ବିଶ୍ଵବାସୀଙ୍କୁ NASA ର ସତର୍କବାଣୀ ! ପୃଥିବୀ ଆଡକୁ ମାଡି ଆସୁଛି ଏକ ବିରାଟ ବଡ ଧୂମକେତୁ, ଦେଖନ୍ତୁ ଏ ନେଇ କଣ କହିଲା NASA

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବରଟି ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି । ବର୍ତ୍ତମାନ ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ମାନଙ୍କର ବି ଚିନ୍ତା ବଢାଇ ପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ପୃଥିବୀ ଆଡକୁ ମା-ଡି ଆସୁଛି ଧୂମକେତୁ ଘଣ୍ଟା ପ୍ରତି ୫୦୦୦ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଆସୁଥିବାର ସୂଚନା ମିଳିଛି ।

ଏହି ଧୂମକେତୁକୁ ଆଖି ଆଗରେ ରଖି ସାରା ବିଶ୍ଵକୁ ସତର୍କ କରାଇଛି ଆମେରିକାରେ ସ୍ପେସ ଏଜେନ୍ସି ନାସା । ବିଶ୍ଵକୁ ଚେତାବନୀ ଦେଇ ନାସା କହିଛି, ପୃଥିବୀ ଆଡକୁ ଏକ ବିଶାଳ କାୟ ଧୂମକେତୁ ମା-ଡି ଆସୁଛି । ତେବେ ସବୁ ଠାରୁ ବଡ କଥା ହେଉଛି ଏହି ବିଶାଳ ଧୂମକେତୁର ଆକାରରେ ବହୁତ ବଡ ଏହା ସହିତ ଏହି ଧୂମକେତୁକୁ ଦେଖିବା ମଧ୍ୟ ବହୁତ ଭ-ୟ-ଙ୍କ-ର ।

ପୃଥିବୀ ଆଡକୁ ମାଡି ଆସୁଥିବା ଏହି ଧୂମକେତୁର ନାମ ରଖାଯାଇଛି ୪୬୬୦ ନେନୀୱେସ । ଏହାର ଆକାର ଗୋଟେ ବଡ ଫୁଟବଲ ଗ୍ରାଉଣ୍ଡ ଠାରୁ ପ୍ରାୟ ତିନିଗୁଣ ଅଧିକ ବଡ । ଆସନ୍ତା ଡିସେମ୍ବର ୧୧ ରେ ଏହା ପୃଥିବୀର ଖୁବ ନିକଟରେ ଗତି କରିପାରେ ବୋଲି ନାସା ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହା ଯାଇଛି । ଦ୍ରୁତ ଗତିରେ ମା-ଡି ଆସୁଥିବା ଏହି ଧୂମକେତୁ ପୃଥିବୀ ପାଇଁ ବି-ପ-ଦ ହେବ ନା ନାହିଁ ଆଉ କିଛି ଦିନ ମଧ୍ୟରେ ଜଣା ପଡିଯିବ ।

ବର୍ତ୍ତମାନ ଏହି ଧୂମକେତୁଟି ପୃଥିବୀ ଠାରୁ ପ୍ରାୟ ୪୯ ଲକ୍ଷ କିଲୋମିଟର ଦୂରରେ ରହିଛି । ଏହି ଧୂମକେତୁଟି ପୃଥିବୀର ଖୁବ ନିକଟରେ ଗତି କରିପାରେ । ବନ୍ଧୁଗଣ ଏଭଳି ଧୂମକେତୁ ପ୍ରତି ୧୦ ବର୍ଷକୁ ଥରେ ଦେଖିବାକୁ ମିଳିଥାଏ । ଅନେକ ଥର ମହାକାଶରେ ଘୁରି ବୁଲୁଥିବା କ୍ଷୁଦ୍ର ଗ୍ରହ ଗୁଡିକ ପୃଥିବୀ ପାଇଁ ବିପଦ ସୃଷ୍ଟି କରନ୍ତି । ଏମିତିକି ଅନେକ ଧୂମକେତୁ ପୃଥିବୀ ପୃଷ୍ଟରେ ମା-ଡ ହୋଇ କ୍ଷ-ତି କରାଇ ଥାନ୍ତି ।

Leave a Reply

Your email address will not be published. Required fields are marked *