‘ଲୋକେ ନଗ୍ନ ଦୃଶ୍ୟ ଦେଖିବାକୁ ଭଲ ପାଆନ୍ତି, ହେଲେ ମୁଁ…’ ଯାତ୍ରାରେ ନଗ୍ନନାଚ ପ୍ରଦର୍ଶନ କୁ ନେଇ ଦେଖନ୍ତୁ କଣ କହିଲେ ଏହି Jatra Artist, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଓଡିଶା ଯାତ୍ରା ଦୁନିଆରେ  ମନୋରଞ୍ଜନ ନାଁରେ ଅଶୀଳତା । ରେକଡ ଡ୍ୟାନ୍ସ ନାଁରେ ଚାଲିଛି ନଗ୍ନତା । ଦର୍ଶକଙ୍କୁ ଆକୃଷ୍ଠ କରିବାକୁ ଯେମିତି ଯାତ୍ରା ପାର୍ଠି ଭିତରେ ଚାଲିଛି ଡ୍ୟାନ୍ସର ମାନଙ୍କର ଦେହ ଦେଖା ପ୍ରତିଯୋଗିତା । ଯାତ୍ରା ଆରମ୍ଭରୁ ମେଲୋଡିରେ ନାଁରେ ଚାଲିଛି ନଗ୍ନ ନୃତ୍ୟ । ଦର୍ଶକଙ୍କୁ  ଆକୃଷ୍ଠ କରିବାକୁ ମଡେଲମା୍ନେ ନୃତ୍ୟ ନାଁରେ  ଅଙ୍ଗ ପ୍ରଦର୍ଶନ କରୁଛନ୍ତି ।


ତେବେ ଦର୍ଶକଙ୍କୁ ଆକୃଷ୍ଠ କରିବା ଲାଗି ଅଶ୍ଲୀଳତାକୁ ପ୍ରଶ୍ରୟ ଦେଉଛନ୍ତି । ତେବେ ପୁରା ପରିବାର ସହ ଯାତ୍ରାର ରେକଡ ଡ୍ୟାନ୍ସ ଦେଖି ହେବନି ।  ଏମିତିକି ଡ୍ୟାନ୍ସର ମାନେ ନିଜ ନୃତ୍ୟ ସାରିବାବେଳକୁ ଶରୀର ୭୦ ଭାଗ କପଡା  ଖୋଲି ଦେଉଛନ୍ତି ଦେଖିବାକୁ ମିଳୁଛି । ତେବେ ନଗ୍ନତା ର ସବୁ ସୀମାକୁ ଟପି ସାରିଛନ୍ତି କେବଳ ଏତିକି  ନୁହେଁ ଏବେ କିଛି ଯାତ୍ରା ପାର୍ଟି ବିଦେଶୀ ନୃତ୍ୟାଙ୍ଗନା ମାନଙ୍କୁ ବି ଅସ୍ତ୍ର କରିଛନ୍ତି ।

ପରଦାରେ ଅଙ୍ଗ ପ୍ରଦର୍ଶନ କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ହେଲେ ଏହା ପରଦାଠୁ ଷ୍ଟେଜରେ ନଗ୍ନ ଦୃଶ୍ୟ ଦୁଇଗୁଣା ହୋଇଛି । ଏମିତି କିଛି କରି ଦର୍ଶକଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି । ଏହା ସଂସ୍କୃତୀ ନା ଅପ ସଂସ୍କୃତି ବୋଲି ଆମେ କହିବା ।

ତେବେ ଏହି ବିଷୟରେ ଯେତେବେଳେ ଜଣେ ଯାତ୍ରା କଳାକାର ଙ୍କୁ ପଚରାଗଲା ସେତେବେଳେ ସେ ଏହାର ଉତ୍ତରରେ କହିଥିଲେ କି ଲୋକ ମାନଂକୁ ନଗ୍ନ ହୋଇ ନୃତ୍ୟ କରିବା ଦେଖିବା ବହୁତ ପସନ୍ଦ ସେମାନଙ୍କ ଶରୀର ଦେଖିବା ମଧ୍ୟ ଖୁବ ପସନ୍ଦ କିନ୍ତୁ ଯିଏ ଏହି ନୃତ୍ୟ କରେ ସେ ହୋଇ ଯାଏ ଚରିତ୍ର ହୀନା । ଯେମିତିକି ସବୁ ପୁରୁଷକୁ ନିଜ ସ୍ତ୍ରୀ ସତୀ ରୂପରେ ଦରକାର କିନ୍ତୁ ସେ ପଛେ ଅନ୍ୟ ନାରୀର ସତିତ୍ୱ ସହ ଖେଳି ସାରିଥିବେ ।

ତେବେ ଏହି ପୁରୁଷ ଜାତି ହିଁ ଏହି ପ୍ରକାରର । ତେବେ କେବଳ ପୁରୁଷ ନୁହେଁ ନାରୀର ବି କିଛି ଦୋଷ ରହିଛି । ତେବେ କିଛି ନାରୀ ସ୍ୱାର୍ଥପର ହୋଇ ବସନ୍ତି । ସେମାନେ ପ୍ରେମ କରନ୍ତି ସତ କିନ୍ତୁ ମଣିଷ କୁ ନୁହେଁ ବରଂ କେବଳ ପଇସା କୁ ଯାହା ଦ୍ୱାରା ସେମାନେ କିଛି ବି କରି ପାରନ୍ତି ।


ତେବେ ଶେଷରେ ସେ କହିଥିଲେ କି ପ୍ରେମ କର କିନ୍ତୁ ପଇସା କୁ ନୁହେଁ ମନକୁ କର ଏବଂ ସେ କହିଥିଲେ କି ସେ ଯାତ୍ରା ରେ ଅଭିନୟ କରନ୍ତୁ ବୋଲି ତାଙ୍କ ଘରଲୋକ ପସନ୍ଦ କରୁ ନଥିଲେ ଏବଂ ଅନୁମତି ମଧ୍ୟ ଦେଉ ନଥିଲେ କିନ୍ତୁ ବର୍ତ୍ତମାନ ମୁଁ ଅଭିନୟ କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *