‘ସେ ତ ଖାଲି ଚମକୁଛନ୍ତି ମୁଁ ତାଙ୍କ ସହ କେତେବେଳେ ଏତେ ସବୁ କଲି, ସେ କେବଳ ମୋର…’ Human Sagar

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଗାୟକ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଗାୟକ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଓଡିଆ ଗାୟକ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହ୍ୟୁମାନ ସାଗର । ଆପଣ ମାନେ ସମସ୍ତେ ହ୍ୟୁମାନଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ । ହ୍ୟୁମାନ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ଓଡିଆ ଗାୟକ ହ୍ୟୁମାନ ସାଗର ଏବେ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି ।

ହ୍ୟୁମାନଙ୍କ ବିରୋଧରେ ତାଙ୍କ ପତ୍ନୀ ଶ୍ରୀୟା ସାଂଘାତିକ ଅଭିଯୋଗ କରିଛନ୍ତି । ଶ୍ରୀୟାଙ୍କ ଅଭିଯୋଗ ହେଉଛି, ହ୍ୟୁମାନ ତାଙ୍କୁ ମ-ଅଦ ପିଇ ମ-ଆଡ ମାରୁଛନ୍ତି, ଶାରୀରିକ ଏବଂ ମାନସିକ ନି-ଇର୍ଯା-ତ-ଅନା ଦେଉଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଛନ୍ତି । ଶ୍ରୀୟା ଡିସିପି ଅଫିସରେ ଅଭିଯୋଗ କରିବା ପରେ ଗତ କାଲି ଉଭୟ ଶ୍ରୀୟା ଏବଂ ହ୍ୟୁମାନଙ୍କୁ କଟକ ମହିଳା ଥାନାରେ ଡକା ଯାଇଥିଲା ।

ସେଠାରେ ଉଭୟ ନିଜ ନିଜ ବୟାନ ଦେଇଥିଲେ । ବନ୍ଧୁଗଣ ବୟାନ ଦେବା ପରେ ଆସନ୍ତା କାଲି ଏହି ମାମଲା ପାଇଁ ପୁଣି ଉଭୟ ଥାନାର ଦ୍ଵାରସ୍ଥ ହେବେ । ତେବେ ଏହାରି ମଧ୍ୟରେ ହ୍ୟୁମାନ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ହ୍ୟୁମାନ ଗଣମାଧ୍ୟମ ଆଗରେ କହିଛନ୍ତି-‘ଆମ ତରଫରୁ ଆମେ ସବୁ କହି ଦେଇଛୁ । କିଛି ଅସୁବିଧା ନାହିଁ ସବୁ ସମଧାନ ହେଇ ଯିବ । ଆପଣ ମାନଙ୍କର ଭଲ ପାଇବା ଆଶୀର୍ବାଦ ରହୁ ଆମ ଘରେ ସମସ୍ତେ ପଜେଟିଭରେ ଅଛୁ । ଅଭିଯୋଗ ଆସିଛି ମୁଁ ମୋ ପତ୍ନୀର ହତୟଆ କରିବାକୁ ଚେଷ୍ଟା କଲି । ହେଲେ ସେ ତ ଚମକୁଛନ୍ତି ମୁଁ କୋଉଠୁ ହତୟଆ କଲି’ । ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *