Interesting Gk Questions- School ର ଫୁଲ ଫର୍ମ କଣ ? Ok ର ଫୁଲ ଫର୍ମ କଣ ? ଏହା ସହିତ ଜାଣନ୍ତୁ ଆହୁରି 15 ଟି ଫର୍ମ କଣ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. UNICEFର ଫୁଲ ଫର୍ମ କଣ ?

ଉତ୍ତର- UNICEFର ଫୁଲ ଫର୍ମ ହେଉଛି ୟୁନିଆଟେଡ ନେସନସ ଚିଲ୍ଡ୍ରେନସ ଫଣ୍ଡ ।

୨. TBW ର ଫୁଲ ଫର୍ମ କଣ ?

ଉତ୍ତର-TBW ର ଫୁଲ ଫର୍ମ ହେଉଛି ଦି ବୁକ ୱାଲ୍ଡ ।

୩. KGFର ଫୁଲ ଫର୍ମ କଣ ?

ଉତ୍ତର-  KGFର ଫୁଲ ଫର୍ମ ହେଉଛି କୋଲାର ଗୋଲ୍ଡ ଫିଲ୍ଦ୍ସ ।

୪. MPର ଫୁଲ ଫର୍ମ କଣ ?

ଉତ୍ତର- MPର ଫୁଲ ଫର୍ମ ହେଉଛି ମେମ୍ବର ଅଫ ପାର୍ଲାମେଣ୍ଟ ।

୫. NCCର ଫୁଲ ଫର୍ମ କଣ ?

ଉତ୍ତର- NCCର ଫୁଲ ଫର୍ମ ହେଉଛି ନାସନାଲ କ୍ୟାଡେଟ କର୍ପ୍ସ ।

୬. MCBର ଫୁଲ ଫର୍ମ କଣ ?

ଉତ୍ତର- MCBର ଫୁଲ ଫର୍ମ ହେଉଛି ମିନିଏଚର ସର୍କିଟ ବ୍ରେକର ।

୭. WLCM ର ଫୁଲ ଫର୍ମ କଣ ?

ଉତ୍ତର- WLCM ର ଫୁଲ ଫର୍ମ ହେଉଛି ୱାରଲେସ ଲାନ କଣ୍ଟ୍ରୋଲର ମଡଲ ।

୮. NRIର ଫୁଲ ଫର୍ମ କଣ ?

ଉତ୍ତର- NRIର ଫୁଲ ଫର୍ମ ହେଉଛି ନନ ରେସିଡେଣ୍ଟ ଇଣ୍ଡିଆନ ।

୯. SCHOOLର ଫୁଲ ଫର୍ମ କଣ ?

ଉତ୍ତର- ସ୍କୁଲର ସେମିତି କିଛି ଫୁଲ ଫର୍ମ ନାହିଁ ହେଲେ ଆପଣ ଗୁଗଲରେ ସର୍ଚ କରିଲେ କିଛି ଫୁଲ ଫର୍ମ ଆସିବ ସେଥିମଧ୍ୟରୁ ଗୋଟେ ହେଉଛି ସିନ୍ସଅରୀଟି କାପାସିଟି ହନେଷ୍ଟି ଅର୍ଡରଲାଇନସେସ ଅବେଡିଏନ୍ସ ଲର୍ନିଙ୍ଗ ।

୧୦. CPUର ଫୁଲ ଫର୍ମ କଣ ?

ଉତ୍ତର- CPUର ଫୁଲ ଫର୍ମ ହେଉଛି ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟ ।

୧୧. BSFର ଫୁଲ ଫର୍ମ କଣ ?

ଉତ୍ତର- BSFର ଫୁଲ ଫର୍ମ ହେଉଛି ବର୍ଡର ସିକ୍ଯୁରିଟି ଫୋର୍ସ ।

୧୨. RRRର ଫୁଲ ଫର୍ମ କଣ ?

ଉତ୍ତର- RRRର ଫୁଲ ଫର୍ମ ହେଉଛି ରାଇଜ ରୋର ରିଭୋଲ୍ଟ ।

୧୩. DATEର ଫୁଲ ଫର୍ମ କଣ ?

ଉତ୍ତର- DATEର ଫୁଲ ଫର୍ମ ହେଉଛି ଡେ ଆଣ୍ଡ ଟାଇମ ଏଭୁଲେସନ ।

୧୪. OKର ଫୁଲ ଫର୍ମ କଣ ?

ଉତ୍ତର- OKର ଫୁଲ ଫର୍ମ ହେଉଛି ଅଲ କରେକ୍ଟ ।

୧୫. WINର ଫୁଲ ଫର୍ମ କଣ ?

ଉତ୍ତର-  WINର ଫୁଲ ଫର୍ମ ହେଉଛି ୱାଇଲ୍ଡ ଲାଇଫ ଇନଫର୍ମେସନ ନେଟୱାର୍କ ।

Leave a Reply

Your email address will not be published. Required fields are marked *