Malika Bachana- ସତ ହେବ ମାଳିକା ବଚନ ? 2026 ରେ ପୃଥିବୀରେ କଣ ହେବ ? ମାଳିକାରେ କଣ ଲେଖା ହୋଇଛି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସତ ହୋଇବ ମାଳିକା ବଚନ । ୨୦୨୬ ମସିହାରେ ମାଡି ଆସୁଛି ମହା ବିପତ୍ତି । ତେବେ ବନ୍ଧୁଗଣ କଥାରେ ଅଛି ମାଳିକା ବଚନ କେ କରିବ ଆନ । ତେବେ ମାଳିକାରେ ଯେଉଁ ସବୁ ତଥ୍ୟ ଲିପିବଦ୍ଧ ହୋଇକରୀ ରହିଛି । ତାହା ଗୋଟିଏ ପରେ ଗୋଟିଏ ସତ୍ୟ ହେବାରେ ଲାଗିପଡିଛି । ତେବେ ସାଧାରଣ ଲୋକ ମଧ୍ୟ ଏହାର ଅଳ୍ପ ଅଳ୍ପ ପ୍ରମାଣ ପାଇସାରିଲେଣି । ତେବେ ଏହାରି ମଧ୍ୟରେ ଆଉ ଏକ ବଡ କଥା ସାମ୍ନାକୁ ଆସିଯାଇଛି ।

ଯାହାକୁ ନେଇ ସବୁଆଡେ ଏବେ ଭାରି ଚର୍ଚା ହେବାରେ ଲାଗିଛି । ତେବେ ୨୦୨୬ ରେ ହୀରାକୁଦ ଜଳ ଭଣ୍ଡାର ଭାଙ୍ଗିବା ପାଇଁ ଯାଉଛି । ଏହା ସହିତ ସମୁଦ୍ରରୁ ଏକ ବିଶାଳକାୟ ଚିତ୍ତଳ ମାଛ ବାହାରି ଆସିବ । ଏହାପରେ ରାହାମା ଠାରେ ଏହି ବିଶାଳକାୟ ମାଛଟି ମା’ ସାରଦାଙ୍କୁ ଦର୍ଶନ କରି ତାପରେ ଛତିଆ ବଟରେ ନିଜର ପ୍ରାଣ ତ୍ୟାଗ କରିଦେବ । ତାପରେ ସେହି ମାଛର ଅସ୍ଥିରେ ନୂଆ କବାଟ ବନ୍ଧ ଓ ନୂଆ କବାଟ ମଧ୍ୟ ତିଆରି କରାଯିବ ।

ତେବେ ଏହି କଥା ବନ୍ଧୁଗଣ ଆମେ କହୁନାହିଁ । ଏହି କଥା କହୁଛି ମହାପୁରୁଷଙ୍କର ୬୦୦ ବର୍ଷ ତଳର ଲେଖା ମାଳିକା ବଚନ । ତେବେ ଯେଉଁ କଥା ୨୦୨୬ ରେ ହିଁ ପ୍ରମାଣିତ ହେବା ପାଇଁ ଯାଉଛି । ତେବେ ୨୦୨୬ ରେ ପୃଥିବୀ ପାଇଁ ଏକ ନୂଆ ବଡଧରଣର ବିପତ୍ତି ମାଡି ମାଡି ଆସିବାରେ ଲାଗୁଛି । ତେବେ ସମ୍ବଲପୁରରେ ନିର୍ମିତ ହୋଇଥିବା ଜଳଭଣ୍ଡାର ବା ହୀରାକୁଦ ଡ୍ୟାମଟି ୧୯୪୭ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରଯାଇଥିଲା ।

ତେବେ ଏହି ବିଶାଳ ଡ୍ୟାମଟି ତିଆରି କରିବା ପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗିଯାଇଥିଲା । ତେବେ ଏତେ ବଡ ହୀରାକୁଦ ଡ୍ୟାମ ଭାଙ୍ଗିବ ବୋଲି ମାଳିକାରେ ଲେଖା ହୋଇସାରିଛି । ତେବେ ହୀରାକୁଦର ଏହି ବିଶାଳ ଡ୍ୟାମଟି ଭାଙ୍ଗିଯିବ ଏହା କେଉଁ ବିପତ୍ତିର ସଂକେତ ଦେଉଛି ? ତେବେ କ୍ରମେ କ୍ରମେ ମଧ୍ୟ ହୀରାକୁଦ ଡ୍ୟାମଟି ପୁରୁଣା ହେବାରେ ଲାଗୁଅଛି ।

ତେବେ ଏଥିରୁ ଏହା ସୂଚିତ ହେଉଛି । ଏହା କି ଯେ ୨୦୨୬ ମସିହାରେ ସମଗ୍ର ବିଶ୍ଵ ପାଇଁ କିଛି ବିପତ୍ତି ମାଡି ଆସିବାକୁ ଯାଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *