ଭାଇରାଲ ହେଲା Babushan ଙ୍କ Audio, ‘ତୋ ଭାଇ ସିନେମା ଦେଖିବୁନି ..ଭାଙ୍ଗିଦେବା ହଲ୍ ଭାଙ୍ଗିଦେବା ଚାଲ୍’ ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଏପରି ଘଟଣା ଘଟିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ମୁଣ୍ଡରେ ହାତ ଦେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଦିଗଜ ଅଭିନେତା ବାବୁସାନ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବାବୁସାନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି । ବାବୁସାନ ହେଉଛନ୍ତି ଓଡିଆ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ଏକ ମାତ୍ର ପୁଅ । ନିଜ ଯୋଗ୍ୟତା ବଳରେ ସେ ଆଜି ସାରା ଓଡିଶାରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ବନ୍ଧୁଗଣ ବାବୁସାନ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରୁହନ୍ତି । ହେଲେ ଗତ କିଛି ସମୟ ହେବ ବାବୁସନ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ବାବୁସାନଙ୍କର ଏକ ଅଡିଓ କଲ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅଡିଓ କଲ୍ ରେ ବାବୁସାନ ସଂଗ୍ରାମ ନାମକ ଯୁବକଙ୍କ ସହ କଥା ହେଉଛନ୍ତି ।

ସଂଗ୍ରାମ କହୁଛି ଭାଇ ଆପଣଙ୍କର କୌଣସି ଫିଲ୍ମ ବ୍ରହ୍ମପୁରରେ ରିଲିଜ ହେଇନି । ଆମେ ଏଇଠି କହି ରଖୁଚୁ ଯେ ବାବୁସାନଙ୍କର ଦୁଇଟି ଫିଲ୍ମ ଆସିଛି ତାହା ହେଉଛି ପ୍ରେମମ ଓ ବିଦ୍ୟାରାଣ । ସଂଗ୍ରାମଙ୍କ କହିବା ମୁତାବକ, ଭାଇ ଏଇଠି ତମର କୌଣସି ଫିଲ୍ମ ରିଲିଜ ହେଇନି ଆଉ ଆମେ ମାନେ ଆପଣଙ୍କ ଫିଲ୍ମ ଦେଖିବା ପାଇଁ ଅପେକ୍ଷା କରିଛୁ । ହଲ ମାଲିକ ଫିଲ୍ମ ରିଲିଜ କରିବାକୁ ମନା କରୁଛି କହୁଛି ହିନ୍ଦୀ ଫିଲ୍ମ ପଡିଛି ।

ଏହା ଶୁଣିବା ପରେ ବାବୁସାନ କ୍ରୋଧରେ କହୁଛନ୍ତି, ହଲ ଭାଙ୍ଗି ଦେବା । ତୁ ପିଲା ରେଡି ରଖ ମୁଁ ଯିବି ସେଇଠି ମୁଁ ପ୍ରିମିୟର କରିବି ତମେ ମାନେ ଖାଲି ରିଲିଜ କରେଇବ । ତେବେ ବନ୍ଧୁଗଣ ବାବୁସାନଙ୍କ ଏହି ଅଡିଓ କଲ୍ କୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *