ସତ ହେଲା ମାଳିକା ବଚନ, ମାଡି ଆସୁଛି ମହାବିପଦ, ମହାପ୍ରଭୁ ଦେଲେ ଏହି ବଡ ସଂକେତ…

ବନ୍ଧୁଗଣ, ସୂଚନା ଅନୁଯାୟୀ ମହା ବିପଦ ପୂର୍ବରୁ ଆସିଛି ସଙ୍କେତ । ସତ ହେବାକୁ ଯାଉଛି ଅଚ୍ୟୁତାନନ୍ଦ ଙ୍କର ଗୋଟି ଗୋଟି ବାଣୀ । ନୀଳଚକ୍ର ଉପରେ ଉଡିଲେ ଶହ ଶହ ଚୀଲ । ତେବେ ବୋଧ ହୁଏ ମହାପ୍ରଭୁଙ୍କର ଏହା ସଙ୍କେତ ଅଟେ । ଆସୁଛି ମହା ବିପଦ ସେଥିପାଇଁ ତ ଘଣ୍ଟା ଘଣ୍ଟା ଧରି ଶ୍ରୀ ମନ୍ଦିର ଉପରେ ଉଡିଲେ ଚୀଲ । ଏହାକୁ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ । ଅଦିନିଆ ଚୀଲ ଉଡିବା ଦେଖି ଲୋକେ ଭୟଭୀତ ହୋଇଛନ୍ତି ।

ମାତ୍ର ମହାପ୍ରଭୁ ଙ୍କର ଏହା କି ସଙ୍କେତ ? ତେବେ ଏହା ହେଉଛି ସେହି ସମୟର ଦୃଶ୍ୟ ଯେତେବେଳେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଘେରା ମାରି ଉଡୁଥିଲେ ଶହଶହ ଚୀଲ । ଏହି ଦୃଶ୍ୟକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ ଯେ କିଭଳି ଭାବରେ ଶ୍ରୀ ମନ୍ଦିରର ନୀଳଚକ୍ର ଉପରେ ଉଡୁଛନ୍ତି ଚିଲମାନେ । ଶ୍ରୀ ମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିବା ଅଶୁଭ ସଙ୍କେତ ଅଟେ ।

ତେବେ ଏହି କିଛି ଦିନ ପୂର୍ବ ରୁ ଶ୍ରୀ ମନ୍ଦିର ବାଇଶି ପାହାଞ୍ଚ ରେ ପାଣିପଶିଥିଲା । ଆଉ ପାଣି ର ଲହଡୀ ଭାଙ୍ଗିଥିଲା । ଆଉ ପାଣିର ଲହଡୀ ଭାଙ୍ଗିଥିଲା ବାଇଶି ପାହାଚ ରେ । ତେବେ ଏହାକୁ ଦେଖି ଭୟଭୀତ ହୋଇ ଯାଇଥିଲେ ଶ୍ରୀକ୍ଷେତ୍ର ବାସୀ । ଆଉ ବର୍ତ୍ତମାନ ଶ୍ରୀ ମନ୍ଦିରରେ ଚିଲ ଉଡିବା ଘଟଣା କୁ ନେଇ ମଧ୍ୟ ଭୟଭୀତ ଅଛନ୍ତି ଓଡିଶାବାସୀ । ବର୍ତମାନ ଯେ ପୁଣି କେଉଁ ବିପଦ ଆସିବ ତାହା କେହି ଜାଣି ନାହାଁନ୍ତି ।

ମାତ୍ର ଯେତେବଡ ବିପଦ ଆସୁ ନା କାହିଁକି ସମସ୍ତ ବିପଦ ରୁ ମହାପ୍ରଭୁ ଉଦ୍ଧାର କରିବେ ବୋଲି ଲୋକଙ୍କର ବିଶ୍ଵାସ ରହିଛି । କିନ୍ତୁ ଗୋଟେ ପରେ ଗୋଟେ ଘଟଣା ଲୋକଙ୍କ ମନରେ ଛନକା ସୃଷ୍ଟି କରାଇ ଦେଉଛି । ତେବେ କରୋନା ମହାମାରୀ ମଧ୍ୟ ବହୁତ ଭାବରେ ପ୍ରଭାବ କରିଥିଲା । କେତେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥିଲା ।

ଏହା ମଧ୍ୟ ମାଳିକା ରେ ଉଲ୍ଲେଖ ହୋଇଥିଲା । ଛୋଟ ଛୋଟ ପିଲାଙ୍କ ସହିତ ନବଜାତ ଶିଶୁ ଙ୍କର ମଧ୍ୟ ଏହି କରୋନା ସମୟରେ ଜୀବନ ଯାଇଥିଲା । କେତେକ ପିଲା ଅନାଥ ହୋଇଗଲେ ତଥା ଶୋଚନୀୟ ପରିସ୍ଥିତି ଉପୁଜିଥିଲା । ବର୍ତ୍ତମାନ ମଧ୍ୟ ଆକାଶରେ ଏହିଭଳି ଚୀଲ ଉଡିବା କେଉଁ ସଙ୍କେତ ତଥା କେଉଁ ବିପଦ ମାଡି ଆସୁଛି ନେଇ ପ୍ରଶ୍ନ ଉଙ୍କି ମାରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *