‘ସେ ଧନ ଜଣକ କିଏଲୋ… ତୋ ଭଳିଆ ଆଇଟମକୁ ସେ ସମ୍ଭାଳିଛି ତା ନମ୍ବର ଟା ଟିକେ ଦେବୁ, ତାକୁ ଖାଲି ମୁଁ ପଚାରିବି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଶା ତୋ ଧନ ନମ୍ବର ଟା ଟିକେ ଦେବୁ ଲୋ ! ରାଜଧାନୀ ଅପେରାର ଅଭିନେତ୍ରୀଙ୍କ ମୁହଁରୁ ଆଇଟମ ଡାନ୍ସର ନିଶା ମହାରଣାଙ୍କ ପାଇଁ ପ୍ରତିବାଦର ସ୍ଵର ଉଠିଛି । ତେବେ କେବଳ ଜଣେ କଳାକାର ନୁହେଁ ବଂର ଅନେକ କଳାକାର ମାନେ ଯାତ୍ରା ପେଣ୍ଡାଲ ଉପରେ aslila ନୃତ୍ୟ ତଥା ନିଶା ମହାରଣାକୁ ପ୍ରତିବାଦ କରିଛନ୍ତି । ରାଜଧାନୀ ଅପେରାର  ହାସ୍ୟ ଅଭିନେତା ଦୟାନିଧି ମଧ୍ୟ ନିଶାଙ୍କୁ ଘୋର ବିରୋଦ୍ଧ କରି ତାଙ୍କୁ ସ୍ଟେଜ ଉପରକୁ ନଆଣିବା ପାଇଁ ପ୍ରଥମେ ମୁହଁ ଖୋଲିଥିଲେ ।

ତେବେ ଏପରି କଥା ଶୁଣି ନିଶା ମହାରଣା ମଧ୍ୟ ସୋସିଆଲ ମିଡିଆରେ ଦୟାନିଧିଙ୍କୁ କହିଥିଲେ । ଯେ ମୋତେ ଯେଉଁ ମାନେ ସବୁ ବିରୋଦ୍ଧ କରୁଛ । ସାମ୍ନାରେ ପଡିଲେ ସେମାନଙ୍କର ମୁଁ ଧଜିଆ ଉଡାଇ ଦେବୀ । ତେବେ ଏପରି କଥା ଶୁଣି ରାଜଧାନୀ ଅପେରାର କଳାକାର ମାନେ ମଧ୍ୟ ଉତ୍ତେଜିତ ହୋଇ ଏକା ସ୍ଵରରେ ପ୍ରତିବାଦର ସ୍ଵର ଉତ୍ତୋଳନ କରି କହିଛନ୍ତି । ଯେ ନିଶା ମହାରଣା କଣ କହୁଛି । ଦୟାନିଧି ଭାଇଙ୍କର ଧଜିଆ ଉଡାଇ ଦେବେ ।

ଆମେ କହୁଛୁ । ଯଦି ନିଶା ମହାରଣା ଆମ ଯାତ୍ରା ପେଣ୍ଡାଲ ପାଖକୁ ଆସେ । ତାପରେ ଆମେ ତା’ ଅବସ୍ଥା କଣ କରିବୁ । ସେ ଖାଲି ସେତେବେଳେ ଜାଣିପାରିବ । ଏବେ କଣ ସେ କିଛି ଜାଣିପାରୁଛି । ସେ ଖାଲି ଏବେ ସୋସିଆଲ ମିଡିଆରେ ଫୋନରେ ସିନା ଇଆଡୁ ସିଆଡୁ କହୁଛି । ହେଲେ ରାଜଧାନୀ ଅପେରାର କଳାକାର ମାନଙ୍କ ସାମ୍ନାକୁ ଯଦି ନିଶା ମହାରଣା ଆସେ । ଖାଲି seki ପକେଇବୁ ।

ତେବେ ଯାତ୍ରା ଅଭିନେତ୍ରୀଙ୍କ କହିବା ଅନୁସାରେ ସବୁବେଳେ ନିଶା ଯେଉଁ ଧନ ଧନ ହେଉଛି । ସେହି ଧନ ନମ୍ବର ଟିକେ ଆମକୁ ଦିଅନ୍ତା କି ! ଆମେ ନିଶାର ଧନକୁ ପଚାରନ୍ତୁ ଯେ ସେ ଏଭଳି ଆଇଟମକୁ କେମିତି ସମ୍ଭାଳି ରଖିଛି । ନିଶା ପରି ଏଭଳି ନାରୀକୁ କୋଊ ଧନ ସମ୍ଭାଳି ରଖିଛି ତାକୁ ମାନିବାକୁ ପଡିବ ।

ତେଣୁ ନିଶା ଏବେ ବି ସମୟ ଅଛି । ଲୋକଙ୍କର ପ୍ରତିବାଦ ଶୁଣି ନିଜକୁ ପରିବର୍ତ୍ତନ କରି ଯେଉଁ ନୃତ୍ୟ କଳା ଅଛି । ତାକୁ ଶାଳୀନତା ସହ ଦର୍ଶକଙ୍କ ନିକଟରେ ଉପସ୍ଥାପନା କର । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *