ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
୧. ତୋତା-ଏ-ହିନ୍ଦ କାହାକୁ କୁହାଯାଏ ?
ଉତ୍ତର-ତୋତା-ଏ-ହିନ୍ଦ ଆମିର ଖୁସୁରୁଙ୍କୁ କୁହାଯାଏ ।
୨. କେଉଁ ଫଳ ଭିତରୁ ଖାଲି ଥାଏ ?
ଉତ୍ତର- ଅମୃତଭଣ୍ଡା ଫଳ ଭିତରୁ ଖାଲି ଥାଏ ।
୩. ଗୁଲାବୋର ସହର କାହାକୁ କୁହାଯାଏ ?
ଉତ୍ତର-ଗୁଲାବୋର ସହର ଚଣ୍ଡିଗଡକୁ କୁହାଯାଏ ।
୪. ବେଲ୍ଦିଙ୍ଗ ମେସିନର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ବେଲ୍ଦିଙ୍ଗ ମେସିନର ଆବିଷ୍କାର ଆମେରିକାରେ ଦେଶରେ ହୋଇଥିଲା ।
୫. ଭୀମ ବେଟକାର ଗୁମ୍ଫା ଗୁଡିକ କେଉଁ ରାଜ୍ୟରେ ଅବସ୍ଥିତ ?
ଉତ୍ତର- ଭୀମ ବେଟକାର ଗୁମ୍ଫା ଗୁଡିକ ମଧ୍ୟପ୍ରଦେଶ ରାଜ୍ୟରେ ଅବସ୍ଥିତ ।
୬. କେଉଁ ଦେଶରେ ସବୁଠାରୁ ଅଧିକ ଲୋକମାନେ ଚାହା ପିଇ ଥାନ୍ତି ?
ଉତ୍ତର- ତୁର୍କୀ ଦେଶରେ ସବୁଠାରୁ ଅଧିକ ଲୋକମାନେ ଚାହା ପିଇ ଥାନ୍ତି ।
୭. ସବୁଠାରୁ ଅଧିକ ବିଦ୍ୟାଳୟ କେଉଁ ଦେଶରେ ଅଛି ?
ଉତ୍ତର- ସବୁଠାରୁ ଅଧିକ ବିଦ୍ୟାଳୟ ଭାରତ ଦେଶରେ ଅଛି ।
୮. ଫେସବୁକର ପୁରୁଣା ନାମ କଣ ଥିଲା ?
ଉତ୍ତର- ଫେସବୁକର ପୁରୁଣା ନାମ ଫେସମାସ ଥିଲା ।
୯. ଧଳା ହାତୀ କେଉଁ ଦେଶରେ ଦେଖାଯାନ୍ତି ?
ଉତ୍ତର- ଧଳା ହାତୀ ଥାଇଲାଣ୍ଡ ଦେଶରେ ଦେଖାଯାନ୍ତି ।
୧୦. ବିଶ୍ଵ ତମ୍ବାକୁ ରୋଧୀ ଦିବସ କେବେ ପାଳନ କରାଯାଇଥାଏ ?
ଉତ୍ତର- ବିଶ୍ଵ ତମ୍ବାକୁ ରୋଧୀ ଦିବସ ପ୍ରତି ବର୍ଷ ୩୧ ମେ ଦିନ ପାଳନ କରାଯାଇଥାଏ ।
୧୧. କେଉଁ ଜୀବ ଓଲଟା ଚାଲିପାରେ ନାହିଁ ?
ଉତ୍ତର- ଅଷ୍ଟ୍ରେଲିଆରେ ଦେଖା ଯାଉଥିବା କଙ୍ଗାରୁ ଓଲଟା ଚାଲିପାରେ ନାହିଁ ।
୧୨. ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ସିଟ ରହିଛି ?
ଉତ୍ତର- ଭାରତରେ ଉତ୍ତର-ପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଲୋକସଭା ସିଟ ରହିଛି ।
୧୩. କେଉଁ ଜୀବ ଶରୀରରେ ମଣିଷ ରକ୍ତ ଥାଏ ?
ଉତ୍ତର- ମସା ମାନଙ୍କ ଦେହରେ ମଣିଷ ରକ୍ତ ଥାଏ କାରଣ ସେମାନେ ମଣିଷ ରକ୍ତ ପିଇଥାନ୍ତି ।
୧୪. କେଉଁ ଜୀବର ଦାନ୍ତ ସବୁବେଳେ ବଢି ଥାଏ ?
ଉତ୍ତର- ଠେକୁଆର ଦାନ୍ତ ସବୁବେଳେ ବଢି ଥାଏ ।
୧୫. ତାହା କଣ ଅଟେ ଯାହାକୁ ପୁରୁଷ ସବୁବେଳେ ପିନ୍ଧି ଥାଏ ଓ ମହିଳା ବର୍ଷକୁ ଗୋଟେ ଥର ପିନ୍ଧି ଥାଏ ?
ଉତ୍ତର- ପଇତା ।