ଆକାଶରୁ ବର୍ଷୁଛି ୧୦୦ ଓ ୫୦୦ ଟଙ୍କିଆ ନୋଟ, ଟଙ୍କା ଗୋଟାଇବା ପାଇଁ ଜମିଲା ଲୋକଙ୍କ ଭିଡ…ଦେଖନ୍ତୁ ଏହି ଭିଜୁଆଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆକାଶରୁ ବର୍ଷୁଛି ଲକ୍ଷ ଲକ୍ଷ ଟଙ୍କା । ତେବେ ହଁ ବନ୍ଧୁଗଣ ସୂଚନା ମୁତାବିକ ଆକାଶରୁ ବର୍ଷୁଛି ଲକ୍ଷାଧିକ ଟଙ୍କା । ତେବେ ଆକାଶରୁ ବର୍ଷା ହେଉଛି ସତ କିନ୍ତୁ ଏହା ସତ ସତିକିଆ ବର୍ଷା ନୁହେଁ । ଏହା ହେଉଛି ଟଙ୍କା ରୂପକ କୃତିମ ବର୍ଷା । ତେବେ ଛାତ ଉପରୁ ଠିଆ ହୋଇ କେବଳ ୧୦୦ ଓ ୫୦୦ ଟଙ୍କିଆ ନୋଟ ଗଦା ଗଦା ବର୍ଷା ହେବାରେ ଲାଗୁଛି । ଗୁଜୁରାଟ ମହାରଣା ଏରିଆର ପୂର୍ବ ସରପଞ୍ଚଙ୍କ ପୁତୁରାର ବାହାଘର ହେଉଥିଲା ।

ତେବେ ସେହି ବାହାଘରକୁ ଖୁବ ଧୂମଧାମରେ ଆୟୋଜିତ କରଯାଇଥିଲା । ତେବେ ବାହାଘରରେ ବରଯାତ୍ରୀ ମାନଙ୍କ ପାଇଁ ମଧ୍ୟ ଖୁବ ସାରା ବନ୍ଦୋବସ୍ତ କରଯାଇଥିଲା । ତେବେ ଯେତେବେଳେ ଘରୁ ବର ରେଡି ହୋଇ ବାହାଘର ପାଇଁ ବରଯାତ୍ରୀ ସହ ଘରୁ ବାହାରିଥିଲା । ତେବେ ଡିଜେ ର ତାଳେ ତାଳେ ସବୁ ବରଯାତ୍ରୀ ମାନେ ନାଚିବା ଆରମ୍ଭ କରିଦେଇଥିଲେ । ତେବେ ସେହି ସମୟରେ ହିଁ ଘରର ଛାତ ଉପରୁ ବରଯାତ୍ରୀ ମାନଙ୍କ ଉପରେ ଟଙ୍କାର ବର୍ଷଣ ହୋଇଥିଲା ।

ତେବେ ଘରର ଛାତ ଉପରେ ଠିଆ ହୋଇ ନିଜ ପୁତୁରା ପାଇଁ ସରପଞ୍ଚ କରିମ ଯାଦବ କେକ୍ରି ୧୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ ବର୍ଷା କରିଥିଲେ ।ପାଖାପାଖି ୫୦ଲକ୍ଷ ଟଙ୍କା ଏପରି ଠିଆ ଠିଆ ହୋଇ ଉଡାଇଦେଇଥିଲେ ।   ତେବେ ବରଯାତ୍ରୀ ମାନେ ସବୁ ଗୀତର ତାଳେ ତାଳେ ନାଚିବା ଛାଡି ଟଙ୍କା ଗୋଟାଇବାକୁ ଆରମ୍ଭ କରିଦେଇଥିଲେ । ସମସ୍ତେ ମନ ଖୁସିରେ ଛାତ ଉପରୁ ଖସି ପଡୁଥିବା ଟଙ୍କାକୁ ଗୋଟାଇ ରଖିବା କାର୍ଯ୍ୟରେ ବ୍ୟସ୍ତ  ହୋଇଯାଇଥିଲେ ।

ତେବେ ଟଙ୍କା ଗୋଟାଇବା ସମୟରେ ଲୋକ ଲୋକଙ୍କ ମଧ୍ୟରେ ମାଡଗୋଳ ମଧ୍ୟ ହୋଇଯାଉଥିଲା । ତେବେ ସୋସିଆଲ ମିଡିଆରେ ଏପରି ଘଟଣାର ଦୃଶ୍ୟ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାକୁ ଯାଉଛି । ଲୋକମାନେ ଏହି ଦୃଶ୍ୟ ଦେଖିସାରିବା ପରେ ଟଙ୍କା ବର୍ଷଣର ଦୃଶ୍ୟ ଉପରେ ଅନେକ କିଛି ରୋଚକପୂର୍ଣ୍ଣ କମେଣ୍ଟ ମଧ୍ୟ କରିବାରେ ଲାଗି ପଡିଛନ୍ତି ।

ତେବେ ସରପଞ୍ଚଙ୍କ ପାଖରେ ଏତେ ପରିମାଣର ଟଙ୍କା ଥିବା ଅନେକ ଲୋକଙ୍କର ସନ୍ଦେହ ହେବାରେ ଲାଗୁଛି । ଏତେ ଟଙ୍କା ଆସିଲା କୁଆଡୁ ଯାହା ଉପରେ ତଦନ୍ତ ମଧ୍ୟ କରାଯାଇପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *