ଝିଅଟିର ଏମିତି କାଣ୍ଡ ଦେଖିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଏହି ଦୁନିଆରେ ଘଟୁଥିବା ଅନେକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସବୁ ଘଟଣାର ଭିଡିଓ ଗୁଡିକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ କିଛି ଆଶ୍ଚର୍ଯ୍ୟ ଜନକ ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓ ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ପ୍ରଥମ ଭିଡିଓରେ ଜଣେ ଯୁବକ ଚେୟାରରେ ବସି ଲ୍ୟାପଟପରେ କିଛି କାମ କରୁଛି ଓ ତା ପାଖରେ ଏକ ବିଲେଇ ମଧ୍ୟ ବସିଛି । ହେଲେ ସେହି ସ୍ମାୟରେ ସାମ୍ନା ଥିବା ଏକ ଚେୟାର ଆପେ ଆପେ ହଲୁଚି ଯାହା ଦେଖି ଯୁବକ ଜଣକ ଭୟରେ ଛିଡା ହେଇଯାଉଛି । ବିଲେଇ ମଧ୍ୟ ସେହି ଜାଗରୁ ଚମ୍ପଟ ମାରୁଛି ହେଲେ ପରେ ଜଣା ପଡୁଛି ଚେୟାରଟି ରୋବର୍ଟିକ ବ୍ଯାକୁମ କ୍ଳିନର ପାଇଁ ହଲୁଚି ।

୨. ବନ୍ଧୁଗଣ ଆମ ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ଜଲ୍ଦି ଜଲ୍ଦିରେ ବାଇକ ଚଲାଉ ଯାଉଛନ୍ତି । ବ୍ୟକ୍ତି ଜଣକ ଏତେ ତତ୍ପର ଅଛନ୍ତି ଯେ ସେ ନିଜ ଚପଲ ପିନ୍ଧିବାକୁ ମଧ୍ୟ ଭୁଲି ଯାଇଛନ୍ତି । ହେଲେ ଗାଡି ଚଳାଇବା ସମୟରେ ଗାଡିର ଆଗ ଚକା ବାହାରି ଯାଉଛି । ଏମିତି ଲାଗୁଛି ବ୍ୟକ୍ତିଙ୍କ ଅପେକ୍ଷା ଚକାକୁ ଜଲ୍ଦି ଯିବାର ଅଧିକ ଆବଶ୍ୟକତା ଅଛି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଜଣେ ବ୍ୟକ୍ତି ନିଜ ଭ୍ୟାନକୁ ଆଗକୁ ଠେଲି ନେଉଛନ୍ତି । ଆଗକୁ ନେବା ସହ ବ୍ୟକ୍ତି ଭ୍ୟାନର ଚକାକୁ ମଧ୍ୟ ନିଜ ହାତରେ ବୁଲାଇ ଠିକ ଦିଗରେ ନେଉଛନ୍ତି । ବନ୍ଧୁଗଣ ଏହା ହେଉଛି ମାନୁଆଲ ଷ୍ଟେରିଙ୍ଗ । ଏଭଳି ଦୁର୍ଭାଗ୍ୟ ଭଗବାନ କାହାକୁ ନ ଦିଅନ୍ତୁ ।

୪. ଜାନୁୟାରୀ ୨୦୨୨ରେ ବ୍ରାଜିଲର ଷ୍ଟେଫିନି ମେକୋ ନାମକ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେଇଥିଲା ଯାହା ଦେଖିଲେ ଆପଣ ବାହୁତ ରାଗିଯିବେ । ଏହି ଭିଡିଓରେ ଷ୍ଟେଫିନିଙ୍କ କ୍ୟାନ୍ସର ପୀଡିତ ମା ଭେଣ୍ଟିଲିଟରରେ ପଡିଛନ୍ତି ଓ ଶେଷ ନିଶ୍ଵାସ ନେଉଛନ୍ତି । ଷ୍ଟେଫିନି ନିଜ ମାର ଯତ୍ନ ନେବା ବଦଳରେ ସେଠାରେ ନାଚି ଭିଡିଓ ସୁଟ କରୁଛନ୍ତି । ଏହା ଅତ୍ୟନ୍ତ ଲଜ୍ୟା ଜନକ । ଏହି ଭିଡିଓ କରିବାର ଗୋଟେ ଦିନ ପରେ ତାଙ୍କ ମାଙ୍କ ଦେହାନ୍ତ ହୋଇଗଲା ।

୫. ସେପ୍ଟେମ୍ବର ୨୦୨୧ରେ ଓଗି ନାମକ କୁକୁର ନିଜ ମାଲିକ ସହ ବୁଲିବାକୁ ଯାଇଥିଲା । ଓଗିକୁ ଗାଡିଆ ବହୁତ ପସନ୍ଦ ତାକୁ ମନା କରିଲେ ବି ସେ ଜବରଦସ୍ତି ଗାଡିଆ ଭିତରକୁ ଯାଇ ଗାଧାଏ । ତେବେ ବନ୍ଧୁଗଣ ସେଦିନ ମଧ୍ୟ ଗୋଟେ ଗାଡିଆ ଦେଖି ଓଗି ଭିତରକୁ ପଶିଗଲା ହେଲେ ପାଣିରେ ଭାସୁ ଥିବା ଏକ କାଠ ଖଣ୍ଡକୁ ଦେଖି ସେ ସାପ ଭବିଲା । ଏହା ପରେ ସେ ଯେଉଁ ସ୍ପିଡରେ ବାହାରକୁ ଆସିଲା ତାହା ଦେଖିଲେ ଆପଣ ନିଜ ହସ ରୋକିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *