‘କେହି ବି ସେ ନିଶା ପିଠିରେ ପଡିବେନି, ନିଶାକୁ ତା’ ଔକାତ ଦେଖେଇ ଦେବୁ, ବିଚ ରାସ୍ତାରେ ତାକୁ ଆମେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଶା ମହାରଣାକୁ ଗ-ଓ-ଡେ-ଇ ଗ-ଓ-ଡେ-ଇ pitibu ! ତେବେ ଏପରି କିଛି କଟୁପୂର୍ଣ୍ଣ ମନ୍ତବ୍ୟ ରାଜଧାନୀ ଅପେରାର ଜଣେ ଅଭିନେତ୍ରୀ କହିଛନ୍ତି । ଯାତ୍ରାରେ ହେଉଥିବା aslila ନୃତ୍ୟକୁ ବନ୍ଦ କରିବା ଓ ଶାଳୀନତାର ସହ ଯାତ୍ରା ପ୍ରୋଗ୍ରାମ କରିବାକୁ ସମସ୍ତ କଳାକାର ମାନଙ୍କର ମତ ରହୁଛି । ତେବେ ଆଇଟମ ଗାର୍ଲ ନିଶା ମହାରଣାଙ୍କର ଯେଉଁ ପ୍ରକାର aslila ପୋଷାକ ସହ aslila ନୃତ୍ୟ ରହୁଛି ଏହାର ବିରୁଦ୍ଧରେ ବହୁ ଲୋକ ପ୍ରତିବାଦର ସ୍ଵର ଉଠାଇଛନ୍ତି ।

ତେବେ ବିଶେଷ କରି ଗତ କାଲି ରାଜଧାନୀ ଅପେରାକୁ ନିଶା ମହାରଣାଙ୍କୁ ଆଇଟମ ଡାନ୍ସ ପାଇଁ ଆମନ୍ତ୍ରଣ କରଯାଇଥିଲା । ହେଲେ ରାଜଧାନୀ ଅପେରାର କଳାକାର ସଂଘ ମିଶି ଏହାକୁ ଘୋର ପ୍ରତିବାଦ କରିଥିଲେ । କେବଳ ନିଶା ମହାରଣା କାହିଁକି ନିଶାଙ୍କ ପରି ଯେଉଁ ମାନେ ବି ଏପରି aslila ଅଙ୍ଗଭଙ୍ଗୀ ଦେଖାଇ ନାଚ କରୁଛନ୍ତି । ସେମାନଙ୍କୁ ସ୍ଟେଜ ଉପରକୁ ଚଢାଇ ନଦେବା ପାଇଁ କଳାକାର ସଂଘ ଦାବୀ କରିଥିଲେ । ଯଦି ଏହି ଦାବୀ ତାଙ୍କର ପୂରଣ କରାନଯାଏ ।

ତେବେ କୌଣସି କଳାକାର ମଧ୍ୟ ସ୍ଟେଜ ଉପରେ ଅଭିନୟ କରିବେ ନାହିଁ ବୋଲି ଦୃଢତାର ସହ କହିଥିଲେ । ତେବେ ଏହାରି ମଧ୍ୟରେ ରାଜଧାନୀ ଅପେରାର ଜଣେ ଅଭିନେତ୍ରୀଙ୍କ କହିବା ଅନୁଯାଇ ଯାତ୍ରା ଉପରକୁ କୌଣସି କଳାକାର ମାନଙ୍କୁ ଆସିବା ପାଇଁ ବାରଣ କରାଯାଇ ନାହିଁ । ଆମର ଏଠାରେ କେବଳ ଖରାପ ଭାବରେ ପୋଷାକ ପରିଧାନ କରି aslila ନାଚ କରୁଥିବା ଲୋକଙ୍କୁ ସ୍ଟେଜ ଉପରେ ପ୍ରଶୟ ନଦେବା ପାଇଁ ଆମେ ସ୍ଵର ଉଠାଇଛୁ ।

ଯେଉଁ କଳାକାର ମାନେ ଆସିବେ ସେମାନେ ତାଙ୍କର ସୀମା ମଧ୍ୟରେ ଯେପରି ରହି ନିଜର କଳାକୁ ପଦର୍ଶନ କରିପାରିବେ । ଆଉ ଯଦି ନିଶା ମହାରଣା ଆମ ଆଖିକୁ ଆସିଯାଏ । ତେବେ ତାକୁ ଖାଲି ଗ-ଓ-ଡେ-ଇ ଗ-ଓ-ଡେ-ଇ pitibu । ଦେଖିବା କିଏ ତା’ ପିଠିରେ ପଡୁଛି । ଆଉ ତା’ ର କେତେ ଦମ ଅଛି, ସିଏ କେତେ ଜଣଙ୍କୁ mari ପାରୁଛି ।

ତେବେ ଖାଲି ଯାତ୍ରା କଳାକାର ସଂଘ କାହିଁକି ସବୁ ଦର୍ଶକ ମଧ୍ୟ ଯଦି ମିଶିକି ଆଇଟମ ଡାନ୍ସ ବିରୁଦ୍ଧରେ ପ୍ରତିବାଦ କରିବେ । ତେବେ ନିଶ୍ଚୟ ନିଶା ମହାରଣା ପରି କୌଣସି କଳାକାର ଏପରି ଭାବରେ ସ୍ଟେଜ ଉପରେ aslila ନୃତ୍ୟ ପଦର୍ଶନ କରିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *