SBI ଗ୍ରାହକ ଙ୍କ ପାଇଁ ଚେତାବନୀ ! ଏହି 2 ଟି ନମ୍ବରରୁ କଲ ଆସିଲେ ଉଠାନ୍ତୁ ନାହିଁ, ନହେଲେ ନିମିଷକ ମଧ୍ୟରେ ଆକାଉଣ୍ଟ ହେଇଯିବ ଖାଲି… 

ବନ୍ଧୁଗଣ ଭାରତର ସର୍ବ ଶ୍ରେଷ୍ଠ ବ୍ୟାଙ୍କ ଏସବିଆଇରେ ସମସ୍ତେ ଲୋକ ଖାତା ଖୋଲିଛନ୍ତି । ଯଦି ଆପଣ ବି ଜଣେ ଏସବିଆଇ ଗ୍ରାହକ ଆଉ ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଅଛି ତା ହେଲେ ଜାଣି ରଖନ୍ତୁ ଏକ ବିଶେଷ କଥା । ବନ୍ଧୁଗଣ ଏହି ସୂଚନାଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ସୂଚନା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସୂଚନା ବିଷୟରେ ।

ଏସବିଆଇ ନିଜ ଟ୍ବିଟର ଆକାଉଣ୍ଟରେ ଏକ ସତର୍କ ସୂଚନା ଜାରି କରିଛି । ଯଦି ଆପଣ ଏହି ସତର୍କ ସୂଚନା ବିଷୟରେ ନ ଜାଣିବେ ତା ହେଲେ ଆପଣଙ୍କ ଆକାଉଣ୍ଟ ହୋଇପାରେ ଶୁଣ ଆଉ ଆପଣ ଏଥିପାଇଁ ହୋଇ ପାରନ୍ତି ହଇରାଣ । ବନ୍ଧୁଗଣ ପ୍ରତିଦିନ ଆପଣ ଅନଲାଇନ ସ୍କାମ ଓ ଠକେଇ ବିଷୟରେ ଜାଣିବାକୁ ପାଉଥିବେ । ଅନେକ ଲୋକ ଏହି ସ୍କାମ ଓ ଠକେଇର ଶିକାର ହୋଇଯାନ୍ତି ।

ଏପରି ସମୟରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକ ମାନଙ୍କ ପାଇଁ ଏକ ଚେତାବନୀ ଜାରି ରଖିଛି । ବ୍ୟାଙ୍କ ନିଜ ଟ୍ବିଟର ଆକାଉଣ୍ଟରେ ଏନେଇ ସୂଚନା ଦେବା ସହିତ କେୱାଇସି ନାଁରେ ହେଉଥିବା ଠକେଇ ବିଷୟରେ ନିଜ ଗ୍ରାହକଙ୍କୁ ଚେତାବନୀ ଦେଇଛି । ତେବେ ଏସବିଆଇ ନିଜ ଟ୍ବିଟର ଆକାଉଣ୍ଟରେ ଦୁଇଟି ନମ୍ବର ଜଣାଇଛି ।

ଯଦି ଆପଣଙ୍କୁ ଏହି ଦୁଇଟି ନମ୍ବରରେ କଲ୍ ଆସୁଛି ତେବେ ଆପଣ କୌଣସି ନିଜର ବ୍ୟାଙ୍କ ସମ୍ବନ୍ଧିତ ସୂଚନା ସେୟାର କରନ୍ତୁ ନାହିଁ । ଏମିତି କି କେୱାଇସିର ବାହାନ ଦେଖାଇ ବ୍ୟକ୍ତିଗତ ତଥ୍ୟ ମଗାଉ ଥିବା ଜଣା ପଡିଛି ତେବେ କୌଣସି ପ୍ରକାରର ବ୍ୟକ୍ତିଗତ ତଥ୍ୟ ସେମାନଙ୍କୁ ଦିଅନ୍ତୁ ନାହିଁ ବୋଲି ବ୍ୟାଙ୍କ ଚେତାଇ ଦେଇଛି ।

କୁହାଯାଉଛି ଏହି ଦୁଇଟି ନମ୍ବରରୁ ଲୋକ ମାନଙ୍କୁ ବହୁଳ ପରିମାଣରେ ଠକା ଯାଉଛି । ଏହି ନମ୍ବରରୁ କଲ୍ କରି ଆସାମୀ ମାନେ ସାଧାରଣ ଲୋକଙ୍କ ବ୍ୟାଙ୍କ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି । ଏନେଇ ସିଆଇଡିଆକୁ ତଥ୍ୟ ମିଳିବା ପରେ ଟ୍ବିଟରରେ ଏହି ତଥ୍ୟ ଦିଆଯାଇଥିଲା ।  ହେଲେ ବନ୍ଧୁଗଣ ଏସବିଆଇ ଦେଇଥିବା ଏହି ଦୁଇଟି ନମ୍ବରକୁ ମନେ ରଖନ୍ତୁ ଆଉ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *