Interesting Gk Questions- ସେ କେଉଁ ପ୍ରାଣୀ ଯିଏ ପୁରୁଷ ହେଇ ବି ପିଲା ଜନ୍ମ କରେ ?

ବନ୍ଧୁଗଣ, ଆଜି ଆମ୍ଭେ କିଛି ବିଶେଷ GK ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହା ଛାତ୍ରଛାତ୍ରୀ ଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ଯେଉଁମାନେ ସରକାରୀ ଚାକିରୀ ନିମନ୍ତେ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭ ଦାୟକ ଅଟେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ତାହା କେଉଁ ଜୀବ ଅଟେ ଯିଏ ନିଜ ସଂପୂର୍ଣ୍ଣ ଜୀବନରେ କେବଳ ଗୋଟିଏ ଥର ନିଜ ପିଲା କୁ ଜନ୍ମ ଦେଇଥାଏ ? ଏବଂ ଏହାର ତୁରନ୍ତ ପରେ ମୃ-ତ୍ୟୁବରଣ କରିଥାଏ ?

ଉତ୍ତର;- ବିଛା ।

୨;- ତାହା କେଉଁ ଫଳ ଅଟେ ଯେଉଁଥିରେ ୨୫ ପ୍ରତିଶତ ପବନ ଭର୍ତ୍ତି ହୋଇ ରହିଥାଏ ?

ଉତ୍ତର;- ସେଓ ।

୩;- ତାହା କେଉଁ ପ୍ରାଣୀ ଅଟେ ଯିଏ କେବେ ମଧ୍ୟ ଡେଇଁ ପାରି ନଥାଏ ?

ଉତ୍ତର;- ହାତୀ ।

୪;- ରାତି ଆକାଶରେ ସବୁଠାରୁ ଅଧିକ ଚମକୁଥିବା ତାରା କେଉଁଟି ?

ଉତ୍ତର;- ସିରିୟସ ।

୫;- ତାହା କେଉଁ ପ୍ରାଣୀ ଅଟେ ଯିଏ ନର ହୋଇଥିଲେ ମଧ୍ୟ ଛୁଆ ଜନ୍ମ କରିଥାଏ ?

ଉତ୍ତର;- ସମୁଦ୍ରୀଘୋଡା ।

୬;- ବିଶ୍ଵ ର କେଉଁ ପକ୍ଷୀ ଅଛି ଯାହାର ପର ନଥାଏ ?

ଉତ୍ତର;- କିଭି ।

୭;- ତାହା କେଉଁ ଜୀବ ଅଟେ ଯାହାର ମୁଣ୍ଡ କାଟିଦେଲେ ମଧ୍ୟ ସେ ହପ୍ତା ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର;- ଅସରପା ।

୮;- କେଉଁ ପ୍ରାଣୀ ଶାରୀରିକ ଭାବରେ ଆକାଶ ଉପରକୁ ଦେଖିପାରି ନଥାଏ ?

ଉତ୍ତର;- ଘୁଷୁରୀ ।

୯;- ତାହା କେଉଁ ପ୍ରାଣୀ ଅଟେ ଯିଏ ଆଘାତ ପାଇଲା ପରେ ମଧ୍ୟ ମଣିଷ ଭଳି କାନ୍ଦୁଥାଏ ?

ଉତ୍ତର;- ଭାଲୁ ।

୧୦;- ଏଭଳି କେଉଁ ପ୍ରାଣୀ ଅଛି ଯାହାର ରକ୍ତ ନୀଳ ହୋଇଥାଏ ?

ଉତ୍ତର;- ଅକ୍ଟୋପୋସ ।

୧୧;- ତାହା କେଉଁ ଜିନିଷ ଅଛି ଯାହା ଉପରକୁ ମଧ୍ୟ ଯାଇଥାଏ ତଳକୁ ମଧ୍ୟ ଆସିଥାଏ କିନ୍ତୁ ନିଜ ଜାଗାରେ ସବୁବେଳେ ରହିଥାଏ ?

ଉତ୍ତର;- ସିଢି ।

୧୨;- ସେ କରେ ନାହିଁ କେବେ କାହା ସାଙ୍ଗେ ଝଗଡା ତଥାପି ହୋଇଥାଏ ତାହାର ସବୁବେଳେ ଫିଟାଇ କୁହନ୍ତୁ ତାହା କଣ ?

ଉତ୍ତର;- ବାଜା ।

୧୩;- ଜଣେ ବଲର ଗୋଟିଏ ଓଭରରେ କେତୋଟି ବଲ ପକାଇ ଥାଏ ?

ଉତ୍ତର;- ୧ ।

୧୪;- ସ୍ତ୍ରୀ ର କେଉଁ ରୂପ ଅଛି ଯାହାକୁ ସମସ୍ତେ ଦେଖି ପାରନ୍ତି ମାତ୍ର ତାଙ୍କ ସ୍ଵାମୀ କେବେ ଦେଖି ପାରନ୍ତି ନାହିଁ ?

ଉତ୍ତର;- ବିଧବା ରୂପ ।

୧୫;- ତାହା କଣ ଅଟେ ଯାହାକୁ ସମସ୍ତେ ଖାଇଥାନ୍ତି କିନ୍ତୁ କେହି ପସନ୍ଦ କରି ନଥାନ୍ତି ?

ଉତ୍ତର;- ଗାଳି ।

୧୬;- ଯାହାକୁ ଶୋଇବା ନିମନ୍ତେ ପଲଙ୍କ ନଥାଏ, ରହିବା ନିମନ୍ତେ ମହଲ ନଥାଏ ଏବଂ ସବୁଠାରୁ ଖାସ କଥା ତାହା ପାଖରେ ଗୋଟିଏ ଟଙ୍କା ମଧ୍ୟ ନଥାଏ ତଥାପି ସେ ରାଜା ହୋଇଥାଏ ?

ଉତ୍ତର;- ବାଘ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *