ନିଶା ଖସିଲେ ରିୟା ଉଠିଲେ ! I ଲଭ ମାଷ୍ଟର ଗୀତରେ ଯାତ୍ରା ମଞ୍ଚରେ ଦର୍ଶକଙ୍କୁ ମତୁଆଲା କଲେ Ollywood ଅଭିନେତ୍ରୀ Riya Dey…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଶାକୁ ବାରଣ ହେଲେ ଓଲିଉଡ ଅଭିନେତ୍ରୀ ରିୟା ଦେଓ ଙ୍କୁ  କରାଗଲା ସ୍ଟେଜ ଉପରକୁ ଆମନ୍ତ୍ରଣ ! ତେବେ କେନ୍ଦ୍ରପଡା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ବଡମୂଳବସନ୍ତ ପଡିଆରେ ଗତ କାଲି ରାତିରେ ରାଜଧାନୀ ଅପେରାର ଯାତ୍ରା ପ୍ରୋଗ୍ରାମ ଅନୁଷ୍ଠିତ ହୋଇଥିଲା । ତେବେ ସେଠାକୁ ଆଇଟମ ଡାନ୍ସ କରିବା ପାଇଁ ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।

ତେବେ ଏପରି ଘୋଷଣା ଶୁଣିସାରିବା ପରେ ରାଗି ଉତ୍ତେଜିତ ହୋଇ ଉଠିଲେ ରାଜଧାନୀ ଅପେରାର ହାସ୍ୟ ଅଭିନେତା ଦୟାନିଧି ଓ ତାଙ୍କର ସମସ୍ତ ସାଥି କଳାକାର । ତେବେ ଯାତ୍ରା ପେଣ୍ଡାଲ ଉପରକୁ ଅତିଥି କଳାକାର ଆସିପାରିବେ । ନାଚ ଓ ଗୀତ ସବୁ କିଛି ମଧ୍ୟ ହୋଇପାରିବ । ହେଲେ ଯାତ୍ରା ପେଣ୍ଡାଲରେ କିନ୍ତୁ aslilaତାକୁ ପ୍ରଶୟ ଦିଆନଯାଉ ବୋଲି ଯାତ୍ରା କଳାକାର ସଂଘ ଏକତ୍ରିତ ହୋଇ କହିଥିଲେ ।

କାରଣ ଯାତ୍ରା ନିଶା ମହାରଣାଙ୍କ ଭଳି ଅନ୍ୟ ଯେଉଁ ମାନେ ବି ଏପରି ଖରାପ ଅଙ୍ଗଭଙ୍ଗୀ ସହକାରେ ନାଚୁଛନ୍ତି । ତାହା ଯାତ୍ରା ଜଗତକୁ ପୁରା ବଦନାମ କରିଦେଉଛି । ତେବେ ବହୁ ଗୁଡିଏ ବଡ ବିବାଦ ପରେ ଶେଷରେ ନିଶାଙ୍କୁ ସ୍ଟେଜ ଉପରକୁ ଆସିବା ପାଇଁ କରାଯାଇଥିଲା ବାରଣ । ଏହାର ଅପର ପକ୍ଷରେ ଓଲିଉଡ ଅଭିନେତ୍ରୀ ରିୟା ଦେଓଙ୍କୁ ରାଜଧାନୀ ଅପେରାକୁ ଅତିଥି କଳାକାର ହିସାବରେ ସସମ୍ମାନରେ ଆମନ୍ତ୍ରଣ କରଯାଇଥିଲା ।

ତେବେ ଓଡିଆ ଗୀତ ଲଭମାଷ୍ଟର ସଙ୍ଗରେ ଯାତ୍ରା ପେଣ୍ଡାଲ ଦୁଲୁକି ଉଠିଲା । ରିୟାଙ୍କ ନାଚ ଓ ଗୀତ ଦେଖି ଯାତ୍ରା ପେଣ୍ଡାଲ ତଳେ ଥିବା ସମସ୍ତ ଦର୍ଶକ ମଧ୍ୟ ହୋଇଯାଇଥିଲେ ମୁଗ୍ଧ । ହେଲେ ସେଠାରେ ଅଭିନେତ୍ରୀ ରିୟାଙ୍କର ନାଚରେ କୌଣସି ପ୍ରକାର aslilaତା ନଥିଲା । ଯେଉଁ କାରଣରୁ ଶାନ୍ତି ଶ୍ରୁଙ୍ଖଳାର ବଡବସନ୍ତ ପଡିଆରେ ରାଜଧାନୀ ଅପେରାର ସମସ୍ତ ଯାତ୍ରା କଳାକାର ସୁରୁଖୁରୁରେ ନିଜର ଯାତ୍ରା ମଞ୍ଚସ୍ଥ କରିଥିଲେ । ତେବେ ଏଠାରେ କହି ରଖିବା ପାଇଁ ଚାହୁଁଅଛୁ କି ।

କୌଣସି କଳାକାର ମାନଙ୍କ ପାଇଁ ଯାତ୍ରା ମଞ୍ଚ ବାରଣ କରାଯାଇ ନାହିଁ । ହେଲେ କେବଳ କଳା ପଦର୍ଶନ ନାମରେ ନିଜର ସୀମା ପାର କରି aslilaତାର ସହ କଳା ପଦର୍ଶନକୁ ଏଠାରେ ବାରଣ କରାଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *