ଟ୍ୟୁସନକୁ ଯାଇ ଷଷ୍ଠ ଶ୍ରେଣୀର ଛାତ୍ରୀ କଲେ ଏମିତି ଲଜ୍ୟାଜନକ କାମ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ପ୍ରେମ ହେଉଛି ଏକ ପବିତ୍ର ଜିନିଷ । ପ୍ରେମ କୁ ଅନ୍ଧ ବୋଲି କୁହାଯାଏ କାରଣ ନା ସେ ଜାତି ଦେଖେ ନା ଧର୍ମ ନା ପଇସା ସେ କେବଳ ଭଲ ମନ ଦେଖେ । ପ୍ରେମ ହେଉଛି ଦୁଇଟି ମନର ମିଳନ । ତେବେ ବର୍ତ୍ତମାନ ଯୁଗରେ ପ୍ରେମ ର ପରିଭାଷା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ପ୍ରେମ ର ମାନେ କେବଳ ଟାଇମ ପାସ ଏବଂ ଶାରୀରିକ ସୁଖ କୁ ବୁଝା ଯାଉଛି ।


ପ୍ରେମିକ ପ୍ରେମିକା ମାନେ ନିଜର ଏହି ଇଚ୍ଛା କୁ ପୂରଣ କରିବା ପାଇଁ ବହୁତ କିଛି ଭୁଲ ପଦକ୍ଷେପ ମଧ୍ୟ ନେଇ ଯାଉଛନ୍ତି ଯାହା ଯୋଗୁଁ ପ୍ରେମ ବଦନାମ ହୋଇ ଯାଇଛି । ବର୍ତ୍ତମାନ ସମାଜରେ ପ୍ରେମ କୁ ଦୂଷିତ ଏବଂ କଳଙ୍କିତ କରି ଦେଇଛନ୍ତି । ତେବେ କେତେବେଳେ ପ୍ରେମୀ ଯୁଗଳ ମାନଂକୁ ପାର୍କ କେତେବେଳେ ସିନେମା ହଲ ତ କେତେବେଳେ କେଉଁ ଜଂଗଲ ରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳୁଛି ଯାହା ଏକ ଲଜ୍ଜା ର ବିଷୟ ।

ସେମାନେ ନିଜ ସହ ନିଜ ବାପା ମାଆ ଙ୍କ ଇଜ୍ଜତ କୁ ମଧ୍ୟ ପକେଇ ଦେଉଛନ୍ତି । ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ସେହି ଘଟଣା ଉପରେ ଆଲୋଚନା କରି ନେବା । ତେବେ ଘଟଣା ଟି କିଛି ଏହିଭଳି କି ଉତ୍ତରପ୍ରଦେଶରେ ଦୁଇଟି ଝିଅ ଯେଉଁମାନେ କି ଷଷ୍ଠ ଶ୍ରେଣୀ ରେ ପାଠ ପଢୁଛନ୍ତି ସେମାନେ ନିଜର ଟିୟୁସନ ନାଁ କହିକି ଘରୁ ବାହାରି ଥିଲେ କିନ୍ତୁ ସେମାନେ ଟିୟୁସନ କୁ ନ ଯାଇ ଜଂଗଲ କୁ ରାସଲୀଳା କରିବା ପାଇଁ ଦୁଇ ଜଣ ଯୁବକଙ୍କ ସହ ଯାଇଥିଲେ ।

ତେବେ ସେଠାରେ ସେମାନେ ରୋମାନ୍ସ ମଧ୍ୟ ଆରମ୍ଭ କରି ଦେଇଥିଲେ କିନ୍ତୁ ସେହି ସମୟରେ କିଛି ଲୋକ ସେମାନଙ୍କ ପାଖକୁ ଆସି ପ୍ରଶ୍ନ ପଚାରିଲେ ଏବଂ ସେମାନଙ୍କ ର ଭିଡିଓ ମଧ୍ୟ ବନେଇ ଥିଲେ ତେବେ ସେମାନେ ସବୁ ନିଜର ମୁହଁ କୁ ଲୁଚାଇ ରଖୁଥିଲେ । ତେବେ ଷଷ୍ଠ ଶ୍ରେଣୀ ର ଝିଅ ନିଜର ଟିୟୁସନ ନାଁ କହି ଏହି ଭଳି କାର୍ଯ୍ୟ କରୁଛନ୍ତି ।


ଏହି ମାନଙ୍କ ଯୋଗୁଁ ହିଁ ପ୍ରେମ ବଦନାମ ହୋଇ ଯାଇଛି । ତେବେ ଏହିପରି ଭିଡିଓ ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ଅନେକ ଏଭଳି ପ୍ରେମୀ ଯୁଗଳ ନିଜର ରାସଲୀଳା କରିବା ସମୟରେ ଧରା ପଡ଼ିଥିଲେ ଏବଂ ସେସବୁ କ୍ୟାମେରା ରେ ରେକର୍ଡ ମଧ୍ୟ ହୋଇ ଯାଇଥିଲା । ତେବେ ଏଭଳି ଲଜ୍ଜା ଜନକ ଭିଡିଓ ଦେଖି ସମସ୍ତେ ନିନ୍ଦା କରୁଛନ୍ତି । ତେବେ ଏହି ଘଟଣା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *