କଣ ଟୁଙ୍ଗୁରୁ-ବର୍ଷାଙ୍କ ଲାଭ ଷ୍ଟୋରୀ ହେବ ଦି ଏଣ୍ଡ…? ଦେଖନ୍ତୁ ନିଜ ବାହାଘରକୁ ନେଇ କ’ଣ କହିଲେ ଅଟୋ ଡ୍ରାଇଭର Tunguru Bhola ? ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ଷା ଙ୍କୁ ବିବାହ କରିବା କଥା କୁ ନେଇ ଏଭଳି କିଛି କହିଛନ୍ତି । ତେବେ ଆସନ୍ତୁ ଜାଣିନେବା ଯେ କ’ଣ କହିଲେ ଟୁଙ୍ଗୁରୁ ? ଟୁଙ୍ଗୁରୁ ଭୋଳ କହିଛନ୍ତି ଯେ, ଯାହା ବି ହେଲେ ମୁଁ ଜଣେ ଅଟୋବାଲା । ମୁଁ କ’ଣ ତାଙ୍କୁ ବିବାହ କରି ପାରିବି ? ମୋ ବାପା ମା ଅଛନ୍ତି ବିବାହ କରିବାକୁ । ବିବାହ କରିବା କଥା ତଥା କୋର୍ଟ ମ୍ୟାରେଜ କରିବା କଥା ବର୍ଷା କହିବାରୁ ଟୁଙ୍ଗୁରୁ ତାଙ୍କୁ ମନା କରିଥିଲେ ।

ଯାହା କି ବର୍ତମାନ ସବୁଆଡେ ଭା-ଇ-ରା-ଲ ହେବାରେ ଲାଗିଛି । ମାତ୍ର ରାଜି ନ ହେବାରୁ ଏହି ପାଲା ହେଲା ବୋଲି କହିଛନ୍ତି ଟୁଙ୍ଗୁରୁ । ଟୁଙ୍ଗୁରୁ କହିଥିଲେ ବର୍ଷା ଙ୍କୁ ଯେ ମୁଁ ଜଣେ ଅଟୋବାଲା ମାତ୍ର ମୁଁ କ’ଣ ସାରା ଜୀବନ ତୁମକୁ ରଖି ପାରିବି ? ତୁମ ସ୍ଵାମୀ ତଥା ଦୁଇ ପୁଅ ଅଛନ୍ତି । ଶାଶୁଘର ସହିତ ସମସ୍ତ ଭାଇ ଭଉଣୀ ଅଛନ୍ତି ।

ଏହି ବିବାହ କେବେ ମଧ୍ୟ ସମ୍ଭବ ନୁହେଁ । କେବଳ ବୟସ ପାଇଁ ମନାକରିଛନ୍ତି ଟୁଙ୍ଗୁରୁ । ବର୍ଷା ଙ୍କୁ ୪୦ ବର୍ଷ ଥିବା ବେଳେ ଟୁଙ୍ଗୁରୁ ଙ୍କୁ ହୋଇଥିଲା ୨୧ । ସେ ଜଣେ ଅଟୋ ଚାଳକ ବାପା ମା’ ଙ୍କ ନିଷ୍ପତ୍ତି କୁ ନେଇ ବିବାହ କରିବେ ଏବଂ ଏଭଳି ନିଜ ଇଚ୍ଛା ରେ ବିବାହ କରିବା କ’ଣ ଠିକ ?

ବର୍ଷା ଙ୍କ ଘରେ ୮ ଦିନ ଟୁଙ୍ଗୁରୁ ରହିଥିଲେ । ସେ କହିଛନ୍ତି ଯେ ଭାଉଜ ବର୍ଷା କୁଆଡେ ତାଲା ପକାଇ ରଖୁଥିଲେ । ଦିନେ ତାଲା ଖୋଲା ହୋଇଥିଲା ଏବଂ ବର୍ଷା ବାରି ପଛପଟ କୁ ଯାଇଥିଲେ ଏହି ସମୟରୁ ଟୁଙ୍ଗୁରୁ ସେଠାରୁ ଖସି ଚାଲିଆସିଥିଲେ । ସେ ଦିନର ଅନୁଭୂତି କହିଲେ ନ ସରେ । ଟୁଙ୍ଗୁରୁ ଙ୍କ ମନରେ ଥିଲା ପ୍ରଚୁର ଭୟ ।

ତେବେ ଏହି ମାମଲା କୁ ପୋଲିସ ତଦନ୍ତ କରି ଉଭୟଙ୍କୁ ବୁଝାଇଥିଲା ଏବଂ ମଝିରେ ମଝିରେ ଟୁଙ୍ଗୁରୁ ଭାଉଜ ବର୍ଷା ଙ୍କ ସହିତ କଥା ହେବ ବୋଲି ମଧ୍ୟ ପୋଲିସ କହିଥିଲେ । ତେବେ ବର୍ତ୍ତମାନ ଭା-ଇ-ରା-ଲ ବୟ ଟୁଙ୍ଗୁରୁ ଭୋଳ ଙ୍କୁ ନେଇ ଗୀତ ମଧ୍ୟ ବାହାରିଲାଣି । ଆଗକୁ ତାଙ୍କର ଏକ ଆଲବମ ଆସିବାକୁ ଯାଉଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *