ସ୍କୁଲ ଝିଅ ରାସ୍ତାରେ କଲେ କାରନାମା, ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ କେବେ ନା କେବେ କାହାକୁ ନିଶ୍ଚୟ ପ୍ରେମ କରିଥିବେ ।

ତେବେ ଆଗ କାଳରେ ଲୋକ ମାନେ ବିବାହ ପରେ ପ୍ରେମ କରୁଥିଲେ ହେଲେ ବର୍ତ୍ତମାନ ତ ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି । ସ୍କୁଲ ଓ କଲେଜରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ପ୍ରେମ ସାଧାରଣ କଥା ହୋଇଯାଇଛି । ହେଲେ ବନ୍ଧୁଗଣ ପ୍ରେମରେ ଯେତିକି ମଜା ଅଛି ସେତିକି ସଜା ମଧ୍ୟ ଅଛି । ଏଭଳି ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ଯେଉଁଠି ଜଣେ ସ୍କୁଲ ଝିଅ ନିଜ ପ୍ରେମିକ ସହ ରାସଲୀଳା କରିବା ପାଇଁ ସ୍କୁଲ ନ ଯାଇ ବାହାରେ ବୁଲୁଥିଲେ ।

ରାସଲୀଳା କରିବାକୁ ରାସ୍ତାରେ ଯାଉଥିବା ବେଳେ ଗାଁ ଲୋକ ମାନେ ସେମାନଙ୍କୁ ଧରି ଦେଇଥିଲେ । ଏହା ପରେ ସେମାନଙ୍କୁ ତାଙ୍କ ଘର ଓ ପରିବାର ବିଷୟରେ ପଚାରି ଥିଲେ । ବନ୍ଧୁଗଣ ଗାଁ ଲୋକ ମାନେ ଉଭୟ ପ୍ରେମିଯୋଗଲଙ୍କୁ ଦଉଡିରେ ବାନ୍ଧି ଦେଇଥିଲେ ।

ଭିଡିଓରେ ଆପଣ ମାନେ ଉଭୟଙ୍କୁ ଦେଖି ପାରୁଥିବେ । ଛାତ୍ରୀ ଜଣକ ଭୟରେ ଥିବା ବେଳେ ପ୍ରେମିକ ଅତି ଗର୍ବର ସହ ଛିଡା ହୋଇଥିବାର ନଜର ଆସୁଛନ୍ତି । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେକ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *