ସାବିତ୍ରୀରେ Rani Panda କାହାକୁ ଏମିତି ଗାଳି ଦେଲେ ଶୁଣିଲେ କାନରୁ ଧୂଆଁ ବାହାରିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରାଣୀ ପଣ୍ଡା । ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନିଶ୍ଚୟ ଜାଣିଥିବେ । ରାଣୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଅନେକ ଫଟୋ ଓ ଭିଡିଓ ମଧ୍ୟ ସେୟାର କରନ୍ତି ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଏ ।

ତେବେ ବନ୍ଧୁଗଣ ରାଣୀ ଅଧିକାଂଶ ସମୟ କେତେକ ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ରାଣୀ ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏହି ଭିଡିଓରେ ରାଣୀ ଯାହା କହୁଛନ୍ତି ତାହା ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେବେ । ରାଣୀ ଏହି ଭିଡିଓଟି ଗତ କାଲି ତଥା ସାବିତ୍ରୀ ବ୍ରତରେ କରିଥିଲେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ରାଣୀ ଏହି ଭିଡିଓରେ କହୁଛନ୍ତି-‘ଆଜି ତ ହେଉଛି ସାବିତ୍ରୀ କିଛି ଘଇତା ଛାଡି କିଛି ମାଇକିନିଆ ଛଡା ସତ୍ୟବାନ ସାବିତ୍ରୀ ହେଇଥିବେ । କଣ କହିବି ମୁଁ ଆଉ । ମୁଁ ଗୋଟେ କଥା ବୁଝି ପାରୁନି ଆମ ସିନେମା ସିରିଏଲ ଜଗତରେ ଏତେ ସୁନ୍ଦର ସୁନ୍ଦର ପ୍ରଡ଼କ୍ଟ କେଉଁଠୁ ଆନୁଛନ୍ତି । ଏତେ ସୁନ୍ଦର ଅଭିନୟ ଦେଖିବା ପାଇଁ ଏତେ ସୁନ୍ଦର । ଚମତ୍କାର ଅଭିନୟ ସେଇଥିପାଇଁ ଆମ ଇଣ୍ଡଷ୍ଟ୍ରି ପୁରା ବରବାଦ ଉପରେ ।

ଶଳା ମୁହଁକୁ ଟିକେ ଲଜ୍ୟା ସରମ ଅଛି ନା । ମୁଁ ଆଗକୁ ଏମିତି କଥା କହିବି ଶୁଣି ପାରିବନି ପୁରା ଜାଗାରେ ବାଜିବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଣୀ ସାବିତ୍ରୀ ବ୍ରତ ଦିନ କଥା କହିଛନ୍ତି । ତେବେ ରାଣୀଙ୍କ ଏହିସବୁ କଥା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *