Cuttack ର Banki ସ୍ଥିତ ଜଣଙ୍କ ପାଇଖାନା ପ୍ୟାନରେ ଲୁଚକାଳି ଖେଳୁଥିଲା ଏକ ବିରାଟ ବଡ ନାଗ (Cobra) ସାପ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣା ବହୁତ ଚର୍ଚାରେ ଅଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଏକ ନାଗ ସାପକୁ ପାଇଖାନା ଭିତରୁ ଉଧାର କରାଯାଇଛି । ପାଇଖାନା ଭିତରେ ନାଗ ସାପ ବାହାରିଛି । ଏହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି କଟକ ବାଙ୍କିରେ ଘଟିଛି । ପରିବାର ଲୋକଙ୍କ ମତରେ ଗତ କାଲି ଦୁଇପହର ସମୟରେ ନାଗଟି ପାଇଖାନା ଭିତରେ ପଶିଥିଲା ।

ରାତି ସାରା ସେ ମଝିରେ ମଝିରେ ବାହାରୁ ଥିଲା ଓ ପୁଣି ଭିତରକୁ ପସି ଯାଉଥିଲା । ପରିବାର ଲୋକ ରାତି ସାରା ଅନିଦ୍ରା ହୋଇ ରହିଥିଲେ ହେଲେ ସାପ ବାହାରି ନଥିଲା । ରାତିରେ ପରିବାର ଲୋକ ଭାବିଲେ ସାପ ଚାଲି ଯାଇଥିବ । ହେଲେ ସଖାଳ ସମୟରେ ଯେତେବେଳେ ଜଣେ ମହିଳା ପାଇଖାନାକୁ ଯାଇଥିଲେ ସେତେବେଳେ ସେ ସାପକୁ ଦେଖିଥିଲେ ।

ପାଇଖାନା ଭିତରକୁ ପଶିବାର କିଛି ସମୟ ପରେ ଏକ ଶବ୍ଦ ହୋଇଥିଲା ଯାହା ଫଳରେ ସେମାନେ ଜାଣିଥିଲେ ଯେ ସାପ ବର୍ତ୍ତମାନ ପର୍ଯ୍ୟନ୍ତ ପାଇଖାନାରେ ଅଛି । ଏହା ପରେ ପରିବାର ଲୋକ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ ଓ କିଛି ସମୟ ମଧ୍ୟରେ ଦୁଇଟି ସାପ ଧରାଳି ସେହି ସ୍ଥାନରେ ପହଞ୍ଚି ସାପକୁ ଉଧାର କରିଥିଲେ ।

ବନ୍ଧୁଗଣ ଏହି ପରିକା ଘଟଣାର କେହି ମନରେ କଳ୍ପନା ମଧ୍ୟ କରିପାରିବେ ନାହିଁ । ଯଦି ଆଗରୁ ପରିବାର ଲୋକ ଏହା ବିଷୟରେ ଜାଣି ନଥାନ୍ତେ ତା ହେଲେ କଣ ହୋଇଥାନ୍ତା ଭାବନ୍ତୁ । ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାର ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *