‘ଆଖି ଲୁହ ୧୩ ବର୍ଷ ପରେ ଶୁଖିଲା, ବାଜିଆ ଦୁଷ୍କର୍ମ କଲାବେଳେ ମୁଁ ବାରମ୍ବାର ଅଚେତ ହୋଇ ପଡିଥିଲି ଓ ମତେ ସେମାନେ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ୨୦୦୯ ରେ ଏକ ମହିଳା ଙ୍କ ସହିତ ହୋଇଥିବା ଗ-ଣ-ଧ-ର୍ଷ-ଣ ସମ୍ବନ୍ଧରେ ଆପଣ ମାନେ ଜଣାଇଥିବେ । ତେବେ ଆଜି ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଗିରଫ ହୋଇଛନ୍ତି । ସମୁଦାୟ ୧୩ ବର୍ଷ ପରେ ଅଭିଯୁକ୍ତ ମାନେ ଗିରଫ ହୋଇଥିବା ଖବର ପାଇ ପୀଡ଼ିତା ମହିଳା କିଛି ଏଭଳି କହି କାନ୍ଦି ପକାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

ମହିଳା କହିଛନ୍ତି ଯେ ସେ ଦିନର କଥା ଚିନ୍ତା କରିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି । ବହୁତ କଷ୍ଟ ରେ ସେ ସେଦିନ ବେହୋସ ମଧ୍ୟ ହୋଇଯାଇଥିଲେ । ଏହାପରେ ବାନ୍ତି ମଧ୍ୟ କରିପକାଇଥିଲେ ବ୍ଲ-ଡ଼ ବାନ୍ତି । ଏହି ଘଟଣା ପରେ ପରେ ଘର ମଧ୍ୟ ମିଳୁନଥିଲା ମହିଳା ଙ୍କୁ ରହିବା ପାଇଁ । କେତେକ ଲୋକେ କହିଥିଲେ ଯେ ଏହିମହିଳା ସହିତ ଗ-ଣ-ଦୁ-ଷ୍କ-ର୍ମ ହୋଇଥିଲା ଏଣୁ ୟାକୁ ଘର ଦେବା ଉଚିତ ନୁହେଁ ।

ଏହା ପରେ ସେ ବହୁତ ଦୁଃଖ କଷ୍ଟ ରେ ହିଁ ଆଜିକୁ ୧୩ ବର୍ଷ ହେଲାଣି ବଞ୍ଚି ରହିଛନ୍ତି ବୋଲି ମର୍ମହାତ ହୋଇ କହିଛନ୍ତି ମହିଳା । ମାତ୍ର ୧୩ ବର୍ଷ ପରେ ଦୋଷୀ ଙ୍କୁ ଦଣ୍ଡ ମିଳୁଛି ଏବଂ ସେ ମାନୁଛନ୍ତି ଯେ ଭଗବାନ ଭଳି ଲୋକ ସତରେ ନିଶ୍ଚିତ ଭାବରେ ଅଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣେ ମରିଯାଇଥିଲା ଆଉ ଜଣେ ଆଜି ଧରାହେଲା । ମାତ୍ର ଏହି ଜଣଙ୍କ ଆଜି ଧରା ହେବ ବୋଲି ମହିଳା ଜଣଙ୍କ କେବେ ଜୀବନରେ ମଧ୍ୟ ଭାବିନଥିଲେ ।

ତାଙ୍କ ଆଖିରୁ ୧୩ ବର୍ଷ ହେବ ଲୁହ ମଧ୍ୟ ଶୁଖୁନଥିଲା । ତେବେ ୨୦୦୯ ମସିହାରେ ଯାହା ଘଟିଥିଲା, ଆଜି ପୋଲିସ ଙ୍କୁ ଏକ ବଡ ସଫଳତା ମିଳିଛି । ଦୀର୍ଘ ବର୍ଷ ତଳେ ଯିଏ ଅଭିଯୁକ୍ତ ରହିଥିଲା ବାଜିଆ ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରିଛି । ଏବଂ ଅନ୍ୟ ଯେଉଁ ଦୁଇଜଣ ରହିଥିଲେ ବାବୁନି ଏବଂ ରବି, ସେମାନଙ୍କ ମଧ୍ୟରୁ ଗାଡି ଆକ୍ସିଡେଣ୍ଟ ରେ ଜଣଙ୍କର ମୃ-ତ୍ୟୁ ଘାଟିସାରିଛି ।

ଆଉ ଜଣେ ଯିଏ ରହିଛି ସେ ସଜା କାଟି ଜେଲରୁ ଆସିଛି । ଖବର ଅନୁଯାୟୀ ମହିଳା ଜଣଙ୍କର ସ୍ଵାମୀ ଭୁବନେଶ୍ବର ର ମଞ୍ଚେଶ୍ଵର ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟି ଭାବରେ କାମ କରୁଥିଲେ । ତେବେ ମହିଳା ଙ୍କ ନାମ ହେଉଛି ଅଞ୍ଜନା, ଏବଂ ଅଞ୍ଜନା ଙ୍କ ସ୍ଵାମୀ ରଘୁ ଘରେ ନଥିବା ବେଳେ ମହିଳା ଙ୍କୁ ଘରେ ପଶି ଟେକି ନେଇ ଏଭଳି କାଣ୍ଡ ଭିଆଇଥିଲେ ଅପରାଧୀ । ଆଜି ଅଞ୍ଜନା ଙ୍କୁ ୧୩ ବର୍ଷ ପରେ ନ୍ୟାୟ ମିଳିଛି । ତେବେ ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *