ସତ ହେଲା ସେଦିନର କଥା, ମୃତ୍ୟୁ ପୂର୍ବରୁ ନିଜ ଶେଷ ଇଚ୍ଛାରେ ଏହି ନର୍ସଙ୍କୁ ଚକ୍ଷୁଦାନ କରିବାକୁ କହିଥିଲେ Rai Mohan, ଏନେଇ କଣ କହୁଛନ୍ତି ନର୍ସ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ନର୍ସ ସୁମିତ୍ରା ରାଉତ କହିଛନ୍ତି ଯେ ରାଇମୋହନ ଭାଇ ଙ୍କ ସହିତ ଯେତେବେଳେ ମୁଁ ଦେଖାହେଇଥିଲି, ସେ ଜାଣିଥିଲେ ଯେ ମୁଁ ଗୋଟିଏ ଆଇଡୋନେସନ ଉପରେ କାମ କରୁଛି ବୋଲି । ରାଇମୋହନ, ସୁମିତ୍ରା ଙ୍କୁ ନେଇ ବହୁତ ଗର୍ବ ମଧ୍ୟ କରନ୍ତି ବୋଲି ନର୍ସ ସୁମିତ୍ରା କହିଛନ୍ତି । ରାଇ କହିଥିଲେ ସୁମିତ୍ରା କୁ ଯେ ତୁ ଗୋଟିଏ ଝିଅ ହୋଇ ଏଭଳି ମହତ କାମ ଯାହା ହେଉ କରି ପରୁଛୁ ଆଉ ଯେତେବେଳେ ମୋ ଡେଥ ହେବ ତୁ ମୋ ଆଖି ନେବୁ ।

କିନ୍ତୁ ସୁମିତ୍ରା କହିଥିଲେ ଯେ ଭାଇ ସେମିତି କୁହନି ମୁଁ ଥିବା ସମୟରେ ଅନ୍ତତ ମୋ ହାତରେ ତୁମ୍ଭ ଆଖି ନ ଯାଉ । ଏହା କହି ୧୦ ଦିନ ତଳେ ଦେଖା ହୋଇଥିଲେ ରାଇମୋହନ ଙ୍କ ସହିତ ସୁମିତ୍ରା । ମାତ୍ର ରାଇମୋହନ ଙ୍କ ଡେଥ ଖବର ପାଇ ସୁମିତ୍ରା ସ୍ତବ୍ଦ ହୋଇଗଲେ । ଏବଂ ସେ ଚିନ୍ତା କରିଲେ ଯେ ଯେହେତୁ ମୁଁ କଥା ହୋଇଥିଲି ଏଣୁ ହୋଇଥାଇପାରେ ଏହା କିଏ ମିଛ କହୁଛନ୍ତି ।

ସୋ-ସି-ଆ-ଲ ମି-ଡି-ଆ ରେ ନାନା ପ୍ରକାରର ମିଛ କଥା ପ୍ରଚଳନ ହେଉଛି ତେବେ ଏହା ମଧ୍ୟ ଏକ ମିଛ ଖବର ବୋଲି ଭାବିଥିଲେ ଭଉଣୀ ସୁମିତ୍ରା । ମାତ୍ର ଏହାପରେ ସୁମିତ୍ରା ଯେତେବେଳେ କାଜୁଆଲଟି ରେ ରାଇମୋହାନ ଙ୍କୁ ଦେଖିଲେ, ସତରେ ରାଇମୋହନଙ୍କ ମୃ-ତ୍ୟୁ ହୋଇଛି ସେତେବେଳେ ସେ ଚିନ୍ତା କରିଲେ ଯେ ସତରେ ଏହି ସମ୍ବନ୍ଧରେ କଥା ହୋଇଥିଲେ ଏବଂ ସଙ୍ଗେ ସଙ୍ଗେ ଡେଥ ହୋଇଗଲା ?

ମାତ୍ର ଏହାପରେ ସୁମିତ୍ରା ଭାବିଲେ ତାଙ୍କର ପ୍ରିୟ ରାଇ ଭାଇ କହିଥିବା କଥା ତାଙ୍କର ଆଖି ଦାନ କରିବେ ବୋଲି, ଏ କଥା କୁ ସେ ତାଙ୍କ ଘର ଲୋକଙ୍କୁ କହିବେ କି ନାହିଁ ? ମାତ୍ର ଶେଷରେ ଏହି ବିଷୟ ସମ୍ବନ୍ଧରେ ତାଙ୍କ ଘର ଲୋକ ଙ୍କୁ ଜଣାଇଲେ କିନ୍ତୁ କେହି ଏହି କଥା ରେ ରାଜି ହେଉନଥିଲେ । ପରେ ସୁମିତ୍ରା ଭଲ ଭାବରେ ବୁଝାଇଲେ ଯେ ସଂପୂର୍ଣ୍ଣ ଆଖି ଯିବନି ।

ଆଖିରେ ଥିବା ସ୍ଵଚ୍ଛପଟଳ ଜିନିଷ ଟି ଯିବ । ଏବଂ ଏହାକୁ ନେଲେ ସହଜରେ ତାହା ଜଣା ପଡିବ ନାହିଁ । ତେବେ ସୁମିତ୍ରା କହିଛନ୍ତି ଯେ ମୁଁ ଅପରେସନ କରୁଥିଲି ବହୁତ ଡର ଲାଗୁଥିଲା । ସେହି ସମୟ ତାଙ୍କ ପାଇଁ ବହୁତ ଦୁଃଖ ଦାୟକ ଥିଲା । ରାଇମୋହନ ଜଣେ ଭଲ ମଣିଷ ଥିବା ସହିତ ଜଣେ ଉତ୍ତମ ହୃଦୟ ଥିବା ବ୍ୟକ୍ତି ଅଟନ୍ତି । ଏଣୁ ତାଙ୍କ ଆଖି ମାଧ୍ୟମରେ ସେ ଅମର ରୁହନ୍ତୁ ବୋଲି କାମନା କରିଛନ୍ତି ସୁମିତ୍ରା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *