ଗ୍ରାମବାସୀ ରାଗିଯାଇ ଜଳସେଚନ ବିଭାଗ SDOଙ୍କୁ ଚଲେଇଲେ ଗାଁ ର କାଦୁଅ ରାସ୍ତାରେ ତ SDO କହିଲେ କିଛି ଏମିତି, ଦେଖନ୍ତୁ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଦୁଇଟି ସରକାରୀ କର୍ମଚାରୀଙ୍କୁ କିଛି ଗାଁ ଲୋକ କାଦୁଅରେ ଚଲେଇ ଛନ୍ତି ଯାହାକୁ ନେଇ ବର୍ତ୍ତମାନ ବହୁତ ଚର୍ଚା ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ  । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲାରେ ହୋଇଛି । ଗତ କାଲି ଡେପ୍ଟ ଏସଡିଓ ଓ ଜେଇ ଖୋର୍ଦ୍ଧା ଜିଲାରେ ଏକ ପ୍ଳଟ ଡ୍ଯୁଟିରେ ଯାଇଥିଲେ । ସେହି ସ୍ଥାନରେ ନଦୀ ବନ୍ଧକୁ ଲାଗିଥିବା ଏକ ରାସ୍ତାଟି ବର୍ଷା ପାଣି ପାଇଁ କାଦୁଅ ହୋଇଯାଇଛି । ସେହି ରାସ୍ତାଟି ଡେପ୍ଟ ଏସଡିଓଙ୍କ ୱାର୍କିଙ୍ଗ ଏରିଆରେ ଯାଉ ନାହିଁ ।

ଗାଁର କିଛି ଲୋକ ମାନେ ରାସ୍ତା କାମ ନହୋଇଥିବାର ଅଭିଯୋଗ କରି ଡେପ୍ଟ ଏସଡିଓ ଓ ଜେଇଙ୍କୁ କାଦୁଅରେ ଚଲେଇ ଛନ୍ତି । ସେହି ଏରିଆଟି ହେଉଛି ପଞ୍ଚାୟତ ରୋଡ ଯଦି ସେମାନେ ଏସଡିଓଙ୍କ ଡିଭିଜନରେ ଆସି ନିବେଦନ କରିଥାନ୍ତେ ତା ହେଲେ ସେମାନଙ୍କ ପାଇଁ କିଛି ପଦକ୍ଷେପ ନିଆଯାଇଥାନ୍ତା ବୋଲି କହିଛନ୍ତି ଏସଡିଓ ।

 

ଗାଁ ଲୋକଙ୍କର ଏହି ଅ-ପ-ବ୍ୟ-ବ-ହା-ର-ଟି ଯେକୌଣସି ସରକାରୀ କର୍ମୀଙ୍କୁ ଖରାପ ଲାଗିବ । ଏସଡିଓଙ୍କୁ ମଧ୍ୟ ବହୁତ ଖରାପ ଲାଗିଛି ବୋଲି ସେ କହିଛନ୍ତି । ଆଗାମୀ ସମୟରେ ଏସଡିଓ ଏହାର ଅ-ଭି-ଯୋ-ଗ କରିବେ ବୋଲି କହିଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଭିଡିଓ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *