ସଂସାର ଭାଙ୍ଗୁଛି ମିଡିଆ, ଲୋକପ୍ରିୟ କମେଡିଆନ Mr Gulua କାହିଁକି emiti କହିଲେ …ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ସବୁଠାରେ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା, ପ୍ରକୃତି ମିଶ୍ର ଏବଂ ବାବୁସାନ । ଏହି ସମ୍ବନ୍ଧରେ ମିଷ୍ଟର ଗୁଲୁଆ କହିଛନ୍ତି ଯେ, ସୋ-ସି-ଆ-ଲ ମି-ଡି-ଆ ଯୁଗରେ ଅନ୍ୟକୁ ଆକ୍ଷେପ କରିବା ବହୁତ ସହଜ । ତେବେ ସମୟ ଥିଲା ସେମାନେ ଲୋକମାନଙ୍କୁ ବହୁତ ଏଣ୍ଟଟେରମେଣ୍ଟ କରୁଥିଲେ ଏବଂ ଆକୃଷ୍ଠ କରୁଥିଲେ । ମାତ୍ର ଖରାପ ସମୟ ହୋଇଯାଇଅଛି ଯେଉଁ ଭୁଲଟି ହେଇଛି ସେଥିପାଇଁ ତାଙ୍କୁ ଯଥେଷ୍ଟ ସେମାନଙ୍କୁ ନିନ୍ଦା ଅପବାଦ ତଥା ଓଡିଶାର ଲୋକେ ଜାଣିଗଲେଣି ।

ମାତ୍ର ଏହି ନିନ୍ଦା ଅପବାଦ ସତ୍ବେ ଓଡିଶାର ମି-ଡି-ଆ ଭାଇମାନେ ତାହାକୁ ଏତେ ଚର୍ଚ୍ଚା କରୁଛନ୍ତି, ସେଥିରେ ପୁଣି ମସଲା ମିଶାଇ କହୁଛନ୍ତି, ତଥା ଘର ପାଖରେ ଯାଇ ଛିଡା ହୋଇଯାଉଛନ୍ତି, ତାଙ୍କ ବାଟରୁମରେ ପସିଯାଉଛନ୍ତି । ଯଦି ଘର ପାଖରେ ଛିଡା ହୋଇଛନ୍ତି ବାବୁସାନ ମିଳୁ ନାହାଁନ୍ତି ତେବେ ସିକ୍ୟୁରିଟି ତଥା ବଡିଗାର୍ଡକୁ ପଚାରୁଛନ୍ତି କ’ଣ ଖାଉଛନ୍ତି ଆପଣ ରାତିରେ ରୋଟି ନା ଭାତ ?

ମାତ୍ର ସେମାନଙ୍କ ଏହି ଖରାବ ସମୟ ମଧ୍ୟରେ ଫାଇଦା ଉଠାଉଛନ୍ତି ଆପଣ ମାନେ । ଗୋଟିଏ ଘଟଣାକୁ ୧୦୦ ପ୍ରକାର କଣ୍ଟେନ ଆପଣ ମାନେ ତିଆରି କରୁଛନ୍ତି । ମାତ୍ର ଖାଲି ଏତିକି ଏନୁରୋଧ ରାସ୍ତା ଉପରେ ଯଦି ଏକ ଛୋଟ ଜିନିଷକୁ ନେଇ ଆପଣ ମାନଙ୍କୁ ବେଜିତ କରିଲେ ଖରାପ ଲାଗେ, ତେବେ ତାଙ୍କୁ କେତେ ଖରାପ ଲାଗୁଥିବ ? ଭୁଲଟି ହୋଇଛି ସତ ଏବଂ ତାଙ୍କୁ ବହୁତ ଖରାପ ମଧ୍ୟ ଲାଗୁଥିବ ନିନ୍ଦା ଅପବାଦ ସହି, ମାତ୍ର ମି-ଡି-ଆର କାମ ହେଉଛି ଖବର ପହଞ୍ଚାଇବା ।

କିନ୍ତୁ ତାକୁ ଆପଣ ମାନେ ଯେଉଁ ନିଆଁରେ ଘିଅ ଢାଳୁଛନ୍ତି ତାହା ନକରି ଡାଇରେକ୍ଟ ପେଟ୍ରୋଲ ଲଗାଇ ନିଆଁ ଲଗାଇ ଦିଅନ୍ତୁ । କେତେ ଲୋକ ଏହାକୁ ରୋଷ୍ଟ କରୁଛନ୍ତି ତଥା କେତେ ପ୍ରକାର ହାଇଲାଇଟ କରୁଛନ୍ତି । ଭୁଲ ହୋଇଛି, ମାତ୍ର ମିଡିଆ ଭାଇମାନେ ତାକୁ ପଜେଟିଭଲି କିଭଳି କ’ଣ କରିଲେ ତାହା ସଠିକ ହୋଇପାରିବ, ତାହା ଉପରେ ଗୁରୁତ୍ଵ ଦେଲେ ଠିକ ହେବ । ଉତ୍ତମ ମହାନ୍ତି ଙ୍କ ବୟସ ହୋଇଗଲାଣି ଏବଂ ତାଙ୍କ ଶରୀର ମଧ୍ୟ ଅସୁସ୍ଥ । ତେବେ ସେ କେତେ ଟେନସନ ଥିବେ ? ତାଙ୍କର ପରିବାର ସମସ୍ୟା ତାଙ୍କୁ ସମାଧାନ କରିବା ପାଇଁ ଦିଅ ।

ମାତ୍ର ଜଣଙ୍କର ଇଜ୍ଜତ ଯାଇଛି ତାକୁ ଗାମୁଛା ଘୋଡାଇବା ବଦଳରେ ମି-ଡି-ଆ ଭାଇମାନେ ତାଙ୍କ ପ୍ୟାଣ୍ଟ ଖୋଲି, ଲୁଙ୍ଗୀ ଖୋଲି ତାହା ମଧ୍ୟରେ ମହୁମାଛି ପୁରାଇ ଦେଉଛନ୍ତି । ତେବେ ଏହା ଆଦୌ କରନ୍ତୁ ନାହିଁ । ସମାଧାନ କିଭଳି ହେବ ତାହା ଚିନ୍ତା କରିଲେ ଉଚିତ ହେବ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *