ସୋସିଆଲ ମିଡିଆରେ କମାଲ ଦେଖାଉଛନ୍ତି ଏହି Indian Soldier, ଭିଡିଓ ଦେଖିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ସୋସିଆଲ ମିଡିଆରେ ଏପରି ସବୁ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ୟୁଜର୍ସ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହେଉଛନ୍ତି । ହେଲେ କେତେକ ଭିଡିଓ ଏମିତି ମଧ୍ୟ ରହିଛି ଯାହା ଦେଖିଲେ ଆପଣ ମାନଙ୍କର ହୋସ ଉଡିଯିବ । ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଜଣେ ସେନାର ଯବାନ ଏକ ବାଡି ସାହାରରେ ଏପରି ଏକ ବାଲାନ୍ସ କରୁଛି ଯାହା ଦେଖି ଲୋକ ମାନଙ୍କ ହୋସ ଉଡିଯାଇଛି । ଏହି ବ୍ୟକ୍ତି ଜଣକ ନିଜ ଦୁଇ ଗୋଡକୁ ବାଡିରେ ରଖି ପବନରେ ଛିଡା ହୋଇଯାଉଛି । ସୋସିଆଲ ମିଡିଆରେ ଏହି ଯବାନର ଭିଡିଓଟି ବହୁତ ଭାଇରାଲ ହେଉଛି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓରେ ଫିଜିକ୍ସର ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ଯୁବକ ନିଜ ଦୁଇ ପାଖରେ କିଛି ଚେୟାର ରଖିଛି ଦଣ୍ଡ ମାରିବା ପୋଜିସନରୁ ସେ ଡେଇଁ ଚେୟାରକୁ ଧରୁଛି । ଯୁବକଙ୍କ ଫିଜିକ୍ସ ଦେଖି ଅନେକ ଲୋକ ତାଙ୍କର ପ୍ରଶଂସା କରୁଛନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଜଣେ ଆର୍ମି ଯବାନ ବାଡିରେ ଏକ ଅଦ୍ଭୁଦ ଟ୍ୟାଲେନ୍ଟ ଦେଖାଇଛନ୍ତି । ଏହି ଯବାନ ଜଣକ ବାଡିକୁ ଧରି ବହୁତ ଡେଉଁ ଛନ୍ତି ଓ ବାଡିକୁ ନିଜ ଗୋଡ ତଳେ ପୁରାଇ ବାହାର କରି ଦେଉଛନ୍ତି । ଏମିତି କାର୍ଣ୍ଣମା ବହୁତ କମ ଲୋକ କରିପାରନ୍ତି । ଯବାନଙ୍କ ଏହି ଭିଡିଓର ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଛି ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ । ଏହି ଭିଡିଓରେ ଜଣେ ଯୁବକ ବୋତଲ ଉପରେ ନିଜର ଦୁଇ ଗୋଡ ଓ ଗୋଟିଏ ହାତ ରଖି ଫୁସଅପ୍ସ ମାରୁଛି । ବନ୍ଧୁଗଣ ଗୋଟେ ହାତରେ ଫୁସଅପ୍ସ ମାରିବା ବହୁତ କଷ୍ଟକର କିନ୍ତୁ ଏହି ଜୀବକ ଜଣକ ତିନୋଟି ବୋତଲ ଉପରେ ରହି ଫୁସଅପ୍ସ କରୁଛନ୍ତି ।

୫. ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ଭିଡିଓଟି ବହୁତ ଆଶ୍ଚର୍ଯ୍ୟ ଜନକ । ଏହି ଭିଡିଓରେ ଜଣେ ଯୁବକ ୪ଟି ପାଣି ବାଲଟି ଉପରେ ଡିଆଁ ମାରୁଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ଯୁବକ ଜଣକ ଡେଇଁବା ସମୟରେ ୪ଟି ପାଣି ବାଲଟିରେ ନିଜର ପାଦ ଲଗାଇ ଲଗାଇ ଯାଉଛି । ଭିଡିଓ ଦେଖିଲେ ଏମିତି ଲାଗୁଛି ଯୁବକ ଜଣକ ପାଣି ଉପରେ ଦଉଡି ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *