ବନ୍ଧୁଗଣ ଆଜି କାଲିର ଦୁନିଆରେ ଏପରୁ ସବୁ ଘଟଣା ଗୁଡିକ ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଏହି ଭିଡିଓଟି ହେଉଛି ଏକ ସ୍କୁଲର ଯେଉଁଥିରେ ଏକ ସ୍କୁଲ ଛାତ୍ର ଓ ଛାତ୍ରୀ ନଜର ଆସୁଛନ୍ତି । ଏହି ଭିଡିଓର ରହସ୍ୟ ବିଷୟରେ ଜାଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ।
ସାଧାରଣତଃ ସ୍କୁଲକୁ ପିଲା ମାନେ ପାଠ ପଢିବା ପାଇଁ ଯାଇଥାନ୍ତି । ହେଲେ ଏମିତି ମଧ୍ୟ କିଛି ପିଲା ଅଛନ୍ତି ଯେଉଁ ମାନେ ପ୍ରେମ କରିବା ପାଇଁ ସ୍କୁଲ ଯାନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ମଧ୍ୟ ପ୍ରେମ ଉପରେ ରହିଛି । ଏହି ଘଟଣାଟି ଘଟିଛି ଏକ ସ୍କୁଲରେ ଯେଉଁଠି ଏକ ଛାତ୍ର ଓ ଛାତ୍ରୀ ସ୍କୁଲ ସିଡି ଘରେ ପ୍ରେମ କରୁଥିବା ସମୟରେ ଧରା ପଡିଥିଲେ ।
ଛାତ୍ର ଛାତ୍ରୀ ଉଭୟ ପ୍ରେମ କରୁଥିବା ସମୟରେ ଶିକ୍ଷକ ସେହି ସ୍ଥାନରେ ଦୁଇଜଣଙ୍କୁ ଧରି ଥିଲେ ଓ ଭିଡିଓ କରିଥିଲେ । ଶିକ୍ଷକ ଯିବା ମାତ୍ରେ ଛାତ୍ର ଜଣକ ସେହି ଜାଗା ଛାଡି ଫେରାର ହୋଇଯାଇଥିଲେ ଓ ଛାତ୍ରୀ ଜଣକ କିଛି ବୁଝି ନପାରି ସେହି ସ୍ଥାନରେ କିଛି ସମୟ ମୁହଁ ଲୁଚାଇ ଛିଡା ହେଲେ । ଯେତେବେଳେ ସାର ଛାତ୍ରୀଙ୍କୁ ପଚାରିଲେ,ତମେ ଦୁଇଜଣ ଏଠି କଣ କରୁଛ ?
ସେତେବେଳେ ଝିଅଟି ନିଜ ମୁହଁ ବନ୍ଦ କରିଦେଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ବନ୍ଧୁଗଣ ପାଠ ନପଢି ପିଲା ମାନେ ପ୍ରେମ ନୀଳା କରୁଛନ୍ତି ସ୍କୁଲରେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।