Odia Jokes- ଚଉଠିର ପରଦିନ ସକାଳେ ବୋହୁ ଟିକେ ଲେଟ ରେ ରୁମ ରୁ ବାହାରିଲା, ଶାଶୁ- ମା’ରେ ଗାଢେଇବୁ ନାହିଁ କି ? ବୋହୁ ରାଗିଯାଇ କହିଲା ତୁମ ପୁଅ ମୋର…

ବନ୍ଧୁଗଣ ବର୍ତ୍ତମାନର ସମୟରେ ଲୋକମାନେ କେବଳ ଟଙ୍କା କମାଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଲୋକ ମାନେ ନିଜ ଜୀବନରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ଖୁସି କଣ ଜାଣି ପାରୁ ନାହାନ୍ତି । ବନ୍ଧୁଗଣ ଡାକ୍ତର ମଧ୍ୟ କହିଛନ୍ତି ଆପଣ ସବୁ କାମ ଖୁସିରେ କରନ୍ତୁ ସୁସ୍ଥ ରହିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହା ଆପଣଙ୍କ ବ୍ୟସ୍ତ ବହୁଳ ଜୀବନରେ ଅନେକ ଖୁସି ଦେବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଦୁଇଟି ମହିଳା ସିନେମା ଦେଖୁଥିଲେ ।

ହଠାତ ଜଣେ ମହିଳା ଆଉ ଜଣେ ମହିଳାକୁ କହିଲା- ଏ ଦେଖିଲୁ ମୋ ପାଖରେ ବସିଥିବା ଟୋକା ହାତରେ କଣ କରୁଛି ।

ଦ୍ଵିତୀୟ ମହିଳା- ତାକୁ କରିବାକୁ ଦେ ତୋର କଣ ଯାଉଛି ?

ପ୍ରଥମ ମହିଳା- ହେଲେ ସେ ମୋ ହାତର ବ୍ୟବହାର କରୁଛି ।

୨. ପପୁ ନିଜ ଛୁଆକୁ ନେଇ ଗାଡିରେ ବୁଲାଉ ଥିଲା

ଯିଏ ଦେଖୁଥିଲା ପଚାରୁ ଥିଲା ପପୁ ଆଜି ତମେ ଛୁଆକୁ ବୁଲାଉଛ

ଅନେକ ଲୋକ ପଚାରିବା ପରେ ପପୁ ଚିଡି ଯାଇ

ଗୋଟେ ଲୋକକୁ ଉତ୍ତର ଦେଇ କହିଲା- ନାହିଁ ପଡୋଶୀ ଛୁଆକୁ ବୁଲାଉଛି

ବ୍ୟକ୍ତି- ସେଇଆ ହେଇଛି ଆଉ ସେଥିପାଇଁ ଛୁଆର ମୁହଁ ଆପଣଙ୍କ ଠାରୁ ଅଧିକ ଆପଣଙ୍କ ପଡୋଶୀ ସହ ମିଶୁଛି ।

୩. ଜଣେ ମହିଳା ବସ ଷ୍ଟପରେ ଛିଡା ହୋଇ ଅନ୍ୟ ମହିଳାକୁ କହିଲା- ଆପଣ ନିଜ ବେକରେ ଯେଉଁ ତାବିଜ ପିନ୍ଧି ଛନ୍ତି ତାହା କଣ ତନ୍ତ୍ର ମନ୍ତ୍ରରେ ହୋଇଛି ?

ଦ୍ଵିତୀୟ ମହିଳା- ନାହିଁ, ଏଥିରେ ମୋ ସ୍ଵାମୀଙ୍କ ଚୁଟି ଅଛି  ।

ମହିଳା- କାହିଁକି, ସେ କଣ ଏହି ଦୁନିଆରେ ନାହାନ୍ତି ?

ଦ୍ଵିତୀୟ ମହିଳା- ସେ ତ ଅଛନ୍ତି ହେଲେ ତାଙ୍କ ଚୁଟି ଆଉ ନାହିଁ ।

୪. ପଣ୍ଡିତର ଶୁଆ ସବୁବେଳେ ଗୋଟେ ଲୋକକୁ ଦେଖି କୁହେ- ଆରେ ଡହରା,

ସେହି ବ୍ୟକ୍ତି ପଣ୍ଡିତକୁ କମ୍ପ୍ଲେନ କରିଲା ତା ପରେ ପଣ୍ଡିତ ଶୁଆକୁ ବହୁତ ମାରିଲା । ପରଦିନ ବ୍ୟକ୍ତି ଯେତେବେଳେ ଶୁଆ ପାଖ ଦେଇ ଗଲା ଶୁଆ କିଛି କହିଲା ନାହିଁ ।

ଟିକେ ଆଗକୁ ଯାଇ ବ୍ୟକ୍ତି ପଛକୁ ବୁଲି ଦେଖିଲା ଶୁଆ ହସି ହସି କହିଲା- ପୁଅ ତୁ ବୁଝି ପାରୁଥିବୁ ସବୁ ।

୫. ସ୍ତ୍ରୀ ନିଜ ରୋଗୀ ସ୍ଵାମୀକୁ ନେଇ ଡାକ୍ତର ପାଖକୁ ଗଲା…

ଡାକ୍ତର- ତାଙ୍କୁ ଭଲ ଖାଦ୍ଯ ଦିଅ ଆଉ ସବୁବେଳେ ଖୁସିରେ ରଖ ।

ଘରର କୌଣସି ସମସ୍ୟା ତାଙ୍କ ସହ ଆଲୋଚନା କର ନାହିଁ ।

ଫାଲତୁ ଡିମାଣ୍ଡ କରି ତାଙ୍କ ଚିନ୍ତା ବଢାଅ ନାହିଁ ତା ହେଲେ ଏ ୬ ମାସରେ ସୁସ୍ଥ ହୋଇଯିବେ ।

ରାସ୍ତାରେ ସ୍ଵାମୀ ସ୍ତ୍ରୀକୁ ପଚାରିଲା- କଣ କହିଲେ ଡାକ୍ତର ?

ସ୍ତ୍ରୀ- ଏବେ ତ ଡାକ୍ତର ବି ଜବାବ ଦେଇଦେଲେ ।

୬. ପପୁର ସ୍ତ୍ରୀ ରୋମାଣ୍ଟିକ ମୁଡରେ ଥିଲା ବେଡ ଉପରେ ସୋଇପଡିଲା ଆଉ ପପୁକୁ କହିଲା କିଛି ବୁଝିଲ ?

ପପୁ- ବୁଝିଗଲି ଆଜି ତୁ ପୁରା ବେଡ ଉପରେ ଏକା ଶୋଇବାକୁ ଚାହୁଁଛୁ ।

୭. ଚଉଠି ରାତି ପରଦିନ ବୋହୂ ସଜବାଜ ହେଇ ରୁମରୁ ବାହାରିବା ଟିକେ ଲେଟ ହୋଇଗଲା

ଶାଶୁ-ମା ରେ ତୁ ଆଜି ଗାଧେଇବୁ ନାହିଁ କି?

ବୋହୂ-(ରାଗରେ) ତମ ପୁଅ କଣ ରଖିଛି କି ଆଉ ଗାଧେଇବି …

ଶାଶୁ-(ମୁରୁକି ହସି) କହିଲା ପୁରା ତା ବାପା କାଟ ଆଣିଛି ଲୋ ବୋହୂ

ବୋହୂ- ପୁରା ବେହୋସ

Leave a Reply

Your email address will not be published. Required fields are marked *