ନ୍ୟାସନାଲ ଲେବଲ ଖୋ-ଖୋ ଖେଳାଳୀଙ୍କୁ ହତ୍ୟା ପୂର୍ବରୁ ସେ ବାରମ୍ବାର କହି ଚାଲିଥିଲେ, ‘ଛାଡି ଦିଅ ଅଙ୍କଲ, ମରିଯିବି’, ରେକର୍ଡ ହେଲା ମୃତ୍ୟୁ ପୂର୍ବର ଶେଷ ଶବ୍ଦ

ବନ୍ଧୁଗଣ ଗତ କିଛି ସମୟ ହେବ ଉତ୍ତର ପ୍ରଦେଶର ବିଜନୋରରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ଏହି ସ୍ଥାନରେ ଏକ ନାସନାଲ ଲେବଲ ଖୋ ଖୋ ଖେଳାଳିର ହ-ତ-ୟା କରାଯାଇଛି । ଖେଳାଳିର ହ-ତ-ୟା ପୂର୍ବରୁ ତାର ଏକ ଅଡିଓ ରେକର୍ଡ ସାମ୍ନାକୁ ଆସିଛି । ସେହି ଅଡିଓ ରେକର୍ଡରେ ସେ ଫୋନରେ କଥା ହେଉଥିଲେ । ଫୋନରେ ସେ କହୁଥିଲା- ‘ଅଙ୍କଲ ମତେ ଛା-ଡି ଦିଅ, ମୁ ମ-ରି- ଯି-ବି’ । ଏତିକି କଥାରେ ଫୋନ ତଳେ ପଡିଯାଉଛି ।

ଏହାର ସୂଚନା ସର୍ବ ପ୍ରଥମେ ପରିଚିତ ଯୁବକ ଦେଇଛନ୍ତି । ରାଷ୍ଟ୍ରୀୟ ସ୍ତର ଖୋ ଖୋ ଖେଳାଳିର ହ-ତ-ୟା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହ-ତ-ୟା ର କିଛି ସମୟ ପୂର୍ବରୁ ମହିଳା ଖେଳାଳି ତାଙ୍କ ପରିଚିତ ସହ ଫୋନରେ କଥା ହେବା ସମୟରେ ଚି-ତ୍କା-ର କରିଥିଲେ । ଯାହା ଫଳରେ ପରିଚିତ କଲ୍ ରେକରଡିଙ୍ଗ କରିଥିଲେ । ଗତ ଶୁକ୍ରବାର ଦିନ ରେଲୱେ ସ୍ଳିପରର ଢେର ପାଖରେ ଯୁବତୀଙ୍କ ମୃ-ତ ଶ-ବ ମିଳିଥିଲା । ଏହି ମାମଲାକୁ ଅଲଗା ଅଲଗା ଦିଗରେ ତ-ଦ-ନ୍ତ କରାଯାଉଛି ।

ପ୍ରଥମେ ଏହି ମାମଲାର ତ-ଦ-ନ୍ତ ପ୍ରେମ ପ୍ରସଙ୍ଗକୁ ଆଧାର କରି କରା ଯାଉଥିଲା । ହେଲେ ଅଡିଓ ଆସିବା ପରେ ପୋଲିସ ଅଲଗା ଦିଗରେ ତ-ଦ-ନ୍ତ କରିଲା । ଅଡିଓରେ ଝିଅ ‘ଅଙ୍କଲ ଅଙ୍କଲ’ କହୁଥିଲା । ପରିଚିତ ଯୁବକ ସହ ଯେତେବେଳେ ପୋଲିସ କଥା ହେଲା ସେତେବେଳେ ଜଣା ପଡିଲା ଯେ, ଝିଅ କଲ୍ ରେ ‘ଅଙ୍କଲ ମୋତେ ଛାଡି ଦିଅ ମୁ ମ-ରି-ଯି-ବି’ । ଏହି କଥାକୁ ଝିଅ ୩ ରୁ ୪ ଥର କହିଥିଲା । ଝିଅର ମୃ-ତ ଶ-ବ ଉଧାର ବେଳେ ତା ବେକରେ ଏକ ଓଢଣି ଥିଲା । ତେଣୁ ପୋଲିସ ସ-ନ୍ଦେ-ହ କରୁଛି ଯେ, ଝିଅର ହ-ତ-ୟା ଓଢଣି ଦ୍ଵାରା କରାଯାଇଛି ।

ଅଡିଓର ବିଶ୍ଳେଷଣ କରିବା ପରେ ଜଣା ପଡିଛି ଯେ, ଘଟଣା ସମୟରେ ଫୋନ ଏକ ଦୂର ସ୍ଥାନରେ ପଡିଥିଲା ଓ ସେହି ସମୟରେ ଝିଅର ବେକ ଚି-ପି ତାର ହ-ତ-ୟା କରଯାଇଥିଲା । ରେକରଡିଙ୍ଗରେ ଝିଅ ଅଙ୍କଲ ଶବ୍ଦର ଉଚ୍ଚାରଣ କରିଥିଲା ହେଲେ ସେ କାହାର ନାମ ନେଇ ନଥିଲା । ଅଡିଓ ରେକର୍ଡ କରିଥିବା ପରିଚିତ ପୁଅକୁ ଯେତେବେଳେ ଏହା ବିଷୟରେ ଜଣା ପଡିଥିଲା ସେତେବେଳେ ସେ ଝିଅର ପରିଜନଙ୍କ ପାଖକୁ ଯାଇ ସବୁ କଥା କହିଥିଲା ।

ଏହା ପରେ ଝିଅର ପରିବାର ଲୋକ ପୋଲିସ ଷ୍ଟେସନ ଯାଇ ଅ-ଭି-ଯୋ-ଗ କରିଥିଲେ । ଅ-ନୁ-ସ-ନ୍ଧା-ନ ପରେ ଝିଅର ମୃ-ତ ଶ-ବ ରେଲୱେ ଷ୍ଟେସନ ପାଖରେ ପଡିଥିଲା । ବର୍ତ୍ତମାନ ପୋଲିସ ଏହି ମାମଲାର ତ-ଦ-ନ୍ତ ସମସ୍ତ ଦିଗରୁ କରୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *