ମୁଁ ତୋ ପାପର ଲଙ୍କାକୁ ବର୍ବାଦ କରିଦେବି ! କାର ଭିତରେ ବନ୍ଦ୍, ମମିତାଙ୍କ ଶେଷ କାନ୍ଦ ଆଉ ଚିତ୍କାର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମମିତା ହ-ତ୍ୟା-କା-ଣ୍ଡ କୁ ନେଇ ଜୋର ସୋରରେ ଚାଲିଛି ତ-ନା-ଘ-ନା । ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପି । ମମିତାଙ୍କ ମୃ-ତ-ଦେ-ହ-କୁ ଯେଉଁଠି ପୋ-ଡା-ଯିବା ପରେ ପୋ-ତା ଯାଇଥିଲା ସେଠାରେ ପହଞ୍ଚି  କରିଛନ୍ତି ଛା-ନ-ଭି-ନ୍ । ଫ-ରେ-ନ-ସିକ ଟିମ୍ ସହ ଘ-ଟ-ଣା-ସ୍ଥଳରେ ପହଞ୍ଚି ଉକ୍ତ ଗା-ତରୁ ବିଭିନ୍ନ ନମୁନା ସଂଗ୍ରହ କରାଯାଉଛି ।

ଏପରିକି ଏଠାରେ ଆଉ କିଛି ଲୁ-ଚା-ଯାଇଥିବା ସ-ନ୍ଦେ-ହ କରୁଛି ପୋଲିସ । ଯେଉଁଥିପାଇଁ କିଛି ଲୋକଙ୍କୁ ଆହୁରି ଗା-ତ ଖୋ-ଳି-ବାକୁ ଡକାଯାଇଛି । ତେଣୁ ଗାତ ଖୋ-ଳି-ବା ପରେ ଆଉ କଣ ଏଥିରେ ଲୁ-ଚା-ଯାଇଛି ତାହା ସ୍ପଷ୍ଟ ହେବ । ତେବେ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ଙ୍କ ଦୁଇ ସହଯୋଗୀ ମଧ୍ୟ ଗି-ର-ଫ ହୋଇ ସାରିଲେଣି ଏବଂ ଅ-ଭି-ଯୁ-କ୍ତ ଗୋବିନ୍ଦକୁ ନେଇ ପୋଲିସ୍ ଆଜି କ୍ରା-ଇ-ମ-ସିନ୍ ରିକ୍ରିଏସନ୍ କରିପାରେ ।

ଗୋବିନ୍ଦର ସହଯୋଗୀ ରାଧେ ଓ କଲେଜର ମୁନସିକୁ ଜେ-ରା କରାଯାଇପାରେ । ଗତକାଲି ଜେ-ରା କରାଯାଉଥିବା ବେଳେ ହ-ତ୍ୟା-କା-ଣ୍ଡ ସମ୍ପର୍କରେ ଗୋବିନ୍ଦ ବର୍ଣ୍ଣନା କରିଥିଲା ବୋଲି ସୂଚନା ମିଳିଛି । ମମିତାଙ୍କୁ ନେଇ ପାଣିକେଶ୍ୱରୀ ମନ୍ଦିରରେ ଶପଥ କରିବାକୁ କହିଥିଲା ଗୋବିନ୍ଦ । ଗୁ-ମ-ର ପ୍ରଘଟ ନ କରିବାକୁ କହିଥିଲା ଗୋବିନ୍ଦ । କିନ୍ତୁ ସେ ରାଜି ନହେବାରୁ ହ-ତ୍ୟା କରିବାକୁ ନିଷ୍ପତି ନେଇଥିଲା ଗୋବିନ୍ଦ ।

କୁଶୁଡ଼ୁ ଛକରେ ଦିନ ୧୧ ଟାରେ ମମିତାଙ୍କ ତ-ଣ୍ଟି-ଚି-ପି ହ-ତ୍ୟା କରିଥିଲା । ଗୋବିନ୍ଦ ଆଗକୁ କହିଛି ଯେ ହ-ତ୍ୟା ପରେ ମୃ-ତ ଦେ-ହ କୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ । ଆଉ ରାତିରେ ହିଁ ମୃ-ତ-ଦେ-ହ-କୁ ପୋ-ଡ଼ି-ବା ଓ ପୋ-ତି-ବା କାର୍ଯ୍ୟ କରିଥିଲା । ରାଧେକୁ ଷ୍ଟାଡିୟମ୍ ଗା-ତ ନିକଟରେ ଟାୟାର ରଖିବାକୁ କହିଥିଲା । ମୁନସିକୁ ଗା-ତ ନିକଟରେ କାଡବୋର୍ଡ ମହଜୁଦ୍ ରଖିବାକୁ କହିଥିଲା ।

ଆଉ ରାତିରେ ନିଜେ ଶ-ବ-କୁ ପୋ-ଡ଼ି-ବା ଓ ପୋ-ତି-ଥିବା କହିଛି ଗୋବିନ୍ଦ । ଖାଲି ସେତିକି ନୁହେଁ ସେ ନିଜ ସହଯୋଗୀ ମାନଙ୍କୁ କାମ ଦେଇଥିଲା କିନ୍ତୁ କାରନାମା ସମ୍ପର୍କରେ କିଛି ଜଣାଇନଥିଲା । ତେବେ ଗୋବିନ୍ଦ ମମିତାଙ୍କୁ ନିଜ ମାଆ ଙ୍କ ରାଣ ଖାଇ ମୋର କୌଣସି କଥା କାହା ଆଗରେ କହିବୁନି ବୋଲି ଶପଥ କର କହିଥିଲେ । ତେବେ ମମିତା ରାଜି ହୋଇ ନଥିଲେ ।

କହିଥିଲେ କି ତୋ ଭଳି ପା-ପି ର ମୁହଁ ମୁଁ ଖୋଲିକି ରହିବି ଏବଂ ତୁ ଯେଉଁ ଝିଅ ମାନଙ୍କ ସହ ଖରାପ କାମ କରୁଛୁ ତାକୁ ମଧ୍ୟ ମୁଁ ସମସ୍ତ ଙ୍କ ଆଗରେ ନେଇ ଆସିବି । ମୁଁ ତୋ ପା-ପର ଲ-ଙ୍କା କୁ ବ-ର୍ବା-ଦ କରିଦେବି । ତେବେ ଏହା ପରେ ଗୋବିନ୍ଦ ମମିତା ଙ୍କ ତ-ଣ୍ଟି ଚି-ପି ମା-ରି-ଦେଇ ଥିଲା ଏବଂ ତାଙ୍କୁ ସେହି ଷ୍ଟାଡିୟମରେ ପୋ-ତି ଦେଇଥିଲା ।

Leave a Reply

Your email address will not be published. Required fields are marked *