ଛଣ ଗଡାରେ ଲୁଚି ବସିଥିଲା ଏକ ଭୟଙ୍କର ଅଜଗର ସାପ, ଭୟରେ ଥରିଲେ ଗାଁ ଲୋକ, ଦେଖନ୍ତୁ କିପରି କରାଗଲା Rescue, ଦେଖନ୍ତୁ Video

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । 

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ସହ ଜଡିତ ଅନେକ ଭିଡିଓ ଦେଖିଥିବେ ।

ଅନେକ ଫିଲ୍ମରେ ମଧ୍ୟ ଆପଣ ସାପ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ସମସ୍ତ ସାପ ମଧ୍ୟରୁ କେବଳ ନାଗ ସାପକୁ ପୂଜନୀୟ ମାନା ଯାଇଛି । କାରଣ ଭଗବାନ ଶିବ ସବୁବେଳେ ନିକ ବେକରେ ନାଗ ସାପ ଧାରଣ କରିଥାନ୍ତି । ତେବେ ବନ୍ଧୁଗଣ ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ । ବନ୍ଧୁଗଣ ଯଦି ସାପ କାହାକୁ ଚୋଟ ମାରେ ତା ହେଲେ ମାତ୍ର କିଛି ମିନିଟ ମଧ୍ୟରେ ସେହି ବ୍ୟକ୍ତି ନିଜ ପ୍ରାଣ ହରାଇବ । 

ଅନେକ ସ୍ଥାନରେ ସାପ ଶିକାର କରିବା ପାଇଁ ଜନବସତି ସ୍ଥାନକୁ ଆସିଥାଏ । ହେଲେ ବନ୍ଧୁଗଣ ଲୋକ ମାନେ ସାପ ବିଷୟରେ ଜାଣି ପାରି ନଥାନ୍ତି ଆଉ ସେମାନେ ସମସ୍ୟାରେ ପଡନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ଏବେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ଏକ ଅଜଗର ସାପ ନଡା ଗଦା ଭିତରେ ଲୁଚି ରହିଥିଲା ।

ଗାଈ ମାନଙ୍କ ପାଇଁ ରଖାଯାଇଥିବା ନଡା ଭିତରେ ସାପଟି ଲୁଚି ରହିଥିବା ବେଳେ ପରିବାର ଲୋକ ଅଜଗର ସାପଟିକୁ ଦେଖିଥିଲେ । ଏହା ପରେ ପରିବାର ଲୋକେ ଜଣେ ସାପ ଧରାଳିକୁ ଫୋନ କରି ଡକାଇ ଥିଲେ । ସାପ ଧରାଳି ଜଣକ ଅତି ସାବଧାନତାର ସହ ସାପଟିକୁ ଉଦ୍ଧାର କରିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *