ଘରୁ ବାହାରକୁ ଆସିଲେ ବାବୁସାନ, କହିଲେ ‘ମୁଁ ଯିବିନି…ମୋ ପୁଅ ମୋ ପାଖକୁ ଫେରିବ…’ ଦେଖନ୍ତୁ emiti କାହିଁକି କହିଲେ ବାବୁସାନ

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ନିଜ ଘରୁ ବାହାରି ମି-ଡି-ଆ ଭାଇମାନଙ୍କୁ କହିଛନ୍ତି ଯେ, ଆପଣ ମାନେ ଖାଇଛନ୍ତି କି ନା ? ଏତେ ସମୟ ଧରି ଅପେକ୍ଷା କରିଛନ୍ତି ରାତି ହେଲାଣି ଖାଇ ନାହାଁନ୍ତି କ’ଣ ପାଇଁ ? ଆପଣ ମାନେ ଯାଇ ଖାଇ ଦିଅନ୍ତୁ । ଏହାପରେ ମି-ଡି-ଆ ଭାଇମାନେ ପଚାରିଥିଲେ ଯେ ଆପଣଙ୍କର ଦେହ ବର୍ତ୍ତମାନ କେମିତି ଅଛି ? ଭଲ ଅଛି ବୋଲି କହିଥିଲେ ବାବୁସାନ । ଆଉ ଟିକିଏ ରେଷ୍ଟ ନେଲେ ସେ ସଂପୂର୍ଣ୍ଣ ଭଲ ହୋଇଯିବେ ବୋଲି କହିଛନ୍ତି । ମି-ଡି-ଆ ତରଫରୁ ପଚରାଯାଇଥିଲା ଯେ ଭାଇ ଆଉ କେତେଦିନ ଅପେକ୍ଷା କରିବା ?

ବାବୁସାନ କହିଥିଲେ ଯେ ଆପଣ ମାନେ ଅପେକ୍ଷା କରୁଛନ୍ତି ତାହା ବହୁତ ଖରାପ ଲାଗୁଛି ଏଣୁ ଆପଣ ମାନେ ଜାଆନ୍ତୁ ରାତି ଅନେକ ହେଲାଣି, ଯାଇକି ଖାଇ ନିଅନ୍ତୁ ତଥା ଶାନ୍ତିରେ ରୁହନ୍ତୁ ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ ବାଇଟ ଦେବି । ଏବଂ ଆପଣ ମାନଙ୍କର ଆସିବା ଦରକାର ନାହିଁ ମୁଁ ନିଜେ ଜିବି ଆପଣଙ୍କ ପାଖକୁ ।

ଥାନାରେ ପଚରା ଉଚରା ସାରିଲା ପରେ ବାବୁସାନ ନିଜ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି । ସେ ପୁରା ଶାନ୍ତିରେ ତଥା ନିଜ ପରିବାର ସହିତ ଅଛନ୍ତି ବୋଲି କହିଛନ୍ତି ବାବୁସାନ । ଏହାପରେ ବାବୁସାନଙ୍କୁ ପଚାରିଥିଲେ ମି-ଡି-ଆ ଯେ ଭାଇ ଆପଣଙ୍କ ମେଣ୍ଟାଲ କଣ୍ଡିସନ ଠିକ ଅଛି ତ ? ମାନସିକ ଚାପ କିଛି ନାହିଁ ତ ? ବାବୁସାନ କହିଲେ ମୁଁ ସଂପୂର୍ଣ୍ଣ ଭଲ ଅଛି କେବେ କିଛି ଚାପ ରହିନାହିଁ ମୋର ।

ଏହାପରେ ପଚରା ଯାଇଥିଲା ଯେ ଭାଇ ଆପଣ ଆପଣଙ୍କ ପୁଅ ପାଖକୁ କେବେ ଯାଉଛନ୍ତି ? ବାବୁସାନ କହିଥିଲେ ଯେ “ମୋ ପୁଅ ମୋ ପାଖକୁ ଆସିବ” । କେତେ ଫ୍ୟାନ ବାବୁସାନଙ୍କୁ ଅପେକ୍ଷା କରିଛନ୍ତି କହିବାରୁ ବାବୁସାନ କହିଲେ ଯେ ମୁଁ ଜାଣିଛି ଏବଂ ମୁଁ ମଧ୍ୟ ସେମାନଙ୍କୁ ବେସୀ ଭଲପାଏ । ଏବଂ ମୁଁ ଆପଣ ମାନଙ୍କୁ ମଧ୍ୟ ଭଲପାଏ ।

ଖାଲି ଏତିକି ମୋର ଚିନ୍ତା ଆପଣ ମାନେ ଯେଉଁ ଛିଡା ହୋଇଛନ୍ତି ମତେ ତାହା ବହୁତ ଖରାପ ଲାଗୁଛି । ଏତେ ସମୟ ଅପେକ୍ଷା କରି ଯେଉଁ ଛିଡା ହୋଇଛନ୍ତି ମତେ ତାହା ଖରାପ ଲାଗୁଛି । ଏଣୁ ଆପଣ ମାନଙ୍କୁ ଅନୁରୋଧ କରୁଛି ଯେ ଆପଣ ମାନେ ଯାଇ ଖାଆନ୍ତୁ ରାତି ଅନେକ ହେଲାଣି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *