IND vs NZ Series: ଶୁଭମନଙ୍କୁ ରାତିରେ ଶୁଆଉ ଦେଉ ନାହାନ୍ତି ଏହି କ୍ରିକେଟର, ନିଜେ ଶୁଭମନ କଲେ ଖୁଲାସା, ଶୁଣିଲେ ହସି ହସି ଗଡିବେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶୁବମନ ଗିଲ୍ କରିଲେ ଏକ ବଡ ଖୁଲାସା । ତାଙ୍କୁ ରାତିରେ ଶୁଆଇ ଦେଉନାହାନ୍ତି ଏହି କ୍ରିକେଟର । ତେବେ ଏହି କଥା ଜାଣିକି ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ! ତେବେ ଏହି କଥାର ଖୁଲାସା ଆପଣଙ୍କ ନିକଟରେ ବର୍ତ୍ତମାନ କରିବାକୁ ଯାଉଛୁ । ତେବେ ଏହି କଥା ପଛରେ ପ୍ରକୃତ କାରଣ ଜାଣିଲେ । ଆପଣ ବି ହସି ହସି ଗଡିଯିବାକୁ ଲାଗିବେ ।

ତେବେ ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ଯାଚରେ ଯୁବ ଓପନର ସୁବମନ ଗିଲ୍ ନିଜର ଖେଳର ଜଲ୍ବା ସମସ୍ତଙ୍କୁ ଦେଖାଇଥିଲେ । ଏହା ସହିତ ସେହି ମ୍ଯାଚରେ କ୍ରିକେଟର ସୁବମନ ଗିଲ୍ ଙ୍କର ଏକ ବହୁତ ବଡ ଭୂମିକା ମଧ୍ୟ ରହିଅଛି । ତେବେ ସୁବମନ ଗିଲ୍ ୨୦୮ ରନର ଇନିଙ୍ଗ ଖେଳି ନିଜର ଏକ ସ୍ଵତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ । ତେବେ ୩ ମ୍ଯାଚ ବିଶିଷ୍ଠ ଦିନିକିଆ ସିରିଜରେ ଭାରତ ୧-o ରେ ଅଗ୍ରଣୀ ଭୂମିକା ସ୍ଥାନ ଗ୍ରହଣ କରିଛି ।

BCCI ବା ବୋର୍ଡ ଓଫ କଣ୍ଟ୍ରୋଲ କ୍ରିକେଟ ଅଫ ଇଣ୍ଡିଆ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଛି । ଯାହା ବର୍ତ୍ତମାନ ସମୟରେ ଅନେକ ଲୋକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଯେଉଁ ଭିଡିଓରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ସୁବମନ ଗିଲ୍ ଓ ଇଶାନ କିଶାନଙ୍କର ସହିତ ସାକ୍ଷାତକାର ଦେଉଥିବାର ନଜର ଆସିଥିଲେ । ରୋହିତ ଶର୍ମା, ଈଶାନ କିଷାନ ଓ ସୁବମନ ଗିଲ୍ ବହୁତ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ।

ଏହା ସହିତ ଜଣେ ଅନ୍ୟଙ୍କର ଇଣ୍ଟରଭିୟୁ ମଧ୍ୟ ନେଉଛନ୍ତି । ତେବେ ମଜାଦାର ଇଣ୍ଟରଭିୟୁରେ ରୋହିତ ଶର୍ମା ଉଭୟ ଈଶାନ କିଷାନ ଓ ସୁବମନଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ତେବେ ରୋହିତଙ୍କର ପ୍ରଶ୍ନଟି ହେଉଛି ତୁମେ ଦୁହେଁ ପ୍ରି ମ୍ଯାଚ ରୁଟିନ ବା ମ୍ଯାଚ ପୂର୍ବରୁ କଣ କର । ତୁମେ ଉଭୟ ଗୋଟିଏ ରୁମ୍ ରେ ରହୁଛ । ତେବେ ଗିଲ୍ କହିଥିଲେ । ମୋତେ ଈଶାନ କିଷାନ ରାତିରେ ଜମା ଶୁଆଇ ଦିଅନ୍ତି ନାହିଁ ।

କାରଣ ଈଶାନ କିଷାନ ରାତିରେ ଆଇପ୍ୟାଡରେ ଫୁଲ ଭଲ୍ଯୁମରେ ରାତି ସାରା ଫିଲ୍ମ ଦେଖନ୍ତି । ଯେଉଁଟା ଈଶାନ କିଷାନଙ୍କର ଏକ ନୀତିଦିନିଆ ଅଭ୍ଯାସ । ଯାହା ପାଇଁ ସୁବମନ ଗିଲ୍ ଏହି କ୍ରିକେଟରଙ୍କ ପାଇଁ ରାତିରେ ଶୋଇବା ସମୟରେ ହଇରାଣ ହୋଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *