୍ଦି କାନ୍ଦି ଗଣମାଧ୍ୟମ ସାମ୍ନାରେ ସେଦିନ ରାତିରେ ହୋଇଥିବା ଘଟଣା ବିଷୟରେ କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *