Soro ମେଳାରେ OTV ର ସାହାସୀ Reporter Arindam Das ଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି, ଏମିତି ବନା ଯାଇଛି ସେଦିନର ପୁରା ଦୃଶ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଟିଭି ସାମ୍ବାଦିକ ସ୍ଵର୍ଗତ ଅରିନ୍ଦମ ଦାସଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ମାସ ତଳେ ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗ ହୋଇଥିଲା । ଅ-ପ-ରେ-ସ-ନ ଗଜରାଜରେ ଅରିନ୍ଦମ ଏକ ଓଡ୍ରାଫ ଟିମ ସହ ମୁଣ୍ଡଳୀ ମହାନଦୀ ଭିତରକୁ ଯାଇଥିଲେ । ଓଡ୍ରାଫ ଟିମ ହାତୀକୁ ହୁଡାଇବା ପାଇଁ ଯାଇଥିବା ବେଳେ ଅରିନ୍ଦମ ସେହି ଘ-ଟ-ଣା-ର କ୍ଳୋଜ ଫୁଟେଜ ନେବାକୁ ଯାଇଥିଲେ ।

ହେଲେ ବନ୍ଧୁଗଣ ହଠାତ ମହାନଦୀ ଜଳ ସ୍ରୋ-ତ ବଢି ଯାଇଥିଲା ଯାହା ଫଳରେ ଓଡ୍ରାଫ ବୋଟଟି ପାଣି ଭିତରେ ଓ-ଲୋ-ଟି ଯାଇଥିଲା । ବୋଟ ଓ-ଲୋ-ଟି-ବା ପରେ କିଛି ଓଡ୍ରାଫ କର୍ମଚାରୀ ବଞ୍ଚି ଯାଇଥିଲେ ହେଲେ ଅରିନ୍ଦମ ଦାସ ଆପ୍ରା-ଣ ଚେଷ୍ଟା ସତ୍ବେ ଆଉ ବଞ୍ଚି ପାରିଲେ ନାହିଁ । ଅରିନ୍ଦମଙ୍କ ସହିତ ଏକ ଓଡ୍ରାଫ ଯବାନ ପ୍ରା-ଣ ହରାଇଥିଲେ । ତେବେ ଅରିନ୍ଦମ ଯିବା ପରେ ତାଙ୍କ ପରିବାର ଲୋକଙ୍କୁ ଏକ ବଡ ଝ-ଟ-କା ଲାଗିଥିଲା ।

ଅରିନ୍ଦମଙ୍କ ମୃ-ତ୍ୟୁକୁ ଓଡିଶା ବାସୀ ସହଜରେ ଗ୍ରହଣ କରିପାରିଲେ ନାହିଁ । କିନ୍ତୁ ବନ୍ଧୁଗଣ ଆଜି ସିନା ଅରିନ୍ଦମ ଆମ ମାନଙ୍କ ସହ ନାହାନ୍ତି ହେଲେ ତାଙ୍କର ସ୍ମୃ-ତି ଆମ ମାନଙ୍କ ମନ ଭିତରେ ରହିଯାଇଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ଏକ ମେଳାର ଯେଉଁଠି ଅପରେସନ ଗଜରାଜର ଦୃଶ୍ୟକୁ ବହୁତ ସୁନ୍ଦର ଭାବରେ ଡେକୋରେସନ କରାଯାଇଛି ।

ଅରିନ୍ଦମ ପାଣିରେ ଥିବା ସମୟରେ ଯାହା ସବୁ ଘ-ଟି-ଥିଲା ସେହି ଅନୁସାରେ ଏକ ସୁନ୍ଦର ଡେକୋରେସନ ପ୍ରସ୍ତୁତ ହୋଇଛି । ଏହି ଡେକୋରେସନ କେବଳ ଅରିନ୍ଦମଙ୍କ ସ୍ମୃ-ତିରେ ହୋଇଛି । ଯିଏ ଏହି ଡେକୋରେସନକୁ ପ୍ରସ୍ତୁତ କରିଛି ତାକୁ ସମସ୍ତ ଲୋକ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି ।

ଅରିନ୍ଦମ ଜଣେ ଦାୟିତ୍ଵବାନ ଓ ସାହସୀ ସାମ୍ବାଦିକ ଥିଲେ ଏବଂ ତାଙ୍କୁ ଓଡିଶା ବାସୀ କେବେବି ଭୁଲିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଅରିନ୍ଦମଙ୍କ ସ୍ମୃ-ତିରେ ପ୍ରସ୍ତୁତ ହୋଇଥିବା ଏହି ଡେକୋରେସନଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ

Leave a Reply

Your email address will not be published. Required fields are marked *