ଚାଲୁଥିବା Car ରେ ଲାଗିଲା ଭୟଙ୍କର ନିଆଁ, ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଲା ଭିଡିଓ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବର୍ତ୍ତମାନ ସମୟ ରେ ଅନେକ ପ୍ରକାର ଆଶ୍ଚର୍ଯ୍ୟଜନକ ଘ-ଟ-ଣା ଘ-ଟି-ବା-ରେ ଲାଗିଛି । ଆ-କ-ସ୍ମି-କ ଭାବରେ ଘ-ଟୁ-ଥିବା ଏହି ସମସ୍ତ ଘଟଣା ସାଧାରଣ ବ୍ୟକ୍ତି ଙ୍କୁ ମଧ୍ୟ ଚକିତ କରୁଛି । ସେହିପରି ପୁଣିଥରେ ଏକ ଅ-ଘ-ଟ-ଣ ଘଟିଛି ଯମୁନା ଏକ୍ସପ୍ରେସୱେ ନିକଟରେ । ଯାହା ସ୍ଥାନୀୟ ବ୍ୟକ୍ତି ଙ୍କୁ ଆଚମ୍ବିତ କରି ଦେଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘ-ଟ-ଣା ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।


ଯମୁନା ଏକ୍ସପ୍ରେସୱେ ରେ ରେ ଏକ ଚଳନ୍ତା କାର୍ ରେ ଆଜି ହଠାତ ନି-ଆଁ ଲାଗିଗଲା । ଏକ୍ସପ୍ରେସୱେ ରେ ଅତିକ୍ରମ କରୁଥିବା ଲୋକମାନେ ଦେଖିବା ଭିତରେ ହିଁ ଏହି ନି-ଆଁ ତୀବ୍ରତର ହୋଇଗଲା । ଉକ୍ତ ସ୍ଥାନ ନି-ଆଁ ର ଧୂ-ଆଁ ରେ ପୂର୍ଣ୍ଣ ହୋଇଗଲା । କାର୍ ରେ ଲାଗିଥିବା ନି-ଆଁ ଏତେ ମାତ୍ରାରେ ବଢ଼ିଗଲା ଯେ, ସେହି କାର୍ ର ଆଖପାଖ କୁ ଯିବା ମଧ୍ୟ କଷ୍ଟକର ହୋଇଗଲା ।

ଯମୁନା ଏକ୍ସପ୍ରେସୱେ ନିକଟରେ କାର୍ ରେ ନି-ଆଁ ଲାଗିବା ଘ-ଟ-ଣା ର ସୂଚନା ରେ ଫା-ୟ-ର ବ୍ରିଗେଡ଼ ର ଗାଡ଼ି ମଧ୍ୟ ଆସି ପହଞ୍ଚିଥିଲା । ଏହାପରେ ହିଁ ନି-ଆଁ କୁ ଲିଭାଯାଇ ପାରିଥିଲା । କାର୍ ରେ ନି-ଆଁ ଲାଗିବା ପରେ କୌଣସି ବି ପ୍ରକାର ପ୍ରା-ଣ-ହା-ନୀ ସୂଚନା ଆସିନାହିଁ ।

ଯମୁନା ଏକ୍ସପ୍ରେସୱେ ରେ ରବୁପୁରା ଥାନା କ୍ଷେତ୍ର ର ଫଲେଦା କ-ଟ୍ ନିକଟରେ ଏହି ଘ-ଟ-ଣା ର ସୂଚନା ମିଳିବା ପରେ ପୋଲିସ ଏହି ଘ-ଟ-ଣା ସମ୍ବନ୍ଧରେ ନିଜର ଅନୁସନ୍ଧାନ ଆରମ୍ଭ କରି ସାରିଛି । କାର୍ ରେ ନି-ଆଁ କଣ ପାଇଁ ଲାଗିଲା ଏହାର ଅନୁସନ୍ଧାନ ଚାଲିଛି । ଏକ୍ସପ୍ରେସୱେ ରେ ଚଳନ୍ତା କାର୍ ରେ ନି-ଆଁ ବା-ରୁ-ଦ ହେବାର ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି ।


ଯଦିଓ କାର୍ ରେ ନି-ଆଁ କଣ ପାଇଁ ଲାଗିଛି ଏହା ପଛରେ ଥିବା ପ୍ରକୃତ ସତ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ସମ୍ଭବତଃ, କାର୍ ରେ ଥିବା କୌଣସି ସିଷ୍ଟମ ଖରାପ ଥିବାରୁ ନି-ଆଁ ଲାଗି ଥାଇପାରେ । କାର୍ ଡ୍ରାଇଭର ସଠିକ ସମୟ ରେ ବାହାରକୁ ଆସି ଯାଇଥିବା ସୂଚନା ମିଳିଛି । ଏହି କାରଣରୁ କାହାର ବି ଆ-ହ-ତ ହେବାର ସୂଚନା ପ୍ରାପ୍ତ ହୋଇନାହିଁ ।

Leave a Reply

Your email address will not be published. Required fields are marked *