ସତ ହେଲା Sharmistha ଙ୍କ ଶିବ ପୂଜା, ଏମିତି କି ବର ଦେଲେ ଶିବ ?

ବନ୍ଧୁଗଣ ଓଡିଶାର ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ ଏବେ ଏକ ନୂଆ ଖବର ସାମ୍ନାକୁ ଆସୁଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଏବେ ଜେଲରେ ରଖାଯାଇଛି । ଶର୍ମିଷ୍ଠା, ଝୁନା ଓ ନିରଞ୍ଜନ ଏବେ ଜେଲରେ ଅଛନ୍ତି । ତେବେ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ସତ ହେଲା ଶର୍ମିଷ୍ଠାଙ୍କ ଶିବ ପୂଜା । ଶିବ ଦେଲେକି ବର ବାବୁ ନିରଞ୍ଜନଙ୍କୁ ମିଳିଲା ନାହିଁ ଜାମିନ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଭଦ୍ରକ ଉପକାରାଗାର ରେ ଦୈନିକ ପୂଜା କରୁଥିଲେ ଶର୍ମିଷ୍ଠା ଏହି ଖବରଟି ଆଗରୁ ମଧ୍ୟ ଆସିଥିଲା । ଯେତେବେଳେ ନିରଞ୍ଜନଙ୍କ ଜାମିନ କଥା ଶର୍ମିଷ୍ଠା ଶୁଣିଲେ ସେତେବେଳେ କାଳେ ତାଙ୍କ ଆଖିରେ ଲୁହ ଆସିଗଲା ଭାରି କଷ୍ଟ ହେଲା ତାଙ୍କ ହୃଦୟକୁ ।

ଭାବିଲେ ବାବୁ ନିରଞ୍ଜନଙ୍କୁ ଜାମିନ ମିଳିଗଲେ ସେ ଏକୁଟିଆ ହୋଇଯିବେ । ଏହି ଜେଲରେ ଚାରି କାନ୍ଥ ଭିତରେ ସେ ଏକୁଟିଆ କେମିତି ରହିବେ । ଶର୍ମିଷ୍ଠା ଦୈନିକ ପୂଜା କରୁଥିବା ଭଗବାନ ଶିବଙ୍କୁ ସଙ୍ଗେ ସଙ୍ଗେ ପୂଜା କରିଲେ । ବୋଧେ ଶର୍ମିଷ୍ଠାଙ୍କ ଏହି ଆକୁଳ ଡାକ ଭଗବାନ ଶୁଣିଲେ । ଯାହା ଫଳରେ ବାବୁ ନିରଞ୍ଜନଙ୍କ ଜାମିନ ଖାରଜ ହେଇଗଲା । ଆଉ ଏହାକୁ ଶୁଣି କାଳେ ଖୁସି ହୋଇଗଲେ ଶର୍ମିଷ୍ଠା ।

ସେପଟେ କିନ୍ତୁ ବାବୁ ନିରଞ୍ଜନଙ୍କ ପରିବାର କଥା ଭାରି ମନେ ପଡୁଛି । ଆଉ ଏହାରି ମଧ୍ୟରେ କାଳେ ଶର୍ମିଷ୍ଠାଙ୍କ ଉପରେ ରାଗି ଗଲେଣି ବୋଧେ ବାବୁ ନିରଞ୍ଜନ । କିନ୍ତୁ କଣ ହେବ ବାବୁ ନିରଞ୍ଜନଙ୍କ ଠାରୁ ଶର୍ମିଷ୍ଠାଙ୍କ ପ୍ରେମ ପୁରା ସତ ଥିଲା ଆଉ ଯେତେ ଯିଏ ଚେଷ୍ଟା କରିଲେ ମଧ୍ୟ ଶର୍ମିଷ୍ଠାଙ୍କ ସତ ପ୍ରେମ ଠାରୁ ବାବୁ ନିରଞ୍ଜନଙ୍କୁ କେହି ଦୂରେଇ ପାରୁ ନାହାନ୍ତି ।

ବାବୁ ନିରଞ୍ଜନଙ୍କ ଜାମିନ ଖାରଜ ହେବା ପରେ ଏମାନଙ୍କ ଠିକଣା ବି ବଦଳିଛି । ଏବେ ଭଦ୍ରକ ଜେଲରେ ନାହାନ୍ତି ଶର୍ମିଷ୍ଠା, ଝୁଣା ଓ ନିରଞ୍ଜନଙ୍କ ସହ ଅନ୍ୟ ଅପରାଧୀ ମାନେ । ଏମାନଙ୍କୁ ଏବେ ବାରିପଦା ଜେଲରେ ରଖାଯାଇଛି । ଆଉ ଏହାକୁ ନେଇ କାଳେ ଶର୍ମିଷ୍ଠା ଭାରି ଖୁସି ଥିବା ଜଣା ପଡୁଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *