ଏହା କ’ଣ Babushan ଓ Prakruti ଙ୍କ ଅଡିଓ ? ଯଦି ଏହା ସତ ତେବେ ଭାଇରାଲ କଲା କିଏ ? ଜାଣନ୍ତୁ ଏହି ଭାଇରାଲ ଅଡିଓ ପଛର ସତ କଣ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଏକ ଅଡିଓ ଭା-ଇ-ରା-ଲ ହେବାରେ ଲାଗିଛି । ଯଦି ଏହା ବାବୁସାନ ଏବଂ ପ୍ରକୃତିଙ୍କ ଅଡିଓ ତେବେ ଏହାକୁ ଭା-ଇ-ରା-ଲ କରିଲା କିଏ ? ଏବଂ କାହା ଫୋନରୁ ହୋଇଛି ଏହି ଅଡିଓ ଭା-ଇ-ରା-ଲ ? ସମସ୍ତଙ୍କ ଫୋନରେ ବର୍ତ୍ତମାନ ଗୋଟିଏ ଅଡିଓ ପ୍ଲେ ହେଉଛି । ସେହି ଅଡିଓ ହେଉଛି ଗୋଟିଏ ଝିଅ ଏବଂ ପୁଅ ମଧ୍ୟରେ ହୋଇଥିବା ବହୁତ ଇଣ୍ଟିମେଣ୍ଟ କଥାବାର୍ତ୍ତାର ଅଡିଓ ।

ଏହି ଅଡିଓକୁ ଭଲସରେ ଶୁଣିଲେ ଜଣାପଡୁଛି ଯେ ଏହା ପ୍ରକୃତି ଏବଂ ବାବୁସାନଙ୍କର ବୋଲି, ଏହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ମାତ୍ର ଏଠାରେ ବଡପ୍ରଶ୍ନ ଯେ ବାବୁସାନ ଏବଂ ପ୍ରକୃତିଙ୍କ ଅଡିଓକୁ ଭାଇରାଲ କରିଲା କିଏ ? ଯଦି ଅଡିଓରେ ଥିବା ଦୁଇ ଜଣଙ୍କୁ ବାବୁସାନ ଏବଂ ପ୍ରକୃତିଙ୍କୁ ଧରାଯାଏ, ତେବେ ୩ ଟି କଥା ସାମ୍ନାକୁ ଆସୁଛି । ପ୍ରଥମଟି ଏହି ଅଡିଓ ଆକ୍ସିଡେଣ୍ଟାଲ ଭାବରେ ଭା-ଇ-ରା-ଲ ହୋଇଥାଇପାରେ ।

ଅଥବା କେହି ଏହି ରେକର୍ଡ କୁ ଚୋରୀ କରି ଭା-ଇ-ରା-ଲ କରିଦେଇପାରନ୍ତି । ଏବଂ ଏହା କେବଳ ନିଜର ଲୋକ ହିଁ କରିଥିବେ ବୋଧହୁଏ । ଏହି ଅଡିଓ କୁ ଜାଣିଶୁଣି ପ୍ରକୃତି ଅଥବା ବାବୁସାନ ଭା-ଇ-ରା-ଲ କରିଥାଇ ପାରନ୍ତି । କାରଣ ପ୍ରକୃତିଙ୍କୁ ଏହି ମାମଲାରେ ଟାର୍ଗେଟ କରାଯାଉଛି ଏବଂ ତାଙ୍କୁ ହିଁ ଦୋଷ ଲଦାଯାଉଅଛି ।

ସେଥିପାଇଁ ପ୍ରକୃତି ଚାହୁଁଥିବେ ଓଡିଶାବାସୀ ଜାଣନ୍ତୁ ଯେ ନିଆଁ କେବଳ ଗୋଟିଏ ପଟରୁ ଲାଗିନଥିଲା । ତାଙ୍କ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଏହି ଅଡିଓ ମାଧ୍ୟାମରେ ଦେଖାଇବାକୁ ଚାହିଁଥାଇପାରନ୍ତି ପ୍ରକୃତି । ତୃତୀୟରେ ଏହା ହୋଇଥାଇପାରେ ଯେ ଏହି ଅଡିଓକୁ ବାବୁସାନଙ୍କ ପତ୍ନୀ ତୃପ୍ତି ଭା-ଇ-ରା-ଲ କରିଥାଇ ପାରନ୍ତି । ତୃପ୍ତି ଏହା ପ୍ରମାଣ କରିବାକୁ ଚାହିଁଥିଲେ ଯେ ବାବୁସାନଙ୍କୁ ପ୍ରକୃତି କିଭଳି ବ୍ଳାକମେଲ କରିବାକୁ ଚାହୁଁଥିଲେ ?

ଏହା ପୂର୍ବରୁ ତୃପ୍ତି ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ ଯେ ପ୍ରକୃତି ଅନେକ ସମୟରେ ବାବୁସାନଙ୍କୁ ଫୋନ କରୁଥିଲେ ଏବଂ ବାବୁସାନଙ୍କୁ ହାତ କାଟିଦେବେ ତଥା ଛାତରୁ ଡେଇଁ ପଡିବେ ବୋଲି ଧମକ ଦେଉଥିଲେ । ଅପରାଜିତା ମହାନ୍ତି ମଧ୍ୟ ଏହି ଅଭିଯୋଗ ମି-ଡି-ଆ ସମୁଖରେ କହିଥିଲେ । ପ୍ରକୃତି ଏହି ଅଡିଓ ରେ ବାବୁସାନଙ୍କୁ କହିଛନ୍ତି ଯେ ତାଙ୍କ ଦେହରେ କଟାଦାଗ ରହିଅଛି ଏବଂ ସେଥିରୁ ବ୍ଲଡ଼ ବାହାରୁଛି ତାହା କେବଳ ବାବୁସାନଙ୍କ ନିମନ୍ତେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *