ଭଉଣୀ ହୋଇଥିଲେ କଣ ଏମିତି କରିଥାନ୍ତ ? କୁନି ଝିଅଟି ପ୍ରତି ଏ କି ବ୍ୟବହାର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜ ଭଉଣୀ ହୋଇଥିଲେ ତମେ କଣ ଏହିପରି ତା’ ସହିତ ଏମିତି କରିଥାନ୍ତ ? ତେବେ ସୂଚନା ମୁତାବକ ଉମରକୋଟ ଥାନାର ତରଂଗପୁରୀ ଗ୍ରାମରେ ଏପରି କିଛି ଘଟଣା ଘଟି ଯାଇଛି । ତେବେ ଜଣେ ଛୋଟ ଝିଅ ପିଲାଟି ଉପରେ ଏପରି ଅତ-ୟଆଚାର ମାନବିକତା ଚରମ ସୀମା ଟପିଯାଇଛି । ତେବେ ଜଣେ ପିଲାଟି ମାତ୍ର ୯୦୦ ଟଙ୍କା ଚୋ-ରୀ କରିଦେଇଥିବାରୁ ତ’ ଉପରେ କରାଯାଇଛି ନି-ର୍ଧ-ୟ ଅତ-ୟଆଚାର ।

ତେବେ ଏଥିପାଇଁ ଛୋଟ ପିଲାଟିକୁ ବାଡିରେ ପିଟି ପିଟି ତା’ ଅବସ୍ଥା ଖରାପ କରିଦେଇଥିଲେ । ଏହା ପରେ ତାଙ୍କର ରାଗ ଶାନ୍ତ ହୋଇନଥିଲା । ତାହା ପରେ ତାକୁ ଗଛରେ ବାନ୍ଧି ଦେଇ ତାପରେ କିଛି ଛିଣ୍ଡା ଚ-ପ-ଲକୁ ମାଳ କରି ସେହି ଛୋଟ ଝିଅଟି ବେକରେ ପକାଇ ଗଛରେ ବାନ୍ଧି ଦେଇଥିଲେ ।  ହେଲେ ସାମାନ୍ୟ ଛୋଟ ପିଲାଟି ନିଜର ଭୁଲ ବଶତଃ ଯଦି ୯୦୦ ଟଙ୍କା ଚୋ-ରୀ କରିଦେଲା ।

ତେବେ ପ୍ରଥମେ ସେହି ଛୋଟ ଝିଅଟିକୁ ବୁଝାଇବା ନିହାତି ଦରକାର ହେଉଥିଲା । କାରଣ ସେହି ଛୋଟ ଝିଅଟି ଏହି ଦୁନିଆ ବିଷୟରେ କଣ ଅବା ଜାଣିଛି । ଦୁନିଆକୁ ଦେଖି ଲୋକଙ୍କୁ ଠିକ ଭାବରେ ଚିହ୍ନିବାକୁ ତା’ ର ବୟସ ଅବା କେତେ ହେଇଛି ? ତେବେ ଥରକର ଏହି ଭୁଲରେ ଝିଅଟିକୁ ଏପରି ଅତ-ୟଆ-ଚାର କରାଯାଇ ପି-ଟା ଯାଇଥିଲା । ଯେଉଁଥି ପାଇଁ ଝିଅଟିର ବାପା ଓ ମାଆ ଆସି ଥାନାର ଦ୍ଵାରସ୍ଥ ହୋଇଛନ୍ତି ।

ତେବେ ସେପରି କହିବାକୁ ଗଲେ । ଭଗବାନ ମଣିଷକୁ ଗୋଟେ କୋମଳ ହୃଦୟ ଦେଇ ଏହି ଦୁନିଆକୁ ଛାଡିଥାନ୍ତି । ହେଲେ ଯେଉଁ ମାନେ କୁନି ଝିଅଟିର ଭୁଲ ଦେଖିକି ତାକୁ ଏପରି ଚୋ-ରୀ କାମ କରିବାକୁ ମନା କରିଥାନ୍ତେ । ନଚେତ ଏପରି ଭୁଲ କାମ ଆଉ କେବେବି ନକରିବାକୁ ବୁଝାଇବା ବଦଳରେ କିଛି ନବୁଝି ନ୍ସୁଝି ନି-ର୍ଘା-ତ ପି-ଟି-ବା ଆରମ୍ଭ କରି ଦେଇଥିଲେ କୁନି ଝିଅଟିକୁ ।

ତେବେ ସେହି ସମୟରେ ନିଷ୍ଠୁ-ର ପଥରର ହୃଦୟ ଲୋକ ଗୁଡିକୁ ଝିଅଟିର ବୟସ ଦେଖା ଯାଇଥିଲା ନା ଝିଅ ପ୍ରତି ମନରେ କିଛି ଦୟା ଦେଖା ଯାଇଥିଲା । ତେବେ ୩ ରୁ ୪ ଜଣ ବଡ ବଡ ଲୋକ ମିଶି କୁନି ଝିଅଟି ପ୍ରତି ଖୁବ ଅତ-ୟଆଚାର କରି ତାକୁ ବାଡି  ଉଠାଇ ମା-ରି-ବା-କୁ ଜମା ମଧ୍ୟ ପଛ ଘୁଞ୍ଚା ଦେଇନଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *