7 ବର୍ଷରେ 7 ଥର ଗର୍ଭବତୀ ହୋଇ ସାରିଛନ୍ତି ଏହି ଟୀଚର, ଯେତେବେଳେ ଅସଲ ସତ ଜାଣିଲେ ପ୍ରିନ୍ସିପାଲ ତ ଉଡିଗଲା ହୋସ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସାଧାରଣତଃ ଲୋକ ମାନେ ଅଫିସରୁ ଛୁଟି ନେବା ପାଇଁ ଦେହ ଖରାପ ଆଦି ଅନେକ ପ୍ରକାରର ବାହାନା କରିଥାନ୍ତି ।

ହେଲେ ଛୁଟି ପାଇବା ପାଇଁ ଜଣେ ମହିଳା କିଛି ଏପରି ବାହାନ କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆମ ଦେଶରେ ସରକାର କର୍ମଚାରୀ ମାନଙ୍କ ଛୁଟି ପାଇଁ ଅନେକ ନିୟମ ବନେଇ ଛନ୍ତି । ହେଲେ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁ ମାନେ ଏହି ସବୁ ନିୟମର ଫାଇଦା ଉଠାଇବା ପାଇଁ ଭୁଲ କାମ କରନ୍ତି । ଏଭଳି ଏକ ଘଟଣା ବିହାରରୁ ଆସିଛି ।

ବିବାହର ଜଣେ ସ୍କୁଲ ଶିକ୍ଷୟତ୍ରୀ ୭ ବର୍ଷରେ ୭ ଥର ଗର୍ଭବତୀ ହୋଇଛନ୍ତି । ହେଲେ ବନ୍ଧୁଗଣ ଏହି ମହିଳା ଜଣକ ବାହାନା କରି ୭ ବର୍ଷ ଘରେ ବସି ଟଙ୍କା ନେଇଛନ୍ତି । ଗର୍ଭବତୀ ହେବାର ବାହାନା କରି ୭ ବର୍ଷ ପର୍ଯ୍ୟନ୍ତ ଛୁଟି ନେଇଥିବା ଏହି ମହିଳା ଉପରେ ସ୍କୁଲ କର୍ମଚାରୀ ମାନେ ସନ୍ଦେହ କରିଲେ । ଏହା ପରେ ସ୍କୁଲ କର୍ମଚାରୀ ମାନେ ଏହାର ଛାନ ବିନ କରିଥିଲେ ଓ ଏହା ପରେ ସେମାନେ ଯାହା ଜାଣିଲେ ତାଙ୍କର ହୋସ ଉଡିଗଲା ।

ସେହି ମହିଳା ଜଣକ ଗର୍ଭବତୀ ହେବାର ନାଟକ କରି ୭ ବର୍ଷ ପର୍ଯ୍ୟନ୍ତ ଛୁଟି ନେଇଥିଲେ ଓ ମାଗଣାରେ ବସି ଟଙ୍କା ନେଉଥିଲେ । ପ୍ରଶାସନ ଏହି ମହିଳା ଉପରେ ଶାକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଆଦେଶ ଦେଇଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *